Home Bibles ଦିତୀୟ ରାଜାବଳୀ 25:12 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 25:12 · ଓଡ଼ିଆ ବାଇବେଲ

ସେ କବଳେ ଦରିଦ୍ରତମ ଲୋକମାନଙ୍କୁ ଛାଡି ଗଲା କାରଣ ସମାନେେ ଦ୍ରାକ୍ଷା କ୍ଷତେ ଓ ଅନ୍ଯାନ୍ଯ ଶସ୍ଯର ଯତ୍ନ ନବେେ।

Cross references

ଦିତୀୟ ରାଜାବଳୀ 24:14

ଆଉ ସେ ୟିରୁଶାଲମ୍ର ସମସ୍ତ ଲୋକଙ୍କୁ, ସମସ୍ତ ଅଧିପତିଙ୍କୁ ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ଏପରି 10,000 ଲୋକଙ୍କୁ ବନ୍ଦୀ କଲେ। ଆଉ ସେ ସମସ୍ତ ଦକ୍ଷ ଶିଳ୍ପୀ ଓ କର୍ମକାରୀମାନଙ୍କୁ ନଇଗେଲେ କବଳେ ଦେଶ ରେ ନିତାନ୍ତ ଦରିଦ୍ର ଲୋକ ଛଡା ଆଉ ଅବଶିଷ୍ଟ କହେି ରହିଲେ ନାହିଁ।

ଦିତୀୟ ରାଜାବଳୀ 24:15

ପୁଣି ନବୂଖଦ୍ନିତ୍ସର ଯିହାୟୋଦାରଖୀନଙ୍କୁ, ତାଙ୍କ ମାତାଙ୍କୁ, ତାଙ୍କ ପତ୍ନୀମାନଙ୍କୁ, ତାଙ୍କର ନଫୁସକମାନଙ୍କୁ ଓ ତାଙ୍କର ପ୍ରଧାନ ଲୋକମାନଙ୍କୁ ବନ୍ଦୀ କର ୟିରୁଶାଲମ୍ରୁ ବାବିଲକୁ ନଇେ ଗଲେ।

ଦିତୀୟ ରାଜାବଳୀ 24:16

ଆଉ ମଧ୍ଯ ସେ 7,000 ବଳବାନ ସୈନିକ ଓ 1,000 ଶିଳ୍ପୀ ଓ କର୍ମଚାରୀମାନଙ୍କୁ ବନ୍ଦୀ କରି ୟିରୁଶାଲମରୁ ନଇଗେଲା। ଏମାନେ ସମସ୍ତେ ତାଲିମ୍ପ୍ରାପ୍ତ ସୈନିକ ଥିଲେ ଓ ୟୁଦ୍ଧ ଯୋଗ୍ଯ ଥିଲେ।

ଦିତୀୟ ବଂଶାବଳୀ 24:14

ଯେତବେେଳେ ଶ୍ରମିକମାନଙ୍କର କାର୍ୟ୍ଯ ସମାପ୍ତ ହେଲା, ସମାନେେ ବଳିଥିବା ଟଙ୍କାକୁ ରାଜା ଯୋୟାଶ୍ ଓ ଯିହାୟୋଦାରଦାଙ୍କ ନିକଟକୁ ଆଣିଲେ। ସମାନେେ ସହେି ଟଙ୍କାକୁ ସଦାପ୍ରଭୁଙ୍କ ମନ୍ଦିରର ସାମଗ୍ରୀ ନିର୍ମାଣ କରିବା ରେ ବ୍ଯବହାର କଲେ। ସହେି ସାମଗ୍ରୀଗୁଡ଼ିକ ମନ୍ଦିରର ସବୋକାର୍ୟ୍ଯ ଓ ନବୈେଦ୍ଯ ହାମବେଳି ଉପହାର ଉତ୍ସର୍ଗ କରିବା ପାଇଁ ବ୍ଯବହୃତ ହେଲା। ସମାନେେ ସୁନା ଓ ରୂପାରୁ ପାତ୍ରମାନ ଓ ଅନ୍ଯାନ୍ଯ ସାମଗ୍ରୀ ନିର୍ମାଣ କଲେ। ଯିହାୟୋଦାରଦା ଜୀବିତ ଥିବା ପର୍ୟ୍ଯନ୍ତ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିର ରେ ପ୍ରତିଦିନ ହାମବେଳି ଉପହାରମାନ ଉତ୍ସର୍ଗ କଲେ।

ନିହିମିୟା 1:2

ମୁଁ ଯେତବେେଳେ ଶୂଶନ ରେ ଥିଲି, ମାରେ ଭାଇମାନଙ୍କ ମଧ୍ଯରୁ ଜଣେ ତାଙ୍କର ନାମ ଥିଲା, ହନାନି ଓ ଯିହୁଦାରୁ କେତେ ଜଣ ଲୋକ ଆସିଥିଲେ। ତହୁଁ ମୁଁ ସମାନଙ୍କେୁ ବନ୍ଦୀତ୍ବରୁ ଫରେି ଆସିଥିବା ଅବଶିଷ୍ଟ ୟିହୁଦୀଯମାନଙ୍କ ବିଷଯ ରେ ଓ ୟିରୁଶାଲମ ବିଷଯ ରେ ପଗ୍ଭରିଲି।

ଯିଶାଇୟ 24:6

ପୃଥିବୀ ନିବାସୀ ଦୋଷ କରିଛନ୍ତି, ତେଣୁ ସମାନେେ ଅପରାଧୀ, ସେଥିପାଇଁ ପରମେଶ୍ବର ସମାନଙ୍କେୁ ବିନଷ୍ଟ କରିବାକୁ ପ୍ରତିଜ୍ଞା କରିଛନ୍ତି। ସମାନେେ ଦଣ୍ଡିତ ହବେେ ଓ ଅଳ୍ପ କେତକେ ବଞ୍ଚି ରହିବେ।

ଯିରିମିୟ 39:10

କିନ୍ତୁ ସହେି ପ୍ରହରୀବର୍ଗ ରେ ସନୋପତି ନବୂଷରଦନ୍ କେତକେ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶ ରେ ଛାଡ଼ିଗଲା, ଆଉ ସମାନଙ୍କେୁ ସହେିଦିନ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦଲୋ।

ଯିରିମିୟ 40:7

ଯେତବେେଳେ ୟିରୁଶାଲମ ଧ୍ବଂସ ହେଲା, ସେତବେେଳେ ଯିହୁଦାର କେତକେ ସନୋପତି, ଅଧିପତି ଓ ଲୋକ ବାହା ରେ ଥିଲେ। ସମାନେେ ଶୁଣିଲେ ଯେ ବାବିଲର ରାଜା ଅହୀକାମର ପୁତ୍ର ଗଦଲିଯକୁ ଦେଶର ଶାସନକର୍ତ୍ତା ରୂପେ ନିୟୁକ୍ତ କରିଅଛନ୍ତି। ସେ ତାଙ୍କ ଉପ ରେ ବାବିଲକୁ ନିଆୟାଇ ନ ଥିବା ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଏବଂ ଦେଶସ୍ଥ ଦରିଦ୍ରମାନଙ୍କର ଭାର ନ୍ଯସ୍ତ କରିଅଛନ୍ତି।

ଯିରିମିୟ 52:16

ମାତ୍ର ନବୂଷରଦନ୍ ଦେଶର ଦରିଦ୍ରତମ ଲୋକମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ରେ କାମ କରିବାକୁ ଓ କୃଷକ ହବୋକୁ ସଠାେ ରେ ଛାଡ଼ିଗଲା।

ଯିହିଜିକଲ 33:24

ହେ ମନୁଷ୍ଯ ପୁତ୍ର, ଯେଉଁମାନେ ଇଶ୍ରାୟେଲ ଦେଶର ସହେି ଧ୍ବଂସପ୍ରାପ୍ତ ସ୍ଥାନ ରେ ବାସ କରନ୍ତି, ସମାନେେ କହୁଅଛନ୍ତି, 'ଅବ୍ରହାମ ଏକମାତ୍ର ଜଣେ ବ୍ଯକ୍ତି ଥିଲେ, ତଥାପି ସେ ଦେଶ ଅଧିକାର କରିବା ପାଇଁ ଆସିଲେ। କିନ୍ତୁ ଆମ୍ଭମାନେେ ଅନକେ ଲୋକ, ତେଣୁ ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦିଆଗଲା।'

Interlinear

Choose Theme