ଶଷେ ରେ ଇଶ୍ରାୟେଲର ରାଜା ଯିହାରୋମ୍ କହିଲେ, ହାୟ, ସଦାପ୍ରଭୁ ମାୟୋବ ହସ୍ତ ରେ ସମର୍ପଣ କରିବାକୁ ଆମ୍ଭ ତିନିଜଣଙ୍କୁ ଏକତ୍ର ଡାକିଛନ୍ତି।
Cross references
ଏହାପରେ କଯିନ କହିଲା, ମାରଦେଣ୍ଡ ଅସହ୍ଯ!
ଇଲୀଶାୟ ଏହିପରି କଥାବାର୍ତ୍ତା କରୁଥିବା ବେଳେ, ସେ ଦୂତ ତାହା ପାଖକୁ ଆସିଲା, ଆଉ ସେ କହିଲା, ଏହି ଅସୁବିଧା ସଦାପ୍ରଭୁଙ୍କଠାରୁ, ମୁଁ କାହିଁକି ଆଉ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବି?
ଯେତବେେଳେ ପରମେଶ୍ବର ସମାନଙ୍କେ ମଧ୍ଯରୁ କେତକଙ୍କେୁ ମାରିଲେ, ଅନ୍ୟମାନେ ପରମେଶ୍ବରଙ୍କ ନିକଟକୁ ଫରେିଆସିଲେ ଏବଂ ତାଙ୍କଠାରୁ ସାହାୟ୍ଯ ପାଇବା ପାଇଁ ଉତ୍କଣ୍ଠିତ ହେଲେ।
ମନୁଷ୍ଯର ଅଜ୍ଞାନତା ନିଜର ଜୀବନକୁ ଧ୍ବଂସ କରେ। କିନ୍ତୁ ତା'ପ ରେ ସେ ସଦାପ୍ରଭୁଙ୍କୁ ବଦନାମ କରେ।
ତୁମ୍ଭମାନେେ ଯଦି ସହେି ଭୁଲ ଆଦେଶ ପାଳନ କରିବ ତବେେ ଦେଶ ରେ କଷ୍ଟ ଓ ଅନାହାର ଦଖାଦେବେ। ସେତବେେଳେ ସମାନେେ ବିରକ୍ତ ହବେେ ଏବଂ ସମାନଙ୍କେର ଶାସକ ଓ ପରମେଶ୍ବରଙ୍କ ବିରୁଦ୍ଧ ରେ କହିବେ। ତା'ପ ରେ ସମାନେେ ପରମେଶ୍ବରଙ୍କଠାରୁ ସାହାୟ୍ଯ ପାଇଁ ଉର୍ଦ୍ଧ୍ବକୁ ଚାହିଁବେ।
ତୁମ୍ଭର ସନ୍ତାନଗଣ ମୂର୍ଚ୍ଛିତ ହାଇେଅଛନ୍ତି। ସମାନେେ ପ୍ରେତ୍ୟକକ ସଡ଼କ ମୁଣ୍ଡ ରେ ପଡ଼ିଛନ୍ତି ଯେପରି ହରିଣ ଜାଲ ପାଶ ରେ ଆବଦ୍ଧ ହୁଏ। ସମାନେେ ସଦାପ୍ରଭୁଙ୍କ କୋପ ରେ ଓ ତୁମ୍ଭ ପରମେଶ୍ବରଙ୍କ ଧମକରେ ପରିପୂର୍ଣ୍ଣ।