ଏଣୁ କେତକେ ଲୋକ ଅଶୁରର ରାଜାକୁ କହିଲେ, ଆପଣ ଯେଉଁ ଲୋକମାନଙ୍କୁ ନିର୍ବାସିତ କଲେ ଓ ଶମରିଯା ରେ ରଖିଲେ, ସହେି ଦେଶର ଦବେତାମାନଙ୍କର ନିଯମ ଜାଣନ୍ତି ନାହିଁ। ତେଣୁ ସେ ସମାନଙ୍କେୁ ହତ୍ଯା କରିବାକୁ ପଠାଉଛନ୍ତି। କାରଣ ସହେି ଲୋକମାନେ ସହେି ଦେଶ ଦବେତାଙ୍କ ବ୍ଯବସ୍ଥା ଜାଣନ୍ତି ନାହିଁ।
Cross references
ତେଣୁ ଲୋକମାନଙ୍କ କଥା ଶକ୍ସ୍ଟଣ ଏବଂ ସମାନଙ୍କେ କଥା ଅନକ୍ସ୍ଟସା ରେ କାର୍ୟ୍ଯ କର। କିନ୍ତୁ ସମାନଙ୍କେୁ ସତର୍କ କରାଇଦିଅ ଯେ, ସମାନଙ୍କେ ପାଇଁ ରାଜା କ'ଣ କରିବ ଏବଂ ରାଜା କିପରି ଶାସନ କରେ ସେ କଥା ଅବଗତ କରାଇ ଦିଅ।
ଶାମକ୍ସ୍ଟଯଲେ ଲୋକମାନଙ୍କୁ ବନ୍ଧକ୍ସ୍ଟତାର ନିଯମ ଜଣାଇଲେ ଏବଂ ତାହା ଖଣ୍ଡେ ପୁସ୍ତକକରେ ଲେଖି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ରଖିଲେ। ତା'ପରେ ଶାମକ୍ସ୍ଟଯଲେ ଲୋକମାନଙ୍କୁ ନିଜ ନିଜ ଘରକକ୍ସ୍ଟ ୟିବାକକ୍ସ୍ଟ କହିଲେ।
ତେଣୁ ଅଶୂର ରାଜା ସମାନଙ୍କେୁ ଆଜ୍ଞାଦଇେ କହିଲା, ତୁମ୍ଭମାନେେ ସଠାରୁେ ଯେଉଁ ଯାଜକମାନଙ୍କୁ ବାଛିଅଛ। ସମାନଙ୍କେ ମଧ୍ଯରୁ ସଠାେକୁ ନଇୟୋଅ, ସମାନେେ ସଠାେକୁ ୟାଇ ବାସ କରନ୍ତୁ ଓ ସେ ସ୍ବଦେଶୀଯ ଦବେତାର ବିଧି ଲୋକମାନଙ୍କୁ ଶିଖାଉ।
ହେ ଦାନ୍ ଯେପରି ତୁମ୍ଭର ପରମେଶ୍ବର ନିଶ୍ଚିତ ଜୀବିତ' ଓ 'ବେର୍ଶବୋର ପ୍ରଭୁ ନିଶ୍ଚିତ ଜୀବିତ, ସମାନଙ୍କେର ନିଶ୍ଚିତ ପତନ ଘଟିବ ଓ ସମାନେେ କବେେ ଉଠି ପାରିବେ ନାହିଁ।