Home Bibles ଦିତୀୟ ରାଜାବଳୀ 25:3 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 25:3 · ଓଡ଼ିଆ ବାଇବେଲ

ନଗର ରେ ଭୟଙ୍କର ଦୁର୍ଭିକ୍ଷ ପଡିଲା। ଚତୁର୍ଥ ମାସର ନବମ ଦିନ ରେ ନଗର ରେ ମହାଦୁର୍ଭିକ୍ଷ ଭୟଙ୍କର ମାତ୍ରା ରେ ବଢିଗ୍ଭଲିଲା। ତେଣୁ ଦେଶୀଯ ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟ ଦ୍ରବ୍ଯ ମିଳିଲା ନାହିଁ।

Cross references

ଲେବୀୟ ପୁସ୍ତକ 26:26

ଯେତବେେଳେ ମୁଁ ତୁମ୍ଭମାନଙ୍କର ରୋଟୀ ପଠାଇବା ବନ୍ଦ କରେ, ଦଶ ଜଣ ସ୍ତ୍ରୀ ଗୋଟିଏ ଚୂହ୍ଲୀ ରେ ତୁମ୍ଭମାନଙ୍କର ରୋଟୀ ପାକ କରିବେ ଓ ପୁନର୍ବାର ତୌଲି ତୁମ୍ଭମାନଙ୍କୁ ରୋଟୀ ଦବେେ, ଆଉ ତୁମ୍ଭମାନେେ ତାହା ଭୋଜନ କରିବ, ମାତ୍ର ତୃପ୍ତ ହବେ ନାହିଁ।

ଦିତୀୟ ବିବରଣ 28:52

ଅନ୍ୟ ଜାତୀଯମାନେ ତୁମ୍ଭମାନଙ୍କୁ ଘରୋଉ କରି ରଖିବେ ଓ ତୁମ୍ଭମାନଙ୍କ ସହରକକ୍ସ୍ଟ ଆକ୍ରମଣ କରିବେ। ତୁମ୍ଭମାନେେ ଭାବିବ ଯେ ତୁମ୍ଭମାନଙ୍କର ଉଚ୍ଚ ଓ ଦୃଢ ପାଚରେୀ ତୁମ୍ଭମାନଙ୍କୁ ସକ୍ସ୍ଟରକ୍ଷା ଦବେ ମାତ୍ର ତାହା ତୁମ୍ଭମାନଙ୍କୁ ସକ୍ସ୍ଟରକ୍ଷା ଦଇପୋରିବ ନାହିଁ। ସହେି ପାଚରେୀମାନ ଭାଙ୍ଗି ପଡିବ। ସଦାପ୍ରଭୁ ଦଇେଥିବା ଦେଶ ରେ ସବୁଆଡେ ଶତୃମାନଙ୍କର ଛାଉଣୀ ହାଇଯେିବ।

ଯିଶାଇୟ 3:1

ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି। ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଯିହୁଦା ଓ ୟିରୁଶାଲମ ଯାହା ଉପ ରେ ନିର୍ଭର କରନ୍ତି ସେ ସମସ୍ତ ଜିନିଷ କାଢ଼ିନବେେ। ପରମେଶ୍ବର ସମସ୍ତ ଅନ୍ନ ଓ ଜଳ ଦୂ ରଇେ ନବେେ।

ଯିରିମିୟ 19:9

ଶତ୍ରୁଗଣ ସମାନଙ୍କେ ନଗରକୁ ଅବରୋଧ କରିବେ ଓ ସମାନଙ୍କେୁ ଖାଦ୍ୟ ପାଇଁ ବାହାରକୁ ୟିବାକୁ ଦବେେ ନାହିଁ। ତେଣୁ ଲୋକମାନେ ଉପବାସ ରେ ରହିବେ ଓ କ୍ଷୁଧା ରେ ଆତୁର ହାଇେ ସଙ୍କଟ ସମୟରେ ପୁତ୍ର କନ୍ଯାର ମାଂସ ଭୋଜନ କରିବେ। ଆଉ ମଧ୍ଯ ଶଷେ ରେ ପରସ୍ପରକୁ ଭୋଜନ କରିବେ।'

ଯିରିମିୟ 37:21

ତେଣୁ ସିଦିକିଯ ରାଜାଙ୍କ ଆଜ୍ଞାନୁସା ରେ ଲୋକମାନେ ଯିରିମିୟଙ୍କୁ ପ୍ରହରୀ ପ୍ରାଙ୍ଗଣ ରେ ରଖିଲେ। ପୁଣି ନଗର ରେ ସବୁ ରୋଟୀ ଶଷେ ନ ହବୋ ପର୍ୟ୍ଯନ୍ତ ରୋଟୀବାଲାଙ୍କ ପଲୀରୁ ଗୋଟିଏ ଲଖାଏଁେ ରୋଟୀ ପ୍ରତିଦିନ ତାହାଙ୍କୁ ଦେଲେ। ଏହିପ୍ରକାର ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ରହିଲେ।

ଯିରିମିୟ 38:2

ସଦାପ୍ରଭୁ ଏହି କଥା କହନ୍ତି, ' ଯେଉଁ ଲୋକ ଏହି ନଗର ରେ ରହିବ, ସେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ରେ ମରିବ। ମାତ୍ର ଯେଉଁ ଲୋକ ବାହାର ହାଇେ କଲଦୀଯମାନଙ୍କ ନିକଟକୁ ୟିବ ସେ ବଞ୍ଚିବ। ସମାନେେ ମୃତ୍ଯୁରୁ ବଞ୍ଚିବେ ଓ ରକ୍ଷା ପାଇବେ।'

ଯିରିମିୟ 39:2

ସିଦିକିଯର ରାଜତ୍ବର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନ ରେ ଏହି ନଗରର ପ୍ରାଚୀର ଭଙ୍ଗାଗଲା ଓ ୟିରୁଶାଲମକୁ କରଗତ କରାଗଲା।

ଯିରିମିୟ 52:6

ସହେି ବର୍ଷ ଚତୁର୍ଥ ମାସର ନବମ ଦିନ ରେ ନଗର ରେ ମହା ଦୁର୍ଭିକ୍ଷ ଦଖାେ ଦଲୋ। ତହିଁରେ ଦେଶୀଯ ଲୋକମାନଙ୍କ ପାଇଁ କିଛି ଖାଦ୍ୟ ମିଳିଲା ନାହିଁ।

ଯିରିମିୟଙ୍କ ବିଳାପ 4:4

ତୃଷା ହତେୁ, ସ୍ତନ୍ଯପାଯୀ ଶିଶୁର ଜିହ୍ବା ତାଳୁ ରେ ଲାଗି ଯାଉଛି। ପିଲାମାନେ ରୋଟୀ ମାଗନ୍ତି, ମାତ୍ର କହେି ସମାନଙ୍କେୁ ରୋଟୀ ଦିଅନ୍ତି ନାହିଁ।

ଯିହିଜିକଲ 4:9

ପୁନର୍ବାର ପରମେଶ୍ବର କହିଲେ, ତୁମ୍ଭେ ନିଜ ପାଇଁ ଗହମ, ୟବ, ଶିମ, ମସୁର, ଜୋଆର, ଓ ୟନ୍ନୀ ନଇେ ସଗେୁଡ଼ିକୁ ଗୋଟିଏ ପାତ୍ର ରେ ରଖ। ତୁମ୍ଭେ ତୁମ୍ଭର ଖାଦ୍ୟ ଏଥିରୁ ପ୍ରସ୍ତୁତ କରିବା ଉଚିତ୍। ଏହା ତୁମ୍ଭେ 390 ଦିନ ପର୍ୟ୍ଯନ୍ତ ତୁମ୍ଭେ ଖାଇବ ଏବଂ ଅନ୍ୟ ଏକ ପାଶର୍‌ବ ରେ ପଡ଼ିରହିବ। ସହେି ଦିନଗୁଡ଼ିକରେ ଏହିସବୁ ଖାଦ୍ୟ ଭୋଜନ କରିବ।

ଯିହିଜିକଲ 4:16

ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଆମ୍ଭେ ୟିରୁଶାଲମକୁ ଖାଦ୍ୟ ଯୋଗଣ ବନ୍ଦ କରିବା। ସମାନେେ ଉତ୍କଣ୍ଠା ରେ ସୀମିତ ପରିମାଣର ଅନ୍ନ ଭୋଜନ କରିବେ ଓ ମହାଭୟ ରେ ସୀମିତ ପରିମାଣ ରେ ଜଳପାନ କରିବେ।

ଯିହିଜିକଲ 5:10

ୟିରୁଶାଲମର ଲୋକମାନେ ଏପରି କ୍ଷୁଧାର୍ତ୍ତ ହବେ ଯେ ସମାନଙ୍କେ ମଧ୍ଯରୁ ପିତାମାତା ନିଜର ସନ୍ତାନମାନଙ୍କୁ ଭୋଜନ କରିବେ ଓ ସନ୍ତାନମାନେ ଆପଣା ଆପଣା ପିତାମାତାଙ୍କୁ ଭୋଜନ କରିବେ। ଏବଂ ଆମ୍ଭେ ତୁମ୍ଭର ବିଚାର କରିବା ଓ ତୁମ୍ଭମାନଙ୍କର ଅବଶିଷ୍ଟାଂଶକୁ ପୃଥିବୀର ଶଷେ ସୀମା ରେ ଛିନ୍ନଭିନ୍ନ କରିବା।

ଯିହିଜିକଲ 5:12

ତୁମ୍ଭମାନଙ୍କ ମଧ୍ଯରୁ ଏକ ତୃତୀଯାଂଶ ମହାମାରୀ ରେ ଓ ଦୁର୍ଭିକ୍ଷ ରେ ନଗର ମଧିଅରେ ମରିବେ। ତୁମ୍ଭମାନଙ୍କ ମଧ୍ଯରୁ ଏକ ତୃତୀଯାଂଶ ୟୁଦ୍ଧ ରେ ନଗର ବାହା ରେ ମୃତ୍ଯୁବରଣ କରିବେ ; ଆଉ ଅବଶିଷ୍ଟ ଏକ ତୃତୀଯାଂଶ ଛିନ୍ନଭିନ୍ନ ହବେେ। ଯେ ହତେୁ ଆମ୍ଭେ ଖଡ୍ଗ ନଇେ ଗୋଡ଼ାଇବା।

ଯିହିଜିକଲ 7:15

ବାହା ରେ ଶତ୍ରୁର ଖଡ୍ଗ ଓ ଭିତ ରେ ମହାମାରୀ ଓ ଦୁର୍ଭିକ୍ଷ ଅଛି। ଯେଉଁ ଲୋକ କ୍ଷେତ୍ରକୁ ୟିବ ସେ ଖଡ୍ଗ ରେ ମରିବ ଓ ଯେ ନଗର ମଧିଅରେ ରହିବ, ସେ ଦୁର୍ଭିକ୍ଷ ଓ ମହାମାରୀ ରେ ବିନାଶ ହବେ।

ଯିହିଜିକଲ 14:21

ତା'ପ ରେ ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ତେଣୁ ଚିନ୍ତାକର ୟିରୁଶାଲମ ପ୍ରତି କି ମହା ଅନିଷ୍ଟ ଘଟିବ ? ଯେତବେେଳେ ମୁଁ ଚାରି ମହାଦଣ୍ଡ ଯଥା : ଖଡ୍ଗ, ଦୁର୍ଭିକ୍ଷ, ହିଂସ୍ରଜନ୍ତୁ ଓ ମହାମାରୀ ପଠାଇବି, ସେତବେେଳେ ମନୁଷ୍ଯ ଓ ପଶୁ ସମସ୍ତେ ଉଚ୍ଛନ୍ନ ହବେେ।

ଯିଖରିୟ 8:19

ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ତୁମ୍ଭମାନଙ୍କର ଚତୁର୍ଥ ମାସ, ପଞ୍ଚମ ମାସ, ସପ୍ତମ ମାସ ଓ ଦଶମ ମାସର ଦୁଃଖ ଓ ଉପବାସର ଯିହୁଦାର ଘର ପାଇଁ ଆନନ୍ଦମଯ ଦିନ ହବେ। ତାହା ବିଜଯ ଉଲ୍ଲସିତର ଦିନ ଏବଂ ଉଲ୍ଲାସର ସମାରୋହ ହବେ। ସେଥିପାଇଁ ତୁମ୍ଭମାନେେ ନିଶ୍ଚଯ ସତ୍ଯ ଓ ଶାନ୍ତିକୁ ପ୍ ରମେ କରିବ।

Interlinear

Choose Theme