Home Bibles ☰ Books ଦିତୀୟ ରାଜାବଳୀ 18:35 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 18:35 · ଓଡ଼ିଆ ବାଇବେଲ

ନାନା ଗୋଷ୍ଠୀଯ ଦବେତାଗଣ ମଧ୍ଯରୁ କହେି ଆପଣା ଦେଶକୁ ମାେ ହସ୍ତରୁ ଉଦ୍ଧାର କରିଛି ଯେ ସଦାପ୍ରଭୁ ମାେ' ଠାରୁ ୟିରୁଶାଲମ୍କୁ ଉଦ୍ଧାର କରିବେ?

Cross references

ଯାତ୍ରା ପୁସ୍ତକ 5:2

କିନ୍ତୁ ଫାରୋ କହିଲେ, ସଦାପ୍ରଭୁ କିଏ? ମୁଁ କାହିଁକି ତାଙ୍କୁ ମାନିବି? ମୁଁ କାହିଁକି ଇଶ୍ରାୟେଲୀୟମାନଙ୍କୁ ୟିବାକୁ ଦବେି? ସଦାପ୍ରଭୁ କିଏ ମୁଁ ତାହା ଜାଣେ ନାହିଁ। ତେଣୁ ମୁଁ ଇଶ୍ରାୟେଲୀୟମାନଙ୍କୁ ୟିବାକୁ ଦବେି ନାହିଁ।

ଦିତୀୟ ରାଜାବଳୀ 19:11

ଏଠାକୁ ଦେଖ, ତୁମ୍ଭମାନେେ ମଧ୍ଯ ଶୁଣିଅଛ ଯେ, ଅଶୂରୀଯ ରାଜାମାନେ ଅନ୍ୟ ସମସ୍ତ ଦେଶକୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିଅଛନ୍ତି। ତୁମ୍ଭମାନେେ କ'ଣ ଉଦ୍ଧାର ପାଇବ? ନା!

ଦିତୀୟ ରାଜାବଳୀ 19:17

ହେ ସଦାପ୍ରଭୁ, ଏହା ସତ୍ଯ ଯେ ଅଶୂରର ରାଜାମାନେ ନାନା ଗୋଷ୍ଠୀ ଓ ସମାନଙ୍କେ ଦେଶକୁ ଧ୍ବଂସ କରିଅଛନ୍ତି।

ଦିତୀୟ ବଂଶାବଳୀ 32:15

ତୁମ୍ଭମାନଙ୍କୁ ମୂର୍ଖ ବନଇବୋ ଓ ପ୍ରତାରଣା କରିବାକୁ ହିଜକିଯଙ୍କୁ ଦିଅ ନାହିଁ। ତାହାକୁ ଆଦୌ ବିଶ୍ବାସ କର ନାହିଁ, କାରଣ କୌଣସି ରାଜ୍ଯ ବା କୌଣସି ଦେଶ ତାହାର ଲୋକମାନଙ୍କୁ ମାେ'ଠାରୁ ବା ମାରେପୂର୍ବପୁରୁଷମାନଙ୍କଠାରୁ ରକ୍ଷା କରିପାରି ନାହିଁ। ତେଣୁ ତୁମ୍ଭମାନଙ୍କ ପରମେଶ୍ବର ଯେ ତୁମ୍ଭମାନଙ୍କୁ ବିନଷ୍ଟ କରିବାରୁ ମାେତେ ରୋକିପାରିବ, ଏହା ଆଦୌ ଭାବ ନାହିଁ।'

ଆୟୁବ ପୁସ୍ତକ 15:25

କାହିଁକି ? କାରଣ ଦୁଷ୍ଟ ବ୍ଯକ୍ତି ପରମେଶ୍ବରଙ୍କ ଆଦେଶକୁ ପ୍ରତ୍ଯାଖ୍ଯାନ କରେ। ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ହସ୍ତ ଉଠାଏ ଏବଂ ସର୍ବଶକ୍ତିମାନ ପରମେଶ୍ବରଙ୍କୁ ପରାସ୍ତ କରିବାକୁ ପ୍ରଯାସ କରେ।

ଗୀତସଂହିତା 2:1

କାହିଁକି ଅନ୍ୟ ଦେଶରେ ଲୋକମାନେ କଳହ କରନ୍ତି, କାହିଁକି ସମାନେେ ମନ୍ଦ ଯୋଜନା କରନ୍ତି ?

ଯିଶାଇୟ 10:15

ଗୋଟିଏ କୂରାଢ଼ି କ'ଣ ତା'ର ଛଦନକେର୍ତ୍ତାଠାରୁ ଅଧିକ ଶକ୍ତିଶାଳୀ ହାଇପୋରିବ କି ? କରତ କ'ଣ କରତିଯର ବିରୁଦ୍ଧ ରେ କିଛି କରିପାରିବ ନାହିଁ। ମାତ୍ର ଅଶୂର ପରମେଶ୍ବରଙ୍କଠାରୁ ଅଧିକ ଶକ୍ତିଶାଳୀ ବୋଲି ଭାବୁଛି। ଏହା ଯେପରି ଗୋଟିଏ ୟଷ୍ଟି ନିଜକୁ ୟଷ୍ଟିଧାରୀଠାରୁ ଅଧିକ ବଡ଼ ବୋଲି ମନେ କରେ।

ଯିଶାଇୟ 37:23

ମାତ୍ର ତୁମ୍ଭେ କାହାକୁ ଅପମାନିତ ଓ ନିନ୍ଦା କରିଛ ? କାହା ବିରୁଦ୍ଧ ରେ ତୁମ୍ଭେ ନିଜର ଅଭିଯୋଗ ବାଢ଼ିଛ ? ପୁଣି ଗର୍ବ ରେ ଦୃଷ୍ଟି ଉର୍ଦ୍ଧ୍ବକୁ କରିଅଛ। ଏସବୁ ଇଶ୍ରାୟେଲ ପବିତ୍ର ସ୍ବରୂପ ବିରୁଦ୍ଧ ରେ ନୁହେଁ କି ?

ଦାନିଏଲ 3:15

ଯେତବେେଳେ ଶିଙ୍ଗା, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନବେଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ଯ ଶୁଣ, ତୁମ୍ଭମାନେେ ସୁବର୍ଣ୍ଣ ପ୍ରତିମାକୁ ମୁଣ୍ତ ନୁଆଁଇ ପ୍ରଣାମ କରିବ। ଯଦି ତୁମ୍ଭମାନେେ ପୂଜା ନକର ତବେେ ତୁମ୍ଭମାନଙ୍କୁ ଜ୍ବଳନ୍ତ ଅଗ୍ନି କୁମ୍ତ ରେ ଫିଙ୍ଗା ୟିବ। ଆଉ ଏପରି କୌଣସି ଦବେତା ନାହିଁନ୍ତି ଯେ କି ମାଠାରୁେ ତୁମ୍ଭମାନଙ୍କୁ ଉଦ୍ଧାର କରିବ।

Interlinear

Choose Theme