Home Bibles ଦିତୀୟ ରାଜାବଳୀ 15:21 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 15:21 · ଓଡ଼ିଆ ବାଇବେଲ

ମନ ହେମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ ମହାନ୍ କ୍ରିଯା ଇଶ୍ରାୟେଲ ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

Cross references

ପ୍ରଥମ ରାଜାବଳୀ 14:19

ଏହି ୟାରବିଯାମଙ୍କର ସମସ୍ତ କାର୍ୟ୍ଯକଳାପ, ତା'ର ରାଜ୍ଯ ଶାସନର ପ୍ରକୃତ କଥା ଓ ସେ କିପରି ୟୁଦ୍ଧ କଲେ, ଏସବୁ ଇଶ୍ରାୟେଲୀୟ ରାଜାମାନଙ୍କ ଇତିହାସ ପୁସ୍ତକରେ ଲଖାେଅଛି।

ଦିତୀୟ ରାଜାବଳୀ 1:18

ଅହସିଯଙ୍କ ଅନ୍ୟ ସମସ୍ତ କାର୍ୟ୍ଯ ଇଶ୍ରାୟେଲ ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ହାଇେଛି।

ଦିତୀୟ ବଂଶାବଳୀ 6:36

ଲୋକମାନେ ତୁମ୍ଭ ବିରୁଦ୍ଧ ରେ ପାପ କରିବେ - ଏପରି ବ୍ଯକ୍ତି କହେି ନାହିଁ, ଯେ ପାପ କରେ ନାହିଁ। ଆଉ ତୁମ୍ଭେ ସମାନଙ୍କେ ଉପରେ କୋରଧ କରିବ। ତୁମ୍ଭେ ଜଣେ ଶତୃଦ୍ବାରା ସମାନଙ୍କେୁ ପରାଜିତ କରାଇବ, ଆଉ ସମାନଙ୍କେୁ ବନ୍ଦୀ କରାଇ ଦୂରବର୍ତ୍ତୀ କିଅବା ନିକଟବର୍ତ୍ତୀ କୌଣସି ଏକ ଦେଶକୁ ବଳପୂର୍ବକ ୟିବାକୁ ହବେ।

Interlinear

Choose Theme