Home Bibles ରୂତର ବିବରଣ 2:1 · ଓଡ଼ିଆ ବାଇବେଲ
ରୂତର ବିବରଣ 2:1 · ଓଡ଼ିଆ ବାଇବେଲ

ବୈଥିଲହମେ ରେ ଜଣେ ଧନୀ ବ୍ଯକ୍ତି ବାସ କରୁଥିଲେ। ଯାହାଙ୍କର ନାମଥିଲା ବୋଯାଜ। ବୋଯାଜ ଥିଲେ ଏଲିମଲକରେ ପରିବାରରକ୍ସ୍ଟ ନୟମୀର ଜଣେ ଅନ୍ତରଙ୍ଗ ବନ୍ଧକ୍ସ୍ଟ।

Cross references

ଦିତୀୟ ବିବରଣ 8:17

ତୁମ୍ଭେ କବେେ କୁହ ନାହିଁ ଯେ, 'ଆପଣା ପରାକ୍ରମ ଓ ବାହୁ ବଳଦ୍ବାରା ଏହି ସମସ୍ତ ଐଶ୍ବର୍ୟ୍ଯ ଲାଭ କରିଛ ବୋଲି।'

ବିଚାରକର୍ତାମାନଙ୍କ ବିବରଣ 12:8

ୟିଲ୍ଗହଙ୍କ ପରେ ଇଶ୍ରାୟେଲ ରେ ଅନ୍ୟ ଜଣେ ଲୋକ ବିଗ୍ଭରକ ହେଲେ ତାଙ୍କ ନାମ ଇବସନ୍। ସେ ଥିଲେ ବୈଥଲହମେ ସହରର ଲୋକ।

ରୂତର ବିବରଣ 1:2

ସହେି ଲୋକର ସ୍ତ୍ରୀର ନାମ ଥିଲା ନୟମୀ ଓ ଦକ୍ସ୍ଟଇ ପକ୍ସ୍ଟତ୍ରଙ୍କ ନାମ ଥିଲା, ମହଲୋନ୍ ଓ କିଲିଯୋନ୍। ସମାନେେ ଥିଲେ, ୟିହକ୍ସ୍ଟଦାର ବୈଥ୍ଲହମରେକ୍ସ୍ଟ ଏଫ୍ରାଥୀଯ ଲୋକ। ସମାନେେ ମାୟୋବର ପର୍ବତମଯ ଦେଶକକ୍ସ୍ଟ ଗଲେ ଓ ସଠାେରେ ବସବାସ କଲେ।

ରୂତର ବିବରଣ 3:2

ହାଇପୋ ରେ ବୋୟଜ ହେଉଛନ୍ତି ଉପୟକ୍ସ୍ଟକ୍ତ ପ୍ରସ୍ତାବ। ବୋୟଜ ହେଉଛି ଆମର ଦୂର ସଐର୍କୀଯ। ତୁମ୍ଭେ ତାଙ୍କ ଦାସୀମାନଙ୍କ ସହିତ କାମ କରିଛ। ସେ ଆଜି ଆପଣ ଖଳା ରେ ରାତ୍ରି ସମୟରେ ଜବ ଝାଡକ୍ସ୍ଟଅଛି।

ରୂତର ବିବରଣ 3:12

ଏହା ସତ୍ଯ ଯେ, ମୁ ତୁମ୍ଭର ନିକଟ ସଐର୍କୀଯ। କିନ୍ତୁ ଏହିପରି ଆଉ ଜଣେ ଲୋକ ଅଛନ୍ତି ୟିଏକି ମାଠାେରକ୍ସ୍ଟ ତୁମ୍ଭର ଆହକ୍ସ୍ଟରି ନିକଟତମ ସଐର୍କୀଯ।

ରୂତର ବିବରଣ 4:21

ସଲ୍ମୋନର ପକ୍ସ୍ଟତ୍ର ବୋୟଜ ଓ ବୋୟଜର ପକ୍ସ୍ଟତ୍ର ଓବଦେ,

ଦିତୀୟ ରାଜାବଳୀ 15:20

ପୁଣି ମନେ ହେମ୍ ଏହି ଟଙ୍କା ଇଶ୍ରାୟେଲର ଧନୀ ଓ ଶକ୍ତିଶାଳୀ ଲୋକଙ୍କଠାରୁ ଆଦାଯ କଲେ। ପ୍ରେତ୍ୟକକ ଧନଶାଳୀ ଲୋକଠାରୁ ପଗ୍ଭଶ ଶକେଲ ଲଖାଏଁେ ରୂପା ନେଲେ। ସେ ଅଶୂର ରାଜାଙ୍କୁ ଏହି ଧନ ପାଇବା ପରେ ଇଶ୍ରାୟେଲ ପରିତ୍ଯାଗ କଲେ ଓ ନିଜ ଦେଶକୁ ଫରେିଗଲେ।

ପ୍ରଥମ ବଂଶାବଳୀ 2:10

ରାମ୍ ଅମ୍ମୀନାଦବଙ୍କର ପିତା ଥିଲେ ଓ ଅମ୍ମୀନାଦବ ଯିହୁଦାର ପରିବାରବର୍ଗ ମୁଖ୍ଯ ନ ହଶାେନଙ୍କର ପିତା ଥିଲେ।

ଆୟୁବ ପୁସ୍ତକ 1:3

ଆୟୁବ 7 ,000 ମେଣ୍ଢା, 3 ,000 ଓଟ, 1 ,000 ଷଣ୍ଢ ଏବଂ 500 ମାଇ ଗଧର ମାଲିକ ଥିଲା। ତା'ର ଅନକେ ଗୁଡ଼ିଏ ଭୃତ୍ଯ ଥିଲେ। ଆୟୁବ ପୂର୍ବାଞ୍ଚଳ ଦେଶମାନଙ୍କ ମଧିଅରେ ସବୁଠାରୁ ବେଶୀ ଧନୀ ଥିଲା।

ଆୟୁବ ପୁସ୍ତକ 31:25

ମୁଁ ଧନୀ ଥିଲି। କିନ୍ତୁ ତାହା ମାେତେ ଗର୍ବି କରିନାହିଁ। ମୁଁ ବହୁତ ଟଙ୍କା ରୋଜଗାର କରିଛି କିନ୍ତୁ ତାହା ମାେତେ ଖୁସି ପରିପାରି ନାହିଁ।

ମାଥିଉଲିଖିତ ସୁସମାଚାର 1:5

ସଲମାନେ ବୋୟଜଙ୍କ ବାପା।

ଲୂକଲିଖିତ ସୁସମାଚାର 3:32

ଦାଉଦ ୟିଶୟଙ୍କ ପୁତ୍ର।

Interlinear

Choose Theme