Home Bibles ☰ Books ଦିତୀୟ ରାଜାବଳୀ 19:11 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 19:11 · ଓଡ଼ିଆ ବାଇବେଲ

ଏଠାକୁ ଦେଖ, ତୁମ୍ଭମାନେେ ମଧ୍ଯ ଶୁଣିଅଛ ଯେ, ଅଶୂରୀଯ ରାଜାମାନେ ଅନ୍ୟ ସମସ୍ତ ଦେଶକୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିଅଛନ୍ତି। ତୁମ୍ଭମାନେେ କ'ଣ ଉଦ୍ଧାର ପାଇବ? ନା!

Cross references

ଦିତୀୟ ରାଜାବଳୀ 15:29

ଇଶ୍ରାୟେଲର ରାଜା ପକହଙ୍କେର ସମୟରେ ଅଶୂରର ରାଜା ତିଗ୍ଲତ-ପିଲଷେର ଆସି ଇୟୋନ, ଆବଲେ-ବୈଥ୍ମାଖା, ୟାନୋହକଦେେଶ, ହାତ୍ସୋର, ଗିଲିଯଦ, ଗାଲୀଲ ଓ ସମୁଦାଯ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା।

ଦିତୀୟ ରାଜାବଳୀ 17:5

ଅଶୁରର ରାଜା ଇଶ୍ରାୟେଲ ବହୁସ୍ଥାନଗୁଡିକୁ ଆକ୍ରମଣ କଲେ ଓ ଶମରିଯାକୁ ଆସି ତା' ବିରୁଦ୍ଧ ରେ ତିନି ବର୍ଷ ଧରି ୟୁଦ୍ଧ କଲେ।

ଦିତୀୟ ରାଜାବଳୀ 18:35

ନାନା ଗୋଷ୍ଠୀଯ ଦବେତାଗଣ ମଧ୍ଯରୁ କହେି ଆପଣା ଦେଶକୁ ମାେ ହସ୍ତରୁ ଉଦ୍ଧାର କରିଛି ଯେ ସଦାପ୍ରଭୁ ମାେ' ଠାରୁ ୟିରୁଶାଲମ୍କୁ ଉଦ୍ଧାର କରିବେ?

ଦିତୀୟ ରାଜାବଳୀ 19:17

ହେ ସଦାପ୍ରଭୁ, ଏହା ସତ୍ଯ ଯେ ଅଶୂରର ରାଜାମାନେ ନାନା ଗୋଷ୍ଠୀ ଓ ସମାନଙ୍କେ ଦେଶକୁ ଧ୍ବଂସ କରିଅଛନ୍ତି।

ଦିତୀୟ ବଂଶାବଳୀ 32:13

ମାରେ ପୂର୍ବପୁରୁଷଗଣ ଓ ମୁଁ ଅନ୍ଯାନ୍ଯ ଦେଶର ସମସ୍ତ ଲୋକଙ୍କ ପ୍ରତି କ'ଣ କରିଅଛି, ତାହା ତୁମ୍ଭମାନେେ ଅବଶ୍ଯ ଜାଣ। ଅନ୍ୟ ଦେଶର ଦବେତାମାନେ ସମାନଙ୍କେର ନିଜ ଲୋକମାନଙ୍କୁ ରକ୍ଷା କରିପାରିଲେ ନାହିଁ। ସହେି ଦବେତାମାନେ ମାେତେ ସମାନଙ୍କେର ଲୋକମାନଙ୍କୁ ବିନଷ୍ଟ କରିବାରୁ ରକ୍ଷା କରିପାରିଲେ ନାହିଁ।

ଦିତୀୟ ବଂଶାବଳୀ 32:17

ଅଶୂରର ରାଜା ଆହୁରି ମଧ୍ଯ ଏପରି ପତ୍ରମାନ ଲେଖିଲା, ଯାହା ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କୁ ଅପମାନିତ କରୁଥିଲା। ଅଶୂରର ରାଜା ସହେି ପତ୍ରଗୁଡ଼ିକରେ ଏହିପରି ଲେଖିଲା : ଅନ୍ୟ ଦେଶର ଦବେତାମାନେ ମାେତେ ସମାନଙ୍କେର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକି ପାରିଲେ ନାହିଁ। ସହେିପ୍ରକା ରେ ମଧ୍ଯ ହିଜକିଯର ପରମେଶ୍ବର ମାେତେ ତାହାର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକିପାରିବ ନାର୍ହି।

ଯିଶାଇୟ 10:8

ଅଶୂର ନିଜକୁ ନିଜେ କହିହୁଏ, ମାରେ ସମସ୍ତ ପ୍ରାଚୀନଗଣ ରାଜା ସଦୃଶ।

Interlinear

Choose Theme