ପୁଣି ଇଲୀଶାୟ କହିଲେ, ତୀରଗୁଡିକ ନିଅ। ସେ ତୀରଗୁଡିକ ନେଲେ। ତା'ପରେ ଇଲୀଶାୟ ରାଜାଙ୍କୁ କହିଲେ, ଭୂମିରୁ ଆଘାତ କର।
Cross references
ଯେତବେେଳେ ମାଶାେ ତାଙ୍କର ହସ୍ତ ଉପରକୁ କଲେ ସେତବେେଳେ ଇଶ୍ରାୟେଲୀୟ ବିଜଯ ହେଲେ ଓ ଯେତବେେଳେ ମାଶାେ ତାଙ୍କର ହାତ ତଳକୁ ରଖିଲେ, ସେତବେେଳେ ଅମାଲକେୀଯମାନେ ପରାସ୍ତ ହେଲେ।
ସେ ଅନକେ ପାତ୍ର ପୂର୍ଣ କଲା। ଶଷେ ରେ ତା'ର ପୁଅମାନଙ୍କୁ କହିଲା, ମାେତେ ଆଉ ଗୋଟିଏ ପାତ୍ର ଦିଅ।
ସହେି ସମୟରେ ସଦାପ୍ରଭୁ ଅମାେସଙ୍କ ପୁତ୍ର ଯିଶାଇୟଙ୍କ ଦ୍ବାରା ଏହି କଥା କହିଲେ, ୟାଅ, ତୁମ୍ଭ କଟିରୁ ଚଟବସ୍ତ୍ର କାଢ଼ ଓ ପାଦରୁ ପାଦୁକା କାଢ଼।' ଯିଶାଇୟ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ବିବସ୍ତ୍ର ଏବଂ ଶୂନ୍ଯପାଦ ହାଇେ ଭ୍ରମଣ କଲେ।
ହେ ମନୁଷ୍ଯ ପୁତ୍ର ତୁମ୍ଭ ସମ୍ମୁଖ ରେ ଖଣ୍ଡେ ଇଟା ରଖ ଓ ତହିଁରେ ୟିରୁଶାଲମ ନଗରର ନକ୍ସା ଅଙ୍କନ କର।
ହେ ମନୁଷ୍ଯ ପୁତ୍ର, ନାପିତର କ୍ଷୁର ପରି ତୁମ୍ଭେ ଏକ ତୀକ୍ଷ୍ମ ଖଡ୍ଗ ରେ ନିଜର ମସ୍ତକ ଓ ଦାଢ଼ି ଖିଅର ହବେ। ତହୁଁ ନିକିତି ରେ ବାଳକୁ ଓଜନ କର ଏବଂ ଏହା ତିନି ଭାଗ ରେ ବିଭକ୍ତ କର। ତା'ପ ରେ ଏହାର ଏକ ତୃତୀଯାଂଶ ନିଅ ଏବଂ ତୁମ୍ଭର ଅବରୋଧ ସମାପ୍ତ ହେଲାପ ରେ, ସହେି ବାଳକୁ ସହେି ନଗର ନକସାର ମଝି ରେ ଦଗ୍ଧ କରିବ।
ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା, ସେ ମାେତେ କହିଲେ,