ଇଲୀଶାୟ କହିଲେ, ପୂର୍ବ ଦିଗ ରେ ଥିବା ଝରକା ଖୋଲ। ଯୋୟାଶ୍ ଝରକା ଖାଲିେଲେ। ତା'ପରେ ଇଲୀଶାୟ କହିଲେ, ତୀର ନିକ୍ଷପେ କର।
Cross references
କିନ୍ତୁ ପରମେଶ୍ବର ମାଶାଙ୍କେୁ କହିଲେ, ତୁମ୍ଭ ହାତ ରେ କ'ଣ ଅଛି?
ତେଣୁ ତୁମ୍ଭେ ୟାଅ ଓ ତୁମ୍ଭେ ତୁମ୍ଭର ଆଶାବାଡ଼ିଟିକୁ ସାଙ୍ଗ ରେ ନଇୟୋଅ। ତୁମ୍ଭେ ଅଦ୍ଭୁତ କାର୍ୟ୍ଯ କରିବାକୁ ଏହି ଆଶାବାଡ଼ି ବ୍ଯବହାର କରିବ।
ରାତ୍ରି ସମୟରେ ସଦାପ୍ରଭୁ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, ଉଠ, ସହେି ଛାଉଣୀକକ୍ସ୍ଟ ଓହ୍ଲାଇ ୟାଅ। ସମାନଙ୍କେୁ ପରାସ୍ତ କରିବା ରେ ମୁ ତୁମ୍ଭମାନଙ୍କୁ ଅନକ୍ସ୍ଟମତି ଦବେି।
ଆଉ ଶାମକ୍ସ୍ଟଯଲରେ କଥା ସମସ୍ତ ଇଶ୍ରାୟେଲ ମଧିଅରେ ପ୍ରଚଳିତ ହେଲା। ଏଲି ବୃଦ୍ଧ ହେଲେ, ତାଙ୍କର ପକ୍ସ୍ଟତ୍ରମାନେ ପରମେଶ୍ବରଙ୍କ ବିରକ୍ସ୍ଟଦ୍ଧ ରେ କକ୍ସ୍ଟକାର୍ୟ୍ଯ କରି ଚାଲିଲେ।
ତୁମ୍ଭମାନେେ ସହେି ତୂତ୍ବୃକ୍ଷ ତାଟୋ ଉପରେ ୈସନ୍ଯମାନଙ୍କର ପଦାଗ୍ଭରଣର ଶଦ୍ଦ ପରି ଶଦ୍ଦ ଶକ୍ସ୍ଟଣିପାରିବ। ତବେେ ତୁମ୍ଭମାନେେ ସମାନଙ୍କେୁ ଶିଘ୍ର ଆକ୍ରମଣ କରିବ, କାରଣ ସହେି ସମୟରେ ସଦାପ୍ରଭୁ ତୁମ୍ଭମାନଙ୍କ ଆଗ ରେ ଯିବେ ଏବଂ ତୁମ୍ଭମାନଙ୍କ ସକାେଶ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବେ।
ଅନନ୍ତର ପରବର୍ଷ ବସନ୍ତ ରେ ବିନ୍ହଦଦ୍ ଅରାମୀଯମାନଙ୍କୁ ଏକତ୍ରୀତ କରି ଇଶ୍ରାୟେଲ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଅଫକେକୁ ଗଲେ।
ଦୁଇ ସୈନ୍ଯବାହିନୀ ସାତଦିନ ଧରି ସମ୍ମଖାସମ୍ମୁଖୀ ହାଇେ ଶିବିର ସ୍ଥାପନ କରି ରହିଲେ। ସପ୍ତମ ଦିନ ରେ ୟୁଦ୍ଧ ଆରମ୍ଭ ହେଲା ଓ ଇଶ୍ରାୟେଲୀୟ ସୈନ୍ଯମାନେ ଗୋଟିଏ ଦିନ ରେ ଅରାମୀଯ ସୈନ୍ଯମାନଙ୍କ ମଧ୍ଯରୁ 1,00,000 ପଦାତିକ ସୈନ୍ଯ ବଧ କଲେ।
ଇଲୀଶାୟ ଏକ ଦୂତ ନାମାନ୍ ନିକଟକୁ ପଠାଇ କହିଲେ, ୟାଅ, ୟର୍ଦ୍ଦନ ନଦୀ ରେ ସାତଥର ସ୍ନାନ କର। ତାହାହେଲେ ତୁମ୍ଭର ନୂତନ ମାଂସ ହବେ ଓ ତୁମ୍ଭେ ଶୁଚି ହବେ।
ଯୀଶୁଙ୍କର ମାଆ ସବେକମାନଙ୍କୁ କହିଲେ, ଯୀଶୁ ଯେପରି କହନ୍ତି, ତୁମ୍ଭମାନେେ ସପରେି କର।
ଯୀଶୁ କହିଲେ, ଏ ପଥରକୁ ଘୁଞ୍ଚାଇ ଦିଅ।
ଯେଉଁମାନେ ନଷ୍ଟ ହାଇେ ଯାଇଛନ୍ତି, ସମାନଙ୍କେ ଲାଗି କୃଶର ବାର୍ତ୍ତା ସଂପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭପ୍ରତି ଏହା ପରମେଶ୍ବରଙ୍କ ଶକ୍ତି ସ୍ବରୂପ।