ତହୁଁ ଇଶ୍ରାୟେଲର ରାଜା ଯିହୁଦାର ରାଜା ଓ ଇଦୋମର ରାଜା ଏକତ୍ର ସାତଦିନ ଧରି ୟାତ୍ରା କଲେ। ସମାନଙ୍କେର ସୈନ୍ଯମାନଙ୍କ ପାଇଁ ଓ ପଶୁମାନଙ୍କ ପାଇଁ କୌଣସି ଜଳ ନଥିଲା।
Cross references
ଏହାପରେ ତୁମ୍ଭମାନଙ୍କର ସମସ୍ତ ଅଧିକାରୀଗଣ ମାେ ନିକଟକୁ ଆସିବେ ଏବଂ ମାେ ଆଗ ରେ ମଥାନତ କରିବେ। ସମାନେେ କହିବେ, ସମସ୍ତ ଲୋକମାନଙ୍କ ସହିତ ବାହାରି ୟାଅ। ଏହାପରେ ମୁଁ ୟିବି। ତା'ପରେ କୋର୍ଧ ରେ ମାଶାେ ଫାରୋଙ୍କୁ ପରିତ୍ଯାଗ କଲେ।'
ମାଶାେ ଇଶ୍ରାୟେଲ ଲୋକମାନଙ୍କୁ ସୂଫ ସମୁଦ୍ରଠାରୁ ପର୍ବତ ଆଡକୁ ନଇଗେଲେ। ସମାନେେ ତିନିଦିନ ଧରି ମରୁଭୂମିରେ ୟାତ୍ରା କଲେ, ଲୋକମାନେ ଟିକେ ମଧ୍ଯ ପାଣି ପିଇଲେ ନାହିଁ।
ଇଶ୍ରାୟେଲର ସମସ୍ତ ସମାଜ ଏକତ୍ରୀତ ହାଇେ ସୀନଯ ମରୁଭୂମିରୁ ୟାତ୍ରା କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମାନେେ ଭିନ୍ନ ଭିନ୍ନ ସ୍ଥାନ ଭ୍ରମଣ କଲେ। ସମାନେେ ରଫୀଦୀମ ରେ ଛାଉଣୀ ସ୍ଥପନ କଲେ ଏବଂ ସଠାେରେ ଲୋକମାନଙ୍କ ପାଇଁ ପିଇବା ପାଣି ନଥିଲା।
ସହେି ସ୍ଥାନ ରେ ଲୋକମାନଙ୍କ ପାଇଁ ପ୍ରଚୁର ଜଳ ନ ଥିଲା। ତହୁଁ ଲୋକମାନେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ଏକତ୍ରୀତ ହେଲେ।
ତୁମ୍ଭମାନେେ କାହିଁକି ସଦାପ୍ରଭୁଙ୍କ ସମାଜକୁ ଏହି ମରୁଭୂମିକୁ ଆଣିଲ? ତୁମ୍ଭେ ଚାହୁଁଛ ଯେପରିକି ଆମ୍ଭମାନେେ ଓ ଆମ୍ଭମାନଙ୍କର ପଶୁମାନେ ଏଠା ରେ ମରିବୁ?
ତହିଁରେ ଲୋକମାନେ ପରମେଶ୍ବର ଓ ମାଶାଙ୍କେ ବିରୁଦ୍ଧ ରେ ଅଭିଯୋଗ କଲେ ଏବଂ କହିଲେ, କାହିଁକି ତୁମ୍ଭମାନେେ ଆମ୍ଭମାନଙ୍କୁ ଏହି ମରୁଭୂମିରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଏଠା ରେ ରୋଟୀ ନାହିଁ କି ଜଳ ନାହିଁ। ଆମ୍ଭମାନେେ ଏହି ଅଖାଦ୍ୟକୁ ଘୃଣା କରୁ।
ପୁଣି ସମାନେେ ଆଲୂଶରୁ ୟାତ୍ରା କରି ରଫୀଦୀମ ରେ ଛାଉଣୀ ସ୍ଥାପନ କଲେ। ସହେି ସ୍ଥାନ ରେ ଲୋକମାନଙ୍କର ପିଇବା ନିମନ୍ତେ ଜଳ ନଥିଲା।
ବାରକ୍ କଦେେଶ ସହରର ସବୂଲୂନ୍ ପରିବାରବର୍ଗ ଓ ନଲ୍ଗାଲିର ଲୋକମାନଙ୍କୁ ଏକତ୍ରୀତ କରିଥିଲେ। ଅତଯବ, ସେ 10,000 ସୈନ୍ଯ ଓ ଦବୋରା ତାଙ୍କ ସହିତ ସହାବସ୍ଥାନ କରିବା ହେଲେ।
ସମାନଙ୍କେୁ କହିବ ମୁଁ ୟୁଦ୍ଧରୁ ନିରାପଦ ରେ ଫରେିବା ପର୍ୟ୍ଯନ୍ତ ମୀଖାଯକୁ କାରାଗାର ରେ ରଖିବେ ଓ କିଛି ନଦଇେ ରୋଟୀ ଓ ପାଣି ଦବେ।
ସହେି ସମୟରେ ଇଦୋମର କହେି ରାଜା ନଥିଲେ। ଯିହୁଦାର ରାଜାଙ୍କ ଦ୍ବାରା ନିୟୁକ୍ତି ଜଣେ ପ୍ରତିନିଧି ତା'ର ଶାସନ ଚଳାଇଲେ।
ଯିହାଶାଫେଟ୍ ଓଫୀରକୁ ୟାଇ ସୁନା ଆଣିବା ସକାେଶ ତର୍ଶୀଶର କେତକେ ବାଣିଜ୍ଯ ପୋତ ନିର୍ମାଣ କଲେ, ମାତ୍ର ସେ ସବୁ ଗଲାନାହିଁ କାରଣ ସହେି ଜାହାଜଗୁଡିକ ଇତ୍ସିୟୋନ୍ଗବରେ ରେ ଭାଙ୍ଗିଗଲା।
ତାଙ୍କ ସମୟରେ ଯିହୁଦାର ଶାସନ ବିରୁଦ୍ଧ ରେ ଇଦୋମୀଯମାନେ ବିଦ୍ରୋହ କଲେ ଓ ସମାନେେ ସମାନଙ୍କେର ଏକ ରାଜା ବାଛିଲେ।