ଏହି ଲୋକମାନେ ଶମରିଯା ରେ ଯେତବେେଳେ ବାସ କରିବାକୁ ଆରମ୍ଭ କଲେ ସେତବେେଳେ ସମାନେେ ସଦାପ୍ରଭୁଙ୍କୁ ଭୟ କଲେ ନାହିଁ। ତେଣୁ ସଦାପ୍ରଭୁ ସମାନଙ୍କେୁ ଆକ୍ରମଣ କରିବାକୁ ସିଂହ ପଠାଇଲେ। ସିଂହମାନେ ଲୋକମାନଙ୍କ ମଧ୍ଯରୁ କେତକଙ୍କେୁ ବଧ କଲେ।
Cross references
ସଦାପ୍ରଭୁ ୟର୍ଦ୍ଦନ ସପୋରି ରେ ଆମ୍ଭକକ୍ସ୍ଟ ଭୂମି ଦଇେଛନ୍ତି। ଏହା ଅର୍ଥ ୟର୍ଦ୍ଦନ ନଦୀ ଆମ୍ଭମାନଙ୍କୁ ଅଲଗା କରିଅଛି। ଆମ୍ଭମାନେେ ଆଶଙ୍କା କରୁଅଛକ୍ସ୍ଟ ଯେ ଯେତବେେଳେ ତୁମ୍ଭମାନଙ୍କ ପିଲା ବଡ ହାଇେ ଦେଶ ଶାସନ କରିବେ ସମାନେେ ବିଶ୍ବାସ କରିବେ ନାହିଁ ଯେ କି ଆମ୍ଭେ ତୁମ୍ଭର ଲୋକ ବୋଲି। ସମାନେେ ଯେତବେେଳେ ବଡ ହାଇେ ଶାସନ କରିବେ, ସମାନେେ ଆମ୍ଭମାନଙ୍କୁ ଏପରି କହି ବି ପାରନ୍ତି, 'ତୁମ୍ଭେ, ରକ୍ସ୍ଟବନ୍େ, ଗାଦ , ଆମ୍ଭମାନଙ୍କର ଅଂଶ ନକ୍ସ୍ଟହଁ।' ଏହାପରେ ତୁମ୍ଭମାନଙ୍କର ସନ୍ତାନ ଆମ୍ଭମାନଙ୍କ ପିଲାଙ୍କକ୍ସ୍ଟ ସଠାେରେ ଉପାସନା କରିବାକୁ ମନା କରିପାରନ୍ତି।
ଗୃହ ଅଭିମୁଖେ ୟାତ୍ରା କରୁଥିବା ସମୟରେ ପଥ ମଧିଅରେ ଏକ ସିଂହ ତାଙ୍କୁ ଆକ୍ରମଣ କରି ବଧ କଲା। ତାଙ୍କର ଶବ ସହେି ପଥ ମଧିଅରେ ପଡି ରହିଲା! ଗଧ ଓ ସିଂହ ସହେି ଶବ ନିକଟରେ ଛିଡା ହାଇେ ରହିଲେ।
ତେଣୁ ପ୍ରଥମ ଭବିଷ୍ଯଦ୍ବକ୍ତା କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ପାଳନ କଲ ନାହିଁ। ତେଣୁ ତୁମ୍ଭେ ଏସ୍ଥାନ ତ୍ଯାଗ କଲା ବେଳେ ଗୋଟିଏ ସିଂହ ତୁମ୍ଭକୁ ବଧ କରିବ। ଯେତବେେଳେ ଦ୍ବିତୀୟ ଭବିଷ୍ଯଦ୍ବକ୍ତା ସେ ସ୍ଥାନରୁ ଗଲା, ଗୋଟିଏ ସିଂହ ତାକୁ ବଧ କଲା।
ଇଲୀଶାୟ ପଛକୁ ଗ୍ଭହିଁ ବାଳକମାନଙ୍କୁ ଦେଖିଲେ। ସେ ସଦାପ୍ରଭୁଙ୍କ ନାମ ରେ ସମାନଙ୍କେୁ ଅଭିଶାପ ଦେଲେ। ତା'ପରେ ଦୁଇଟି ଭଲ୍ଲୁକ ଜଙ୍ଗଲରୁ ଆସି ସମାନଙ୍କେୁ ଆକ୍ରମଣ କଲେ ଓ ସମାନଙ୍କେ ମଧ୍ଯରୁ ବଯାଳିଶ ଜଣଙ୍କୁ ଧରି ଚିରି ପକାଇଲେ।
ତେଣୁ ଅଶୂରର ଲୋକମାନେ ଶମରିଯାରୁ ଆଣିଥିବା ଯାଜକମାନଙ୍କ ମଧ୍ଯରୁ ଜଣକୁ ବୈଥଲକେୁ ନଇଗେଲେ। ସେ ଯାଜକ ସଦାପ୍ରଭୁଙ୍କୁ କିପରି ଭୟକରିବା ଉଚିତ୍, ତାହା ସମାନଙ୍କେୁ ଶିକ୍ଷା ଦେଲେ।
ସମାନେେ ମଧ୍ଯ ସଦାପ୍ରଭୁଙ୍କୁ ଉପାସନା କଲେ। ସମାନେେ ଉଚ୍ଚସ୍ଥଳୀ ରେ ଯାଜକଗଣଙ୍କୁ ନିୟୁକ୍ତ କଲେ। ସମାନେେ ସମାନଙ୍କେୁ ଲୋକମାନଙ୍କ ମଧ୍ଯରୁ ବାଛିଲେ। ଏହି ଯାଜକମାନେ ସହେି ଉଚ୍ଚସ୍ଥଳୀ ରେ ମନ୍ଦିରସବୁ ରେ ପଶୁଗୁଡିକ ବଳିଦାନ କଲେ।
ସମାନେେ ଆଜି ପର୍ୟ୍ଯନ୍ତ ମଧ୍ଯ ପୂର୍ବବିଧି ଅନୁସାରେ ଚଳୁଛନ୍ତି। ସମାନେେ ସଦାପ୍ରଭୁଙ୍କୁ ଭୟ କରୁ ନାହାନ୍ତି। ଇଶ୍ରାୟେଲୀୟମାନଙ୍କର ବିଧି ଓ ଆଜ୍ଞା ସମାନେେ ପାଳନ କରୁ ନାହାନ୍ତି। ସଦାପ୍ରଭୁ ଯାକୁବର ସନ୍ତାନଗଣଙ୍କୁ ଇଶ୍ରାୟେଲ ନାମ ଦଇେଥିଲେ। ସମାନେେ ସଦାପ୍ରଭୁଙ୍କର ବ୍ଯବସ୍ଥା ଓ ଆଜ୍ଞା ପାଳନ କରୁ ନାହାନ୍ତି।
ଏହିପରି ଅନ୍ୟ ଗୋଷ୍ଠୀର ଲୋକମାନେ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କଲେ କିନ୍ତୁ ସମାନେେ ମଧ୍ଯ ଭଣ୍ତ ଦବେତାମାନଙ୍କର ସବୋ କଲେ। ସମାନଙ୍କେର ପୁତ୍ର ଓ ପୌତ୍ରଗଣ ମଧ୍ଯ ନିଜ ନିଜ ପୂର୍ବପୁରୁଷଗଣ ଯାହା କରିଥିଲେ, ସହେିପରି କାର୍ୟ୍ଯ କରି ଆସୁଛନ୍ତି। ସମାନେେ ଆଜି ପର୍ୟ୍ଯନ୍ତ ଏହିସବୁ କରୁଛନ୍ତି।
ସମାନେେ ପରମେଶ୍ବରଙ୍କ ବିରୁଦ୍ଧାଚରଣ କରିଛନ୍ତି। ତେଣୁ ବନରୁ ଏକ ସିଂହ ବାହାରି ସମାନଙ୍କେୁ ବଧ କରିବ ଓ ସନ୍ଧ୍ଯା କାଳୀନ ଗଧିଆ ସମାନଙ୍କେୁ ବିନାଶ କରିବ। ଚିତାବାଘ ସମାନଙ୍କେ ନଗର ସମୂହ ନିକଟରେ ଛକି ରହିବ। ଯେଉଁଲୋକ ନଗରରୁ ବାହାରିବ, ସେ ତାକୁ ବିଦୀର୍ଣ୍ଣ କରିବ। କାରଣ ସମାନେେ ବହୁ ଅପରାଧ କରିଛନ୍ତି ଓ ସମାନେେ ବହୁବାର ସଦାପ୍ରଭୁଙ୍କଠାରୁ ବିପଥଗାମୀ ହାଇେଛନ୍ତି।
ତେଣୁ ହେ ପରମେଶ୍ବର, ତୁମ୍ଭେ ସର୍ବଦେଶୀଯମାନଙ୍କ ମଧିଅରେ ମହାନ୍। ତୁମ୍ଭକୁ କିଏ ଭୟ ନ କରିବ ? ତୁମ୍ଭେ ତାହାର ଯୋଗ୍ଯ। ସର୍ବଦେଶୀଯ ମଧିଅରେ ବହୁ ଜ୍ଞାନୀ ଲୋକ ଅଛନ୍ତି, ମାତ୍ର ସମଗ୍ର ରାଜକୀଯ, ଐଶ୍ବର୍ୟ୍ଯଶାଳୀ ଓ ଜ୍ଞାନୀମାନଙ୍କ ମଧିଅରେ ତୁମ୍ଭ ତୁଲ୍ଯ କହେି ନାହାନ୍ତି।
ସଦାପ୍ରଭୁ କହନ୍ତି, ଆମ୍ଭେ ଚାରି ପ୍ରକାର ରେ ତୁମ୍ଭମାନଙ୍କୁ ଦଣ୍ଡିତ କରିବା।' 'ଆମ୍ଭେ ବଧ କରିବା ନିମନ୍ତେ ଯୋଦ୍ଧା, ବିଦୀର୍ଣ୍ଣ କରିବା ନିମନ୍ତେ କୁକୁରଗଣ, ପୁଣି ଗ୍ରାସ ଓ ବିନାଶ କରିବା ନିମନ୍ତେ ଖଚେର ପକ୍ଷୀଗଣ ଓ ଭୂତର ପଶୁଗଣ ତୁମ୍ଭମାନଙ୍କ ଉପ ରେ ନିୟୁକ୍ତ କରିବା।
ପରମେଶ୍ବର କହିଲେ, ଯଦି ମୁଁ ହିଂସ୍ରଜନ୍ତୁ ସବୁ ସେ ଦେଶ ମଧ୍ଯକୁ ପଠାଏ ଓ ସମାନେେ ଏହାର ନିବାସୀମାନଙ୍କୁ ହତ୍ଯା କରନ୍ତି ଓ ଏହା ଜନଶୂନ୍ଯ ସ୍ଥାନ ହୁଏ, ତବେେ ହିଂସ୍ରଜନ୍ତୁଙ୍କ ଭୟ ରେ କୌଣସି ମନୁଷ୍ଯ ସହେି ଦେଶ ରେ ୟାତାଯତ କରନ୍ତି ନାହିଁ,
ତା'ପ ରେ ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ତେଣୁ ଚିନ୍ତାକର ୟିରୁଶାଲମ ପ୍ରତି କି ମହା ଅନିଷ୍ଟ ଘଟିବ ? ଯେତବେେଳେ ମୁଁ ଚାରି ମହାଦଣ୍ଡ ଯଥା : ଖଡ୍ଗ, ଦୁର୍ଭିକ୍ଷ, ହିଂସ୍ରଜନ୍ତୁ ଓ ମହାମାରୀ ପଠାଇବି, ସେତବେେଳେ ମନୁଷ୍ଯ ଓ ପଶୁ ସମସ୍ତେ ଉଚ୍ଛନ୍ନ ହବେେ।
ମୁଁ ଆଦେଶ ଦଲେି ଯେ, ମାରେରାଜ୍ଯସ୍ଥ ସମୁଦାଯ ପ୍ରଦେଶର ସମସ୍ତ ଲୋକମାନେ ଦାନିୟେଲଙ୍କ ପରମେଶ୍ବରଙ୍କୁ ଭୟ ଓ ଭକ୍ତି କରିବା ଉଚିତ୍।
ୟୂନସ ସହେି ନାବିକମାନଙ୍କୁ କହିଲେ, ମୁଁ ଜଣେ ହିବ୍ରୁ ଏବଂ ସଦାପ୍ରଭୁଙ୍କୁ ଉପାସନା କରେ ୟିଏକି ସ୍ବର୍ଗର ପରମେଶ୍ବର। ସହେି ହେଉଛନ୍ତି ପରମେଶ୍ବର ୟିଏକି ସମୁଦ୍ର ଓ ଦେଶର ସୃଷ୍ଟିକର୍ତ୍ତା।