ଦିତୀୟ ରାଜାବଳୀ 23:32 · ଓଡ଼ିଆ ବାଇବେଲ
ସେ ମଧ୍ଯ ତାଙ୍କ ପୂର୍ବପୁରୁଷମାନଙ୍କ ପରି କୁକର୍ମ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ ଥିଲା।
Cross references
ଦିତୀୟ ରାଜାବଳୀ 21:2
ମନଃଶି ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। ପୁଣି ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀଯମାନଙ୍କୁ ଇଶ୍ରାୟେଲୀୟମାନଙ୍କ ସମ୍ମୁଖରୁ ତଡି ଦଇେଥିଲେ। ସହେିମାନଙ୍କର ଘୃଣ୍ଯକର୍ମ ସେ କଲେ।
ଦିତୀୟ ରାଜାବଳୀ 21:20
ଆମାେନ୍ ତାଙ୍କ ପିତା ମନଃଶିଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ।
ଦିତୀୟ ରାଜାବଳୀ 21:21
ତାଙ୍କ ପିତାଙ୍କ ପରି ବାସ କଲେ। ସେ ସହେି ପ୍ରତିମାମାନ ପୂଜା କଲେ, ଯାହା ମନଃଶି, ତାଙ୍କର ପିତା ପୂଜା କରି ଆସୁଥିଲେ।