ତା'ପଲର ହୀରମ ଦଶଟି କଂସା ଶଗଡ ନିର୍ମାଣ କଲା। ପ୍ରଲତ୍ୟକକ ଶଗଡର ର୍ଦୈଘ୍ଯ ଗ୍ଭରିହାତ, ପ୍ରସ୍ଥ ଗ୍ଭରି ହାତ ଓ ଉଚ୍ଚତା ତିନିହାତ ଥିଲା।
Cross references
ସସ ଦଶଟି ଖଟୁଲି ଉପଲର ରହିବା ପାଇଁ ଦଶଟି ମାଠିଆ ନିର୍ମାଣ କଲା। ପ୍ରଲତ୍ୟକକ ମାଠିଆର ବ୍ଯାସ ଗ୍ଭରିହାତ ଥିଲା ଓ ପ୍ରଲତ୍ୟକକ ମାଠିଆ ଗ୍ଭଳିଶ ମହଣ ଧାରଣ କରୁଥିଲା।
ବାବିଲର ସୈନ୍ଯମାନେ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ସମସ୍ତ ପିତ୍ତଳ ଦ୍ରବ୍ଯ ଭାଙ୍ଗି ପକାଇଲେ। ପିତ୍ତଳ ସ୍ତମ୍ଭ ବୈଠକି ସବୁ ଓ ପିତ୍ତଳମଯ ସମୁଦ୍ର ରୂପ ଦ୍ବୀପ ପାତ୍ର ଖଣ୍ତ ଖଣ୍ତ କରି ତହିଁରେ ଥିବା ପିତ୍ତଳକୁ ବାବିଲକୁ ନଇଗେଲେ।
ନବୂସରଦନ୍ ନଇେଥିବା ଦ୍ରବ୍ଯ ଗୁଡିକ ହେଲା, ଯଥା:
ଆହୁରି ହୂରମ ଦଶଟି ଦଣ୍ଡ ନିର୍ମାଣ କରିଥିଲେ ଏବଂ ଏହିସବୁ ଦଶଟି ଦଣ୍ଡକୁ କୁଣ୍ଡ ରେ ଖଞ୍ଜିଥିଲେ।
କାରଣ ସୈନ୍ଯାଧିପତି ସଦାପ୍ରଭୁ କହନ୍ତି ସ୍ତମ୍ଭ ଦ୍ବଯ, ସମୁଦ୍ର, ବୈଠକି ଓ ସମସ୍ତ ବାସନ କୁସନ ସମ୍ବନ୍ଧ ରେ କହନ୍ତି, ଯାହାକି ଏହି ନଗର ରେ ଛାଡ଼ିଛନ୍ତି।
ପୁଣି କଲଦୀଯମାନେ ସଦାପ୍ରଭୁଙ୍କ ମନ୍ଦିରର ପିତ୍ତଳ ସ୍ତମ୍ଭ ସଦାପ୍ରଭୁଙ୍କ ଗୃହର ବୈଠକିସବୁ ଓ ପିତ୍ତଳମଯ ସମୁଦ୍ର ରୂପା ପାତ୍ରକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ତହିଁର ପିତ୍ତଳ ସବୁ ବାବିଲକୁ ନଇଗେଲେ।
ଦୁଇଟି ଖମ୍ବ, ସଦୃଶ ଡବା ଏବଂ କଂସାର ବା ରୋଟି ବୃଷଭ, ଏହାକୁ ରାଜା ଶ ଲୋମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ନିର୍ମାଣ କରିଥିଲେ। ଏହିସବୁ ଜିନିଷ ରେ ବ୍ଯବହୃତ ହାଇେଥିବା କଂସାର ଓଜନ ବହୁତ ଅଧିକ ଥିଲା।