Home Bibles ଦିତୀୟ ରାଜାବଳୀ 22:1 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 22:1 · ଓଡ଼ିଆ ବାଇବେଲ

ଯୋଶିୟ ଆଠ ବର୍ଷ ବଯସ ରେ ରାଜ୍ଯ ଶାସନ ଆରମ୍ଭ କଲେ ଓ ସେ ୟିରୁଶାଲମ୍ ରେ ଏକତିରିଶ ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କର ନାମ ୟିଦୀଦା ଓ ସେ ବସ୍କତୀଯ ଅଦାଯଙ୍କର କନ୍ଯା ଥିଲେ।

Cross references

ଯିହୋଶୂୟ 15:39

ଲାଖୀଶ୍, ବସ୍କତ୍, ଇଗ୍ଲୋନ୍,

ପ୍ରଥମ ରାଜାବଳୀ 13:2

ସଦାପ୍ରଭୁଙ୍କ ନିର୍ଦ୍ଦେଶ ରେ ପରମେଶ୍ବରଙ୍କ ସହେି ଲୋକ ଜଣକ ୟଜ୍ଞବଦେୀ ବିପକ୍ଷ ରେ ଉଚ୍ଚସ୍ବର ରେ କହିଲେ,

ଦିତୀୟ ରାଜାବଳୀ 11:21

ୟୋଯାଶ ସାତବର୍ଷ ବଯସ ରେ ରାଜତ୍ବ କଲେ।

ଦିତୀୟ ରାଜାବଳୀ 21:1

ମନଃଶି ବାରବର୍ଷ ବଯସ ରେ ରାଜ୍ଯ ଶାସନ କରିବା ଆରମ୍ଭ କଲେ। ସେ ୟିରୁଶାଲମ୍ ରେ ପଞ୍ଚାବନ ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ହୀଫ୍ସୀବା ଥିଲା।

ଦିତୀୟ ରାଜାବଳୀ 21:24

ମାତ୍ର ଜନ ସାଧାରଣ ସହେି ହତ୍ଯାକାରୀଙ୍କୁ, ସମସ୍ତ ଯେଉଁମାନେ ଆମାେନ୍ ରାଜାଙ୍କ ବିରୁଦ୍ଧ ରେ ଷଡୟନ୍ତ୍ର କରୁଥିଲେ ତାଙ୍କୁ ବଧ କଲେ। ତା'ପରେ ସମାନେେ ତାଙ୍କର ପୁତ୍ର ଯୋଶିୟଯଙ୍କୁ ତାଙ୍କ ପଦ ରେ ରାଜା କରାଇଲେ।

ଦିତୀୟ ରାଜାବଳୀ 21:26

ଆମାେନ୍ ନିଜ ବଗିଗ୍ଭ ଉଷର ରେ କବର ନେଲେ ଓ ତାଙ୍କ ପଦ ରେ ତାଙ୍କର ପୁତ୍ର ଯୋଶିୟଯ ରାଜା ହେଲେ।

ଦିତୀୟ ବଂଶାବଳୀ 34:1

ଯୋଶିୟ ରାଜା ହବୋ ସମୟରେ ଆଠ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଏକତିରିଶ ବର୍ଷ ପର୍ୟ୍ଯନ୍ତ ରାଜା ହାଇେଥିଲେ।

ଗୀତସଂହିତା 8:2

ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।

ଉପଦେଶକ 10:16

ହେ ଦେଖ, ତୁମ୍ଭର ରାଜା ଯବେେ ବାଳକ ହୁଏ ଓ ତୁମ୍ଭର ଅଧିପତିଗଣଙ୍କ ପ୍ରଭାତ ରେ ଭୋଜନ କରନ୍ତି। ତବେେ ଏହା ତୁମ୍ଭ ପ୍ରତି ବହୁତ ଖରାପ।

ଯିଶାଇୟ 3:4

ପରମେଶ୍ବର କୁହନ୍ତି, ସମାନଙ୍କେ ଉପ ରେ ଶାସନ କରିବା ପାଇଁ ମୁଁ ୟୁବା ପିଲାମାନଙ୍କୁ ବନ୍ଦୋବସ୍ତ କରିବି ଓ ଶିଶୁମାନେ ସମାନଙ୍କେୁ ପରିଚାଳନା କରିବେ।

ଯିରିମିୟ 1:2

ଆମାନଙ୍କେ ପୁତ୍ର, ଯିହୁଦା ଦେଶର ରାଜା ଯୋଶିୟର ରାଜତ୍ବର ତ୍ରଯୋଦଶ ବର୍ଷ ରେ ସଦାପ୍ରଭୁଙ୍କର ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

ଯିହିଜିକଲ 18:14

ଏବଂ କୁହ ତା'ର ମଧ୍ଯ ଗୋଟିଏ ପୁତ୍ର ଛି, ୟିଏକି ତା'ର ପିତା କରିଥିବା ସମସ୍ତ ପାପ ଦେଖେ ଏବଂ ଯଦିଓ ସେ ସଗେୁଡ଼ିକୁ ଦେଖେ ସେ ଠିକ୍ ସହେିପରି କାର୍ୟ୍ଯ କରେ ନାହିଁ।

ସିଫନିୟ 1:1

ଏହି ବାର୍ତ୍ତା ସଦାପ୍ରଭୁ ସିଫନିଯଙ୍କୁ ପ୍ରଦାନ କରିଥିଲେ। ଯିହୁଦାର ରାଜା ଆମାନଙ୍କେ ପୁତ୍ର ଯୋଶିୟଙ୍କ ସମୟରେ ସେ ଏହି ବାର୍ତ୍ତା ଗ୍ରହଣ କଲେ। ସିଫନିଯ କୂଶିଙ୍କ ପୁତ୍ର, କୂଶି ଗଦଲିଯଙ୍କ ପୁତ୍ର, ଗଦଲିଯ ଅମରିଯଙ୍କ ପୁତ୍ର ଓ ଅମରିଯ ହିଜକିଯଙ୍କ ପୁତ୍ର ଥିଲେ।

ମାଥିଉଲିଖିତ ସୁସମାଚାର 1:10

ଜକିୟ ମନଃଶିଙ୍କ ବାପା।

Interlinear

Choose Theme