ପରମେଶ୍ବରଙ୍କ ଲୋକ ତାଙ୍କ ଉପରେ କୃଦ୍ଧ ହାଇେ କହିଲେ, ତୁମ୍ଭେ ପାଞ୍ଚ କିମ୍ବା ଛଅ ଥର ଆଘାତ କରିବା କଥା। ତାହା ହାଇେଥିଲେ ତୁମ୍ଭେ ଅରାମକୁ ନିଃଶଷେ କରିବା ପର୍ୟ୍ଯନ୍ତ ସମାନଙ୍କେୁ ହରାଇଥାନ୍ତ। କିନ୍ତୁ ବର୍ତ୍ତମାନ ଅରାମକୁ କବଳେ ତିନି ଥର ପାଇଁ ହରାଇବ।
Cross references
ମାଶାେ ପାପାର୍ଥକ ଛାଗର ବହୁତ ଅନ୍ବଷେଣ କଲେ, ମାତ୍ର ତାହା ଦଗ୍ଧ ହାଇେସାରିଥିଲା। ଏଣୁ ସେ ହାରୋଣଙ୍କ ଅବଶିଷ୍ଟ ଦୁଇ ପୁତ୍ର ଇଲିଯାସର ଓ ଈଥାମରଙ୍କ ଉପରେ ରାଗି କହିଲେ,
ତେଣୁ ମାଶାେ ଅତ୍ଯନ୍ତ କୋରଧାନ୍ବିତ ହେଲେ, ସେ ସଦାପ୍ରଭୁଙ୍କୁ କହିଲେ, ମୁଁ ଏହି ଲୋକମାନଙ୍କର କିଛି କ୍ଷତି କରିନାହିଁ, ମୁଁ ସମାନଙ୍କେଠାରୁ ଗୋଟିଏ ଗଧ ମଧ୍ଯ ନଇନୋହିଁ। ତେଣୁ ତୁମ୍ଭେ ଏମାନଙ୍କର ନବୈେଦ୍ଯ ଗ୍ରହଣ କରନାହିଁ।
ଅନନ୍ତର ଅହସିଯ ଜଣେ ଅଧିନାଯକ ଓ ପଗ୍ଭଶ ଲୋକଙ୍କୁ ଏଲିଯଙ୍କ ନିକଟକୁ ପଠାଇଲେ। ଅଧିନାଯକ ଉପରକୁ ୟାଇ ଏଲିଯଙ୍କୁ ମିଶିଲେ ୟିଏ ପର୍ବତ ଉପରେ ବସିଥିଲେ ଓ କହିଲେ, ହେ ପରମେଶ୍ବରଙ୍କ ଲୋକ, ଦୟାକରି 'ତଳକୁ ଆସ।' କାରଣ ରାଜା ଆପଣଙ୍କୁ ଗ୍ଭହାନ୍ତି।
ଇଲୀଶାୟ ସହେି ସ୍ତ୍ରୀ ଲୋକକୁ କହିଲେ, ଏହି ସମୟରେ ପରବର୍ତ୍ତୀ ବସନ୍ତ ଋତୁ ହେଲାବଳକେୁ ତୁମ୍ଭେ ଏକ ପୁତ୍ର ସନ୍ତାନ କୋଳ କରିବ।
ତହୁଁ ସମାନେେ ପାକ ପରେ ଲୋକମାନଙ୍କ ଭୋଜନ ନିମନ୍ତେ ତାହା ଢାଳିଲେ। ଯେତବେେଳେ ସମାନେେ ଭୋଜନ କରିବାକୁ ଆରମ୍ଭ କଲେ, ସମାନେେ ଇଲୀଶାୟଙ୍କୁ ଚିତ୍କାର କରି ଡାକିଲେ, ହେ ପରମେଶ୍ବରଙ୍କ ଲୋକ, ହଣ୍ତା ରେ ବିଷ ଅଛି। ତେଣୁ ସମାନେେ ସେ ଖାଦ୍ୟ ଖାଇ ପାରିଲେ ନାହିଁ।
ମାତ୍ର ପରମେଶ୍ବରଙ୍କ ଲୋକ ଇଲୀଶାୟ ଇଶ୍ରାୟେଲ ରାଜାଙ୍କ ନିକଟକୁ ଏକ ବାର୍ତ୍ତା ପଠାଇ କହିଲେ, ସାବଧାନ, ତୁମ୍ଭେ ସହେି ସ୍ଥାନ ଦଇେ ୟିବ ନାହିଁ। କାରଣ ଅରାମୀଯମାନେ ସେ ସ୍ଥାନ ରେ ଗୋପନ ରେ ଅଛନ୍ତି।
ତାଙ୍କର ମୃତ୍ଯୁ ପୁର୍ବରୁ ୟୋଯାଶଙ୍କର ପିତା ଯିହାୟୋଦାରହସ୍ଙ୍କଠାରୁ ନଗରଗୁଡିକୁ ହସାଯଲେ ଅଧିକାର କରି ନେଲେ। ଯିହାୟୋଦାରହସ୍ଙ୍କ ପୁତ୍ର ୟୋଯାଶ ହସାଯେଲ୍ର ପୁତ୍ର ବିନ୍ହଦଦ୍ଙ୍କଠାରୁ ସହେି ନଗର ଗୁଡିକ ପୁନର୍ବାର ନେଲେ। ଯୋୟାଶ୍ ବିନହଦଦ୍ଙ୍କୁ ତିନିଥର ପରାସ୍ତ କରି ଇଶ୍ରାୟେଲର ନଗରଗୁଡିକୁ ନଇେଥିଲେ।
ତା'ପରେ ଯୀଶୁ ଲୋକମାନଙ୍କ ଆଡକୁ ରାଗ ରେ ଚାହିଁଲେ; କିନ୍ତୁ ସମାନଙ୍କେ ହୃଦୟର କଠିନତା ଲକ୍ଷ୍ଯ କରି ବହୁତ ଦୁଃଖୀ ହେଲେ। ଯୀଶୁ ସହେି ଲୋକଟିକୁ କହିଲେ, ତୁମ୍ଭ ହାତ ମାେତେ ଦଖାେଅ। ଲୋକଟି ଯୀଶୁଙ୍କ ଆଡକୁ ହାତଟି ବଢାଇ ଦଲୋ ଓ
ଅତଏବ ସଠାେରେ ଯୀଶୁ କୌଣସି ଆଶ୍ଚର୍ୟ୍ଯକାର୍ୟ୍ଯ ପ୍ରଦର୍ଶନ କରି ପାରିଲେ ନାହିଁ। କବଳେ କେତକେ ରୋଗୀଙ୍କ ଉପରେ ହାତ ରଖି ସେ ସମାନଙ୍କେୁ ସୁସ୍ଥ କରିଲେ।
ଏହା ଦେଖି ଯୀଶୁ ବହୁତ ରାଗିଗଲେ। ଯୀଶୁ ଶିଷ୍ଯମାନଙ୍କୁ କହିଲେ, େଛାଟ େଛାଟ ପିଲାମାନେ ମାେ ପାଖକୁ ଆସନ୍ତୁ। ସମାନଙ୍କେୁ ଅଟକାଅ ନାହିଁ। କାରଣ ପରମେଶ୍ବରଙ୍କ ରାଜ୍ଯ ଏହି ପିଲାମାନଙ୍କ ଭଳି ସରଳ ଲୋକମାନଙ୍କର ଅଟେ।