Home Bibles ଗଣନା ପୁସ୍ତକ 33:14 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 33:14 · ଓଡ଼ିଆ ବାଇବେଲ

ପୁଣି ସମାନେେ ଆଲୂଶରୁ ୟାତ୍ରା କରି ରଫୀଦୀମ ରେ ଛାଉଣୀ ସ୍ଥାପନ କଲେ। ସହେି ସ୍ଥାନ ରେ ଲୋକମାନଙ୍କର ପିଇବା ନିମନ୍ତେ ଜଳ ନଥିଲା।

Cross references

ଯାତ୍ରା ପୁସ୍ତକ 17:1

ଇଶ୍ରାୟେଲର ସମସ୍ତ ସମାଜ ଏକତ୍ରୀତ ହାଇେ ସୀନଯ ମରୁଭୂମିରୁ ୟାତ୍ରା କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମାନେେ ଭିନ୍ନ ଭିନ୍ନ ସ୍ଥାନ ଭ୍ରମଣ କଲେ। ସମାନେେ ରଫୀଦୀମ ରେ ଛାଉଣୀ ସ୍ଥପନ କଲେ ଏବଂ ସଠାେରେ ଲୋକମାନଙ୍କ ପାଇଁ ପିଇବା ପାଣି ନଥିଲା।

ଯାତ୍ରା ପୁସ୍ତକ 19:2

ସମାନେେ ରଫୀଦୀମଠାରୁ ୟାଇ ସୀନଯ ମରୁଭୂମିରେ ପହଁଞ୍ଚିଲେ ଓ ସମାନେେ ପର୍ବତ ନିକଟସ୍ଥ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।

Interlinear

Choose Theme