ସମାନେେ ମଧ୍ଯ ସଦାପ୍ରଭୁଙ୍କୁ ଉପାସନା କଲେ। ସମାନେେ ଉଚ୍ଚସ୍ଥଳୀ ରେ ଯାଜକଗଣଙ୍କୁ ନିୟୁକ୍ତ କଲେ। ସମାନେେ ସମାନଙ୍କେୁ ଲୋକମାନଙ୍କ ମଧ୍ଯରୁ ବାଛିଲେ। ଏହି ଯାଜକମାନେ ସହେି ଉଚ୍ଚସ୍ଥଳୀ ରେ ମନ୍ଦିରସବୁ ରେ ପଶୁଗୁଡିକ ବଳିଦାନ କଲେ।
Cross references
ଏହାପରେ ୟାରବିଯାମ ଉଚ୍ଚସ୍ଥଳୀ ରେ ସଦାପ୍ରଭୁଙ୍କ ଗୃହମାନ ନିର୍ମାଣ କଲେ। ସେ ଲବେୀକୁ ଛାଡି ଇଶ୍ରାୟେଲର ସମସ୍ତ ଗୋଷ୍ଠୀରୁ ଯାଜକ ମନୋନୀତ କଲେ।
ତେଣୁ ରାଜା ୟାରବିଯାମ ନିଜ ମନୋନୀତ ଅଷ୍ଟମ ମାସର ପଞ୍ଚଦଶ ଦିନ ରେ ବୈଥଲେସ୍ଥିତ ସ୍ବନିର୍ମିତ ୟଜ୍ଞବଦେୀକି ଗଲେ। ଆଉ ମଧ୍ଯ ସେ ଇଶ୍ରାୟେଲ ସନ୍ତାନଗଣ ନିମନ୍ତେ ପର୍ବ ନିରୂପଣ କରି ଧୂପ ଜଳାଇବା ପାଇଁ ବୈଥଲରେ ୟଜ୍ଞବଦେୀକି ଗଲେ।
ସେ ଶବଟିକୁ କବର ଦଲୋପରେ ସହେି ବୃଦ୍ଧ ଭବିଷ୍ଯଦ୍ବକ୍ତା ନିଜର ପୁତ୍ରମାନଙ୍କୁ କହିଲେ, ମୁଁ ମଲେ, ଯେଉଁ କବର ରେ ପରମେଶ୍ବରଙ୍କ ଲୋକ କବର ପାଇଅଛି ମାେତେ ସହେି ସ୍ଥାନ ରେ କବର ଦବେ ଓ ତାହାର ଅସ୍ଥି ନିକଟରେ ମାରେ ଅସ୍ଥି ରଖିବ।
ଏ ଘଟଣା ପରେ ମଧ୍ଯ ରାଜା ୟାରବିଯାମ କୌଣସି ପରିବର୍ତ୍ତନ ହେଲନୋହିଁ। ସେ ନାନା ମନ୍ଦକର୍ମ କରି ଚାଲିଲେ। ସେ ପୁନର୍ବାର ସମସ୍ତ ପରିବାରବର୍ଗରୁ ଉଚ୍ଚସ୍ଥଳୀର ଯାଜକ ନିୟୁକ୍ତି କଲେ। ଯେଉଁ ଲୋକ ଉଚ୍ଚସ୍ଥଳୀର ଯାଜକ ହବୋକୁ ଇଚ୍ଛା କଲା, ସେ ତାକୁ ନିୟୁକ୍ତି କଲେ।
ମାତ୍ର ପ୍ରେତ୍ୟକକ ଗୋଷ୍ଠୀ ଆପଣା ଆପଣା ଦବେତା ନିର୍ମାଣ କଲେ। ସମାନେେ ତାଙ୍କର ଦବେତାମାନଙ୍କୁ ଉଚ୍ଚସ୍ଥାନମାନଙ୍କ ରେ ପୂଜା କଲେ। ଯେଉଁ ସବୁ ମନ୍ଦିର ଶମରିଯା ଲୋକମାନେ ନିର୍ମାଣ କରିଥିଲେ, ତହିଁ ମଧ୍ଯରୁ ସମାନେେ ମିଥ୍ଯା ଦବେତାମାନଙ୍କୁ ସମାନଙ୍କେର ସମସ୍ତ ନଗରଗୁଡିକରେ ସ୍ଥାପନ କଲେ। ଯେଉଁଠା ରେ ସମାନେେ ବାସସ୍ଥଳୀ କଲେ।
ଏହିପରି ଅନ୍ୟ ଗୋଷ୍ଠୀର ଲୋକମାନେ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କଲେ କିନ୍ତୁ ସମାନେେ ମଧ୍ଯ ଭଣ୍ତ ଦବେତାମାନଙ୍କର ସବୋ କଲେ। ସମାନଙ୍କେର ପୁତ୍ର ଓ ପୌତ୍ରଗଣ ମଧ୍ଯ ନିଜ ନିଜ ପୂର୍ବପୁରୁଷଗଣ ଯାହା କରିଥିଲେ, ସହେିପରି କାର୍ୟ୍ଯ କରି ଆସୁଛନ୍ତି। ସମାନେେ ଆଜି ପର୍ୟ୍ଯନ୍ତ ଏହିସବୁ କରୁଛନ୍ତି।
ପୁଣି ଇଶ୍ରାୟେଲର ରାଜାମାନେ ସଦାପ୍ରଭୁଙ୍କୁ ବିରକ୍ତି କରିବା ପାଇଁ ଶମରିଯାର ନାନା ନଗର ରେ ଉଚ୍ଚସ୍ଥଳୀମାନଙ୍କ ରେ ମନ୍ଦିର ନିର୍ମାଣ କରିଥିଲେ ଯୋଶିୟଯ ସେ ସବୁ ଧ୍ବଂସ କଲେ। ବୈଥଲେ ରେ ଯେପରି କରିଥିଲେ ସଠାେରେ ମଧ୍ଯ ସହେିପରି କଲେ।
ଯେଉଁମାନେ କି ଛାତ ଉପରକୁ ୟାଇ ତାରାମାନଙ୍କୁ ପୂଜା କରନ୍ତି ଆମ୍ଭେ ସେ ସମସ୍ତଙ୍କୁ ତଡି ଦବୋ। କତଜେଣ ଲୋକ ଉଭୟ ସଦାପ୍ରଭୁ ଏବଂ ମିଥ୍ଯାପ୍ରଭୁ ମାଲିକମାନଙ୍କୁ ମଧ୍ଯ ପୂଜା କରୁଛନ୍ତି। ତେଣୁ ଆମ୍ଭେ ସହେି ଲୋକମାନଙ୍କୁ ସହେି ସ୍ଥାନରୁ ତଡିଦବୋ।