Cross references
ଦିତୀୟ ରାଜାବଳୀ 11:4
ଏହାପରେ ସପ୍ତମ ବର୍ଷ ରେ ଯିହାୟୋଦାରଦା ଲୋକ ପଠାଇ କରୀଯମାନଙ୍କର ଓ ପ୍ରହରିବର୍ଗର ଅଧ୍ଯକ୍ଷମାନଙ୍କୁ ଅଣାଇ ସମାନଙ୍କେୁ ଏକତ୍ରିତ କରି ସଦାପ୍ରଭୁଙ୍କ ମନ୍ଦିରକୁ ଆପଣା ନିକଟକୁ ନଲୋ, ଆଉ ସେ ସମାନଙ୍କେ ସହିତ ଏକ ଚୁକ୍ତି କରାଇଲା ଓ ସଦାପ୍ରଭୁଙ୍କ ମନ୍ଦିର ରେ ସମାନଙ୍କେୁ ଶପଥ କରାଇ ରାଜପୁତ୍ର ୟୋଯାଶକୁ ଦଖାଇେଲା।
ଦିତୀୟ ରାଜାବଳୀ 12:1
ଇଶ୍ରାୟେଲ ରେ ଯହେୂଙ୍କ ରାଜତ୍ବର ସପ୍ତମ ବର୍ଷ ରେ ୟୋଯାଶଙ୍କ ଶାସନ ଆରମ୍ଭ ହେଲା। ସେ ୟିରୁଶାଲମ ରେ ଚାଳିଶ ବର୍ଷ ରାଜତ୍ବ କଲେ। ତାଙ୍କର ମାତା ବରେଶବୋ ନିବାସିନୀ ସିବିଯା ନାମ ରେ ଖ୍ଯାତ ଥିଲେ।
ଦିତୀୟ ରାଜାବଳୀ 22:1
ଯୋଶିୟ ଆଠ ବର୍ଷ ବଯସ ରେ ରାଜ୍ଯ ଶାସନ ଆରମ୍ଭ କଲେ ଓ ସେ ୟିରୁଶାଲମ୍ ରେ ଏକତିରିଶ ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କର ନାମ ୟିଦୀଦା ଓ ସେ ବସ୍କତୀଯ ଅଦାଯଙ୍କର କନ୍ଯା ଥିଲେ।
ଦିତୀୟ ବଂଶାବଳୀ 24:1
ଯୋୟାଶ୍ ରାଜା ହବୋ ସମୟରେ ସାତବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଚାଳିଶ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲ ସିବିଯା। ସିବିଯା ବରେ ସବୋ ସହରରୁ ଆସିଥିଲେ।