Home Bibles ଦିତୀୟ ବଂଶାବଳୀ 24:14 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 24:14 · ଓଡ଼ିଆ ବାଇବେଲ

ଯେତବେେଳେ ଶ୍ରମିକମାନଙ୍କର କାର୍ୟ୍ଯ ସମାପ୍ତ ହେଲା, ସମାନେେ ବଳିଥିବା ଟଙ୍କାକୁ ରାଜା ଯୋୟାଶ୍ ଓ ଯିହାୟୋଦାରଦାଙ୍କ ନିକଟକୁ ଆଣିଲେ। ସମାନେେ ସହେି ଟଙ୍କାକୁ ସଦାପ୍ରଭୁଙ୍କ ମନ୍ଦିରର ସାମଗ୍ରୀ ନିର୍ମାଣ କରିବା ରେ ବ୍ଯବହାର କଲେ। ସହେି ସାମଗ୍ରୀଗୁଡ଼ିକ ମନ୍ଦିରର ସବୋକାର୍ୟ୍ଯ ଓ ନବୈେଦ୍ଯ ହାମବେଳି ଉପହାର ଉତ୍ସର୍ଗ କରିବା ପାଇଁ ବ୍ଯବହୃତ ହେଲା। ସମାନେେ ସୁନା ଓ ରୂପାରୁ ପାତ୍ରମାନ ଓ ଅନ୍ଯାନ୍ଯ ସାମଗ୍ରୀ ନିର୍ମାଣ କଲେ। ଯିହାୟୋଦାରଦା ଜୀବିତ ଥିବା ପର୍ୟ୍ଯନ୍ତ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିର ରେ ପ୍ରତିଦିନ ହାମବେଳି ଉପହାରମାନ ଉତ୍ସର୍ଗ କଲେ।

Cross references

ଯାତ୍ରା ପୁସ୍ତକ 29:38

ପ୍ରେତ୍ୟକକ ଦିନ ସହେି ୟଜ୍ଞବଦେୀ ଉପରେ ତୁମ୍ଭେ ନବୈେଦ୍ଯ ଉତ୍ସର୍ଗ କରିବ। ଏହି ବଳି ପାଇଁ ମଷେଶାବକ ଏକ ବର୍ଷୀଯ ହବେ ଏବଂ ପ୍ରେତ୍ୟକକ ଦିନ ଏହା ଦୁଇଟି ବଳି ହବେ।

ଗଣନା ପୁସ୍ତକ 28:2

ଇଶ୍ରାୟେଲର ଲୋକମାନଙ୍କୁ ଆଜ୍ଞା ଦିଅ ଓ ସମାନଙ୍କେୁ କୁହ, ସମାନେେ ମାରେ ନବୈେଦ୍ଯ ମାରେ ଖାଦ୍ୟ ଠିକ୍ ସମୟରେ ସୁବାସିତ ଉପହାରରୂପେ ମାେ ନିକଟକୁ ଆଣିବେ।

ପ୍ରଥମ ରାଜାବଳୀ 7:50

ସୁବର୍ଣ୍ଣର ଫୁଲସବୁ, ଖାଣ୍ଟି ସୁନାର ଗ୍ଭମଚ ଓ ପାତ୍ରସବୁ ଯଥା, କଇଁଚି, କୁଣ୍ତସବୁ, ଅଙ୍ଗାରଧାନୀ ଏବଂ ଭିତର ପାଖର କବାଟ ପାଇଁ ଅର୍ଥାତ୍ ମହାପବିତ୍ର ସ୍ଥାନର ଓ ମନ୍ଦିରର ମୂଖ୍ୟ କୋଠରୀର କବାଟ ପାଇଁ ସୁବର୍ଣ୍ଣର କ‌ବ୍‌ଜା ନିର୍ମାଣ କଲେ।

ଦିତୀୟ ରାଜାବଳୀ 12:13

ମାତ୍ର ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ମୁଦ୍ରା ରେ ଗୃହ ନିମନ୍ତେ ରୋପ୍ଯ ପାତ୍ର, କତୁରିକୁଣ୍ତ, ତୂରୀ କୌଣସି ସୁବର୍ଣ୍ଣ ପାତ୍ର କିମ୍ବା ରୋପ୍ଯପାତ୍ର ନିର୍ମାଣ କଲେ ନାହିଁ।

ଦିତୀୟ ରାଜାବଳୀ 25:12

ସେ କବଳେ ଦରିଦ୍ରତମ ଲୋକମାନଙ୍କୁ ଛାଡି ଗଲା କାରଣ ସମାନେେ ଦ୍ରାକ୍ଷା କ୍ଷତେ ଓ ଅନ୍ଯାନ୍ଯ ଶସ୍ଯର ଯତ୍ନ ନବେେ।

ଦିତୀୟ ରାଜାବଳୀ 25:15

ପୁଣି ନବୂସରଦନ୍ ଅଙ୍ଗାରଧାନୀ, କୁଣ୍ତସବୁ, ଯାହା ସୁନାର ଥିଲା ତାକୁ ସୁନା କରି ଓ ଯାହା ରୂପାର ଥିଲା ତାକୁ ରୂପାର କରି ନଇଗେଲା।

ପ୍ରଥମ ବଂଶାବଳୀ 23:31

ବିଶଷେ ବିଶ୍ରାମବାର, ଅମାବାସ୍ଯାର ଉତ୍ସବ ଓ ସମସ୍ତ ବିଶଷେ ରୋଟୀମାନଙ୍କ ରେ ଲବେୀୟମାନେ ସବୁପ୍ରକାର ହାମବେଳି ପ୍ରସ୍ତୁତ କରୁଥିଲେ। ସମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରତିଦିନ ସବୋକର୍ୟ୍ଯ କରୁଥିଲେ। ପ୍ରତିଥର କେତଜେଣ ଲବେୀୟ ସବୋକର୍ୟ୍ଯ କରିବେ, ଏଥି ନିମନ୍ତେ ବିଶଷେ ନିଯମମାନ ଥିଲା।

ଦିତୀୟ ବଂଶାବଳୀ 2:3

ଏହାପରେ ଶଲୋମନ, ହୂରମ ନିକଟକୁ ବାର୍ତ୍ତା ପଠାଇଲେ। ହୂରମ୍, ସୋର ସହରର ରାଜା ଥିଲେ। ଶଲୋମନ କହିଲେ, ମାରେ ବାପା ଦାଉଦଙ୍କୁ ସାହାୟ୍ଯ କଲାପରି ମାେତେ ମଧ୍ଯ ସାହାୟ୍ଯ କର। ତୁମ୍ଭେ ଦବଦୋରୁ ଗଛର କାଠ ତାଙ୍କ ନିକଟକୁ ପଠାଇଲେ, ଯେପରି ସେ ବାସ କରିବା ନିମନ୍ତେ ଏକ ଗୃହ ନିର୍ମାଣ କରିପାରନ୍ତି।

ଦିତୀୟ ବଂଶାବଳୀ 31:2

ରାଜା ହିଜକିଯ ଯାଜକ ଓ ଲବେୀୟମାନଙ୍କୁ ସମାନଙ୍କେର ଭିନ୍ନ ଭିନ୍ନ ଦଳ ଅନୁସାରେ ସଂଗଠିତ କଲେ। ପ୍ରେତ୍ୟକକ ଦଳର ନିଜସ୍ବ ବିଶଷେ କାର୍ୟ୍ଯ ରହିଥିଲା। ତେଣୁ ଯାଜକମାନେ ଓ ଲବେୀୟମାନେ ପୁନର୍ବାର ହାମବେଳି ଉପହାର ଓ ମଙ୍ଗଳାର୍ଥକ ନବୈେଦ୍ଯ ଉତ୍ସର୍ଗ କରିବାର କାର୍ୟ୍ଯ କଲେ। ଆଉ ମଧ୍ଯ ପରମେଶ୍ବର ମନ୍ଦିର ରେ ସବୋକାର୍ୟ୍ଯ ଏବଂ ସଦାପ୍ରଭୁଙ୍କ ମନ୍ଦିର ଦ୍ବାରଗୁଡ଼ିକ ନିକଟରେ ପ୍ରଶଂସାଗାନ କରିବା କାର୍ୟ୍ଯ ସମାନଙ୍କେର ଥିଲା।

ହିତୋପଦେଶ 27:22

ତୁମ୍ଭେ ଗହମ ସହିତ ଅଜ୍ଞାନକୁ ଢ଼ିଙ୍କି ରେ କୁଟିଲେ ହେଁ ତା'ର ଅଜ୍ଞାନତା ଛାଡ଼ିବ ନାହିଁ।

Interlinear

Choose Theme