ତେଣୁ ସଦାପ୍ରଭୁ ଅଶୂରୀଯ ରାଜା ବିଷଯ ରେ ଏହି କଥା କୁହନ୍ତି। ସେ ଏହି ନଗରକୁ ନଗର ରେ ତୀର ନିକ୍ଷପେ କରିବ ନାହିଁ। ସେ ଏହି ନଗର ବିରୁଦ୍ଧ ରେ ଢାଳ ଧରି ଆସିବ ନାହିଁ। ସେ ଏହି ନଗରକୁ ଆକ୍ରମଣ କରିବାକୁ ଗଡାଣିଆ ମଞ୍ଚ ନିର୍ମାଣ କରିବ ନାହିଁ।
Cross references
ଯୋୟାବ ଏବଂ ତାଙ୍କର ଲୋକମାନେ ଆସିଲେ ଏବଂ ବୈଥମାଖାସ୍ଥୀତ ଆବଲେ ରେ ତାଙ୍କୁ ରକ୍ସ୍ଟଦ୍ଧ କଲେ ଓ ନଗର ନିକଟରେ ଏକ ତିପି ପ୍ରସ୍ତକ୍ସ୍ଟତ କଲେ। ତାହା ଗଡପାଚରେୀ ପାଖ ରେ ନିର୍ମିତ ହେଲା, ତହିଁରେ ଯୋୟାବର ସମସ୍ତ ସଙ୍ଗୀଲୋକ ପାଚରେୀ ଭୂମିସାତ୍ କରିବା ପାଇଁ ଭାଙ୍ଗିବାକକ୍ସ୍ଟ ଲାଗିଲେ।
ମାତ୍ର ମୁଁ ସଦାପ୍ରଭୁ ଅଶୂର ରାଜା ଓ ତାହାର ସମସ୍ତ ଶକ୍ତିକୁ ତୁମ୍ଭ ବିରୁଦ୍ଧ ରେ ଆଣିବି। ସମାନେେ ଫରାତ୍ ନଦୀର ଶକ୍ତିଶାଳୀ ବନ୍ଯାର ସୋର୍ତ ପରି ପ୍ରବଳ ପରାକ୍ରମୀ ହାଇେ ଆସିବେ। ବନ୍ଯାଜଳ କୂଳ ଲଙ୍ଘନ କଲାପରି ସମାନେେ ସମସ୍ତଙ୍କ ଉପ ରେ ପ୍ରଭାବ ବିସ୍ତାର କରିବେ।
ମାରେ ପ୍ରଭୁ ସର୍ବଶକ୍ତମାନ ସଦାପ୍ରଭୁ କହନ୍ତି, ହେ ମାରେ ସିୟୋନ ନିବାସୀଗଣ, ତୁମ୍ଭମାନେେ ଅଶୂରକୁ ଭୟ କର ନାହିଁ, ୟଦ୍ଯପି ଅତୀତ ରେ ମିଶର ତୁମ୍ଭମାନଙ୍କୁ ୟଷ୍ଟି ରେ ପ୍ରହାର କଲାପରି ଅଶୂର ତୁମ୍ଭମାନଙ୍କୁ ପ୍ରହାର କରିବ।
ସୈନ୍ଯବାହିନୀ ଅଯାତ ରେ' ପ୍ରବେଶ କରିବେ। ସମାନେେ ମିଶ୍ରୋଣ ଖଳା' ମଧ୍ଯ ଦଇେ ଯିବେ ଓ ମିକ୍ମସ ରେ' ଗନ୍ତାଘ ରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିବେ।
ଏଣୁ ସଦାପ୍ରଭୁ ଅଶୂରୀଯ ରାଜା ବିଷଯ ରେ ଏହିକଥା କହନ୍ତି,
ଗୁଳାବାଣ୍ଟ ଯାହାକି ସେ ତା'ର ଦକ୍ଷିଣ ହସ୍ତ ରେ ଉଠାଇଲା, ତାହା ୟିରୁଶାଲମର ହବେ। ଯେଉଁଠା ରେ ସେ ନଷ୍ଟକାରୀ କାଠ ଗଣ୍ଡିକୁ ଏବଂ ହତ୍ଯା କରିବାକୁ ଆଜ୍ଞା ଦବେ, ୟୁଦ୍ଧ ପାଇଁ ସେ ଡ଼ାକରା ଦବେ, ଫାଟକ ବିରୁଦ୍ଧ ରେ ନଷ୍ଟକାରୀ କାଠଗଣ୍ଡିକୁ ଖଞ୍ଜିବ। ତା'ପ ରେ ସମାନେେ ସହର ଚତୁଃପାଶର୍ବ ରେ ପ୍ରାଚୀର ନିର୍ମାଣ କରିବ।
ତୁମ୍ଭ ସକାେଶ ଏପରି ସମୟ ଆସୁଛି। ଯେତବେେଳେ କି ତୁମ୍ଭର ଶତୃମାନେ ତୁମ୍ଭ ଚାରିପଟେ ଗୋଟିଏ ପାଚରେୀ ତିଆରି କରି ଦବେେ। ତୁମ୍ଭ ଶତୃମାନେ ତୁମ୍ଭକୁ ଫରେିଯାଇ ଅବ ରୋଧ କରିବେ।