Home Bibles ଲେବୀୟ ପୁସ୍ତକ 16:25 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 16:25 · ଓଡ଼ିଆ ବାଇବେଲ

ଆଉ ସେ ପାପାର୍ଥକ ବଳିର ମଦେ ୟଜ୍ଞବଦେୀ ରେ ଦଗ୍ଧ କରିବ।

Cross references

ଯାତ୍ରା ପୁସ୍ତକ 29:13

ତା'ପରେ ତା'ର ଭିତରର ମଦେ, କଲିଜାର ମଦେ ଅଂଶ, ୟକୃତ ଏବଂ ଚାରିପଟେ ଥିବା ମଦକେୁ ୟଜ୍ଞବଦେୀ ରେ ଦଗ୍ଧ କର।

ଲେବୀୟ ପୁସ୍ତକ 3:3

ସେ ମଙ୍ଗଳାର୍ଥକ ନବୈେଦ୍ଯର କିଛି ଅଂଶ ସଦାପ୍ରଭୁଙ୍କୁ ଉପହାର ରୂପେ ଉତ୍ସର୍ଗ କରିବ। ଆଉ ଯାଜକ-ଅନ୍ତ ଆଚ୍ଛାଦକ ମଦେ ଓ ଅନ୍ତ୍ର-ଉପରିସ୍ଥ ମଦେ ଉତ୍ସର୍ଗ କରିବ।

ଲେବୀୟ ପୁସ୍ତକ 4:8

ସେ ପାପ ପାଇଁ ଉତ୍ସର୍ଗୀକୃତ ଷଣ୍ଢର ସମସ୍ତ ମଦେ, ଯାହାକି ଅନ୍ତବୁଜୁଳାର ଉପରିସ୍ଥ ଏବଂ ପାଶର୍‌ବବର୍ତ୍ତୀ ମଦେ ହବୋ ଉଚିତ୍।

ଲେବୀୟ ପୁସ୍ତକ 4:19

ତା'ପରେ ଯାଜକ ବଳିର ସମସ୍ତ ମଦେ ନଇେ ୟଜ୍ଞବଦେୀ ଉପରେ ଦଗ୍ଧ କରିବା ଉଚିତ୍।

ଲେବୀୟ ପୁସ୍ତକ 16:6

ତା'ପରେ ହାରୋଣ ନିଜ ପାଇଁ ଗୋବତ୍ସକୁ ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବ। ସେ ନିଜକୁ ଓ ନିଜ ପରିବାରକୁ ଏଥି ରେ ପ୍ରାଯଶ୍ଚିତ କରିବ।

Interlinear

Choose Theme