Home Bibles କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:18 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:18 · ଓଡ଼ିଆ ବାଇବେଲ

ଆମ୍ଭର ଆଖି ଦୃଶ୍ଯ ବିଷୟଗୁଡ଼ିକ ଉପରେ ନ ରହି, ଅଦୃଶ୍ଯ ବିଷୟ ଉପରେ କନ୍େଦ୍ରୀଭୂତ ହେଉ। କାରଣ ଯାହା ଆମ୍ଭକୁ ଦଖାେ ଯାଉଛି, ତାହା ଅସ୍ଥାଯୀ, ଓ ଯାହା ଅଦୃଶ୍ଯ, ତାହା ସମ୍ପୂର୍ଣ୍ଣ ଚିରସ୍ଥାଯୀ।

Cross references

ଲେବୀୟ ପୁସ୍ତକ 16:25

ଆଉ ସେ ପାପାର୍ଥକ ବଳିର ମଦେ ୟଜ୍ଞବଦେୀ ରେ ଦଗ୍ଧ କରିବ।

ମାଥିଉଲିଖିତ ସୁସମାଚାର 25:46

ତା'ପରେ ଏହି ଲୋକଗୁଡ଼ିକ ଚ଼ାଲିଯିବେ, ସମାନଙ୍କେୁ ସବୁ ଦିନ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ। କିନ୍ତୁ ଭଲ ଲୋକମାନେ ଅନନ୍ତଜୀବନ ଲାଭ କରିବେ।

ରୋମୀୟଙ୍କ ପ୍ରତି ପତ୍ର 8:24

ଆମ୍ଭେ ପରିତ୍ରାଣ ପାଇଥିଲୁ ଓ ଆମ୍ଭର ଏହି ଭରଷା ଅଛି। ଯାହା ପାଇଁ ଆମ୍ଭେ ଭରଷା କରିଛୁ ଯଦି ଆମ୍ଭେ ତାହାକୁ ଦେଖି ପାରୁ, ତା' ହେଲେ ତାହା ପ୍ରକୃତ ରେ ଭରସା ନୁହେଁ। ମଣିଷ, ଯାହା ତା' ପାଖ ରେ ଏବେ ଅଛି, ସେ ଗୁଡିକ ପାଇଁ ଭରସା କରେ ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:7

ଆମ୍ଭେ ଯାହା ଦେଖୁ, ତା' ସାହାୟ୍ଯ ରେ ନୁହେଁ, ମାତ୍ର ବିଶ୍ବାସ ଦ୍ବାରା ପରିଚାଳିତ ହେଉ, ସେଥିପାଇଁ ମୁଁ କୁ ହେ ଯେ, ଆମ୍ଭମାନଙ୍କର ଆଶା ଅଛି।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:16

ତୁମ୍ଭମାନଙ୍କ ପାଇଁ ପ୍ରେତ୍ୟକକ ଉତ୍ତମ କାର୍ୟ୍ଯ କରିବାକୁ ଓ ପ୍ରେତ୍ୟକକ ଉତ୍ତମ କଥା କହିବା ପାଇଁ ସକ୍ଷମ ହବେ। ସେଥିପାଇଁ ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ଓ ଆମ୍ଭର ପରମପିତା ଓ ପରମେଶ୍ବର ତୁମ୍ଭମାନଙ୍କୁ ଉତ୍ସାହ ଓ ଶକ୍ତି ପ୍ରଦାନ କରନ୍ତୁ ଓ ସାନ୍ତ୍ବନା ଦିଅନ୍ତୁ, ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ।

ଏବ୍ରୀ 11:1

ବିଶ୍ବାସର ଅର୍ଥ ହେଉଛି ଆମ୍ଭେ ଭରସା କରୁଥିବା ବିଷୟ ପ୍ରତି ସୁନିଶ୍ଚିତତା। ବିଶ୍ବାସ ଏଭଳି ସୁନିଶ୍ଚିତ ବୋଧ ଯେ, ଆମ୍ଭେ ଯାହା ନ ଦେଖୁ, ତାହା ବାସ୍ତବ ବୋଲି ଜାଣୁ।

ଏବ୍ରୀ 11:13

ସହେି ସମସ୍ତ ମହାନ ଲୋକ ମୃତ୍ଯୁ ପର୍ୟ୍ଯନ୍ତ ନିଜର ବିଶ୍ବାସ ସହିତ ଜୀବିତ ରହିଲେ। ପରମେଶ୍ବର ନିଜ ଲୋକଙ୍କୁ ପ୍ରତିଜ୍ଞା କରିଥିବା ବସ୍ତୁମାନ ସହେି ଲୋକମାନେ ପାଇଲେ ନାହିଁ। ସମାନେେ ଖାଲି ଦେଖିଲେ ଯେ, ସହେି ବିଷୟଗୁଡ଼ିକ ସୁଦୂର ଭବିଷ୍ଯତ ରେ ଆସିବ, ଓ ସମାନେେ ( ସତେିକି ରେ) ଖୁସି ହେଲେ। ସମାନେେ ଗ୍ରହଣ କରି ନେଲେ ଯେ ସମାନେେ ଏହି ପୃଥିବୀ ରେ ଯାତ୍ରୀ ଓ ଅପରିଚିତ ବ୍ଯକ୍ତି ଅଟନ୍ତି।

ଏବ୍ରୀ 11:25

ସେ ପାପର କ୍ଷଣକ ସୁଖଭୋଗ କରିବା ପାଇଁ ଚାହିଁଲେ ନାହିଁ। ତା' ପରିବର୍ତେ ସେ ଈଶ୍ବରଙ୍କ ଲୋକମାନଙ୍କ ସହ୍ଯ ହେଉଥିବା ଦୁର୍ବ୍ଯବହାର ସହିବା ପସନ୍ଦ କଲେ। ନିଜର ବିଶ୍ବାସ ହତେୁ ସେ ଏପରି କଲେ।

ଏବ୍ରୀ 12:2

ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ। ଆମ୍ଭ ବିଶ୍ବାସର ନେତା ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ବାସକୁ ସିଦ୍ଧ କରନ୍ତି। ସେ କୃଶ ଉପରେ ମୃତ୍ଯୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କୃଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ବର ତାହାଙ୍କ ସମ୍ମୁଖ ରେ ଯେଉଁ ଆନନ୍ଦର ଲକ୍ଷ୍ଯ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ବରଙ୍କ ସିଂହାସନର ଡାହାଣ ରେ ବସିଛନ୍ତି।

ଯୋହନଙ୍କ ପ୍ରଥମ ପତ୍ର 2:16

ସଂସାରର ଏହି ବିଷୟଗୁଡ଼ିକ ମନ୍ଦ ଅଟେ। ଯଥା :

ଯୋହନଙ୍କ ପ୍ରଥମ ପତ୍ର 2:25

ପୁତ୍ର ଆମ୍ଭମାନଙ୍କୁ ଏହି ଅନନ୍ତ ଜୀବନ ଦବେେ ବୋଲି ପ୍ରତିଜ୍ଞା କରିଛନ୍ତି।

Interlinear

Choose Theme