Home Bibles ଆୟୁବ ପୁସ୍ତକ 6:28 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 6:28 · ଓଡ଼ିଆ ବାଇବେଲ

ଏବେ ବର୍ତ୍ତମାନ ତୁମ୍ଭେ ମାରେ ମୁହଁ ଦେଖି କୁହ ମୁଁ ତୁମ୍ଭକୁ ମିଛ କହିବି? ନା !

Cross references

ଆୟୁବ ପୁସ୍ତକ 11:3

ତୁମ୍ଭେ କ'ଣ ଭାବୁଛ ଆୟୁବ ଆମ୍ଭ ପାଖ ରେ ତୁମ୍ଭକୁ ଉତ୍ତର ଦବୋକୁ କିଛି ନାହିଁ। ତୁମ୍ଭେ ପରମେଶ୍ବରଙ୍କୁ ପରିହାସ କଲ, ଲୋକେ କ'ଣ ତୁମ୍ଭକୁ ଚତାବେନୀ ନ ଶୁଣାଇ ନୀରବ ରେ ତାହା ସହ୍ଯ କରିବେ।

ଆୟୁବ ପୁସ୍ତକ 13:4

କିନ୍ତୁ ତୁମ୍ଭମାନେେ ଏକ କୁହୁକ ବିଦ୍ଯାକାରୀ ଏବଂ ମୂଲ୍ଯହୀନ ବୈଦ୍ଯ ଅଟ।

ଆୟୁବ ପୁସ୍ତକ 27:4

ଏହାପରେ ମାେ ଓଠରୁ ଖରାପ ବିଷଯ ବାହାରିବ ନାହିଁ। ମାରେ ଜିହ୍ବା ମିଥ୍ଯାକଥା କହିବ ନାହିଁ।

ଆୟୁବ ପୁସ୍ତକ 33:3

ମାରେ ହୃଦଯ ନିର୍ମଳ। ସେଥିପାଇଁ ମୁଁ ସତ୍ ବାକ୍ଯ ହିଁ କହିବି। ମୁଁ ଜାଣିଥିବା ବିଷଯ ରେ ସତ୍ଯହିଁ କବଳେ କହିବି।

ଆୟୁବ ପୁସ୍ତକ 36:4

ଆୟୁବ, ମୁଁ ସତ କହୁଛି ମୁଁ ଜାଣେ ମୁଁ କେଉଁ ବିଷଯ ରେ କଥାବାର୍ତ୍ତା କରୁଛି।

Interlinear

Choose Theme