Home Bibles ଯୋହନଙ୍କ ପ୍ରଥମ ପତ୍ର 2:25 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରଥମ ପତ୍ର 2:25 · ଓଡ଼ିଆ ବାଇବେଲ

ପୁତ୍ର ଆମ୍ଭମାନଙ୍କୁ ଏହି ଅନନ୍ତ ଜୀବନ ଦବେେ ବୋଲି ପ୍ରତିଜ୍ଞା କରିଛନ୍ତି।

Cross references

ଦାନିଏଲ 12:2

ପୁଣି ଯେଉଁମାନେ ମୃତ ଓ କବର ପ୍ରାପ୍ତ ସମାନଙ୍କେ ମଧ୍ଯରୁ ଅନକେ ଜାଗି ଉଠିବେ। କେତକେ ଅନନ୍ତ ଜୀବନ, କେତକେ ଲଜ୍ଜା ଓ କେତକେ ଚିର ଅପମାନ ଭୋଗ ପାଇଁ ଉଠିବେ।

ଲୂକଲିଖିତ ସୁସମାଚାର 18:30

ସେ ଛାଡିଥିବା ବସ୍ତୁ ଅପେକ୍ଷେ ଅଧିକ ପାଇବ। ସେ ଲୋକ ଏହି ଜୀବନକାଳ ମଧିଅରେ ତ ଅନକେ ଗୁଣ ଅଧିକ ପାଇବ ଏବଂ ମରିଗଲା ପରେ ମଧ୍ଯ ସେ ପରମେଶ୍ବରଙ୍କ ସହିତ ଚିରକାଳ ବାସ କରିବ।

ଯୋହନଲିଖିତ ସୁସମାଚାର 5:39

ତୁମ୍ଭମାନେେ ଯତ୍ନ ସହକା ରେ ଧର୍ମ ଶାସ୍ତ୍ରଗୁଡିକ ଅଧ୍ଯୟନ କରୁଛ। କାରଣ ତୁମ୍ଭମାନେେ ବିଶ୍ବାସ କର ଯେ, ସହେି ଧର୍ମଶାସ୍ତ୍ର ଦ୍ବାରା ହିଁ ତୁମ୍ଭମାନେେ ଅନନ୍ତ ଜୀବନ ପାଇବ। ସହେି ଧର୍ମଶାସ୍ତ୍ରଗୁଡିକ ମାେ ବିଷୟ ରେ କହନ୍ତି।

ଯୋହନଲିଖିତ ସୁସମାଚାର 6:27

ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହାଇଯୋଏ। ତେଣୁ ତୁମ୍ଭେ ସହେିଭଳି ଖାଦ୍ୟ ପାଇବା ପାଇଁ କାର୍ୟ୍ଯ କର ନାହିଁ, ବରଂ ତୁମ୍ଭମାନେେ ଏଭଳି କର ଯାହା ଭଲ ହାଇେ ରହିଥିବ ଓ ତୁମ୍ଭକୁ ସବୁ ଦିନ ପାଇଁ ଜୀବନ ଦବେ। ମନୁଷ୍ଯ ପୁତ୍ର ସହେିପରି ଖାଦ୍ୟ ତୁମ୍ଭକୁ ଦବେେ। ପରମେଶ୍ବର ଦଖାଇେଛନ୍ତି ଯେ, ସେ ମନୁଷ୍ଯ ପୁତ୍ରଙ୍କ ସହିତ ଅଛନ୍ତି।

ଯୋହନଲିଖିତ ସୁସମାଚାର 6:47

ମୁଁ ତୁମ୍ଭକୁ ସତ୍ଯ କହୁଛି, ଯଦି କୌଣସି ବ୍ଯକ୍ତି ବିଶ୍ବାସ କରେ ତବେେ ସେ ଅନନ୍ତ ଜୀବନ ଲାଭ କରେ।

ଯୋହନଲିଖିତ ସୁସମାଚାର 6:54

ଯେଉଁ ବ୍ଯକ୍ତି ମାେ ମାଂସ ଖାଏ ଓ ମାେ ରକ୍ତ ପିଏ, ସେ ଅନନ୍ତଜୀବନ ପାଏ। ମୁଁ ସହେି ଲୋକକୁ ଶଷେ ଦିନ ରେ ମୃତ୍ଯୁ ରୁ ଉେଠଇବି।

ଯୋହନଲିଖିତ ସୁସମାଚାର 6:68

ଶିମାନେ ପିତର ଉତ୍ତର ଦେଲେ, ପ୍ରଭୁ, ଆମ୍ଭେ କାହା ପାଖକୁ ୟିବୁ? ତୁମ୍ଭ ପାଖ ରେ ଅନନ୍ତ ଜୀବନ ଅଛି।

ଯୋହନଲିଖିତ ସୁସମାଚାର 10:28

ମୁଁ ନିଜ ମଷେମାନଙ୍କୁ ଅନନ୍ତ ଜୀବନ ଦିଏ। ସମାନେେ କଦାପି ମରିବେ ନାହିଁ। ସମାନଙ୍କେୁ ମାେ ହାତରୁ କହେି ଛଡଇେ ନଇେ ପାରିବେ ନାହିଁ।

ଯୋହନଲିଖିତ ସୁସମାଚାର 12:50

ମୁଁ, ଜାଣେ, ମାେ ପରମପିତା ଯାହା ଆଦେଶ ଦିଅନ୍ତି, ସହେିଠାରୁ ଅନନ୍ତ ଜୀବନ ଆ ସେ। ତେଣୁ ମୁଁ ଯାହା କରିଛି, ତାହା କହିବା ପାଇଁ ମାେତେ ପରମପିତା କହିଛନ୍ତି।

ଯୋହନଲିଖିତ ସୁସମାଚାର 17:2

ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଉପରେ କ୍ଷମତା ହଇେଛ। ଯେପରି ତୁମ୍ଭେ ତାହାଙ୍କୁ ଯେଉଁମାନଙ୍କ ପାଇଁ ଦଇେଛ, ସେସମସ୍ତଙ୍କୁ ସହେି ପୁତ୍ର ଅନନ୍ତ ଜୀବନ ଦିଅନ୍ତି।

ରୋମୀୟଙ୍କ ପ୍ରତି ପତ୍ର 2:7

କେତକେ ଲୋକ ପରମେଶ୍ବରଙ୍କର ମହିମା, ସମ୍ମାନ ଓ ପରମେଶ୍ବର ଦବୋକୁ ଥିବା ଅନନ୍ତ ଜୀବନ ପାଇଁ ବଞ୍ଚିନ୍ତି। ଯେଉଁମାନେ ସର୍ବଦା ଭଲ କାମ କରି ର୍ଧୈୟ୍ଯପୂର୍ବକ ଏହି ଗୁଡ଼ିକ ପାଇଁ ଜୀବନ ଧାରଣ କରନ୍ତି, ସହେି ଲୋକମାନଙ୍କୁ ପରମେଶ୍ବର ଅନନ୍ତ ଜୀବନ ପ୍ରଦାନ କରିବେ।

ରୋମୀୟଙ୍କ ପ୍ରତି ପତ୍ର 5:21

ଆମ୍ଭମାନଙ୍କୁ ଶାସନ କରିବା ପାଇଁ ପାପ ଥରେ ମୃତ୍ଯୁକୁ ବ୍ଯବହାର କଲା। କିନ୍ତୁ ପରମେଶ୍ବର ନିଜର ଅଧିକ ଅନୁଗ୍ରହ ପ୍ରଦାନ କଲେ ଯାହା ଦ୍ବାରା ଅନୁଗ୍ରହ ଶାସନ କଲା ଓ ଲୋକେ ପରମେଶ୍ବରଙ୍କ ପ୍ରତି ଧାର୍ମିକ ହାଇେ ରହିଲେ। ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ଏହା ଅନନ୍ତ ଜୀବନ ଆଣିଲା।

ରୋମୀୟଙ୍କ ପ୍ରତି ପତ୍ର 6:23

ପାପର ସ୍ବାଭାବିକ ପରିଣତି ମୃତ୍ଯୁ। କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହଦାନ ଆମ୍ଭର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତା ରେ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି।

ଗାଲାତୀୟଙ୍କ ପ୍ରତି ପତ୍ର 6:8

ଯେଉଁ ଲୋକ ନିଜର ପାପମୟ ସ୍ବଭାବକୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ବିନାଶ ଦାୟକ ଫସଲ କାଟିବ। କିନ୍ତୁ ଜଣେ ଯଦି ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ଆତ୍ମାଙ୍କଠାରୁ ଅନନ୍ତ ଜୀବନ ରୂପକ ଶସ୍ଯ କାଟିବ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:16

କିନ୍ତୁ ମାେତ ଅନୁଗ୍ରହ ମିଳିଲା। ମାେତେ ଅନୁଗ୍ରହ ଦିଆଗଲା, ଯାହା ଦ୍ବାରା ଖ୍ରୀଷ୍ଟ ଯୀଶୁ ପ୍ରମାଣିତ କଲେ ଯେ ସେ ମାେ ପ୍ରତି ଅସୀମ ର୍ଧୈୟ୍ଯ ଦଖାଇେଛନ୍ତି। ମାେ ଭଳି ବଡ଼ ପାପୀ ପ୍ରତି ସେ ର୍ଧୈୟ୍ଯଶୀଳତା ଦଖାଇେଲେ। ଯେଉଁମାନେ ତାହାଙ୍କୁ ବିଶ୍ବାସ କରିବେ, ଅନନ୍ତ ଜୀବନ ଲାଭ କରିବେ। ସମାନଙ୍କେ ପାଇଁ ମୁଁ ଯେପରି ଆଦର୍ଶ ସ୍ବରୂପ ହୁଏ, ସେଥିପାଇଁ ଖ୍ରୀଷ୍ଟ ଯୀଶୁ ଚାହିଁଲେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:12

ବିଶ୍ବାସକୁ ଧରି ରଖିବା ଗୋଟିଏ ଦୌଡ଼ ପ୍ରତିୟୋଗିତା ଭଳି। କୌଣସି ମତେ ସହେି ପ୍ରତିୟୋଗିତା ଜିତିବାକୁ ଚେଷ୍ଟା କର। ଅନନ୍ତଜୀବନ ଧାରଣ କର। ତୁମ୍ଭକୁ ସେଥିପାଇଁ ଡ଼କା ଯାଇଛି। ଅନକେ ଲୋକଙ୍କ ଆଗ ରେ ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ରେ ମହାନ୍ ସତ୍ଯକୁ ସ୍ବୀକାର କରିଛ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:19

ସପରେି କରି ସମାନେେ ସ୍ବର୍ଗ ରେ ନିଜ ପାଇଁ ସମ୍ପତ୍ତି ଜମା ରଖିବେ। ସହେି ସମ୍ପତ୍ତି ହେଉଛି ଦୃଢ଼ ମୂଳଦୁଆ ଯାହା ଉପରେ ସମାନଙ୍କେର ଭବିଷ୍ଯତ୍ ଜୀବନ ଠିଆ ହାଇପୋରିବ। ତା' ହେଲେ ସମାନେେ ପ୍ରକୃତ ଜୀବନର ଅଧିକାରୀ ହାଇେ ପାରିବେ।

ତୀତସଙ୍କ ପ୍ରତି ପତ୍ର 1:2

ଅନନ୍ତ ଜୀବନ ପାଇଁ ଆମ୍ଭର ଆଶାରୁ ସହେି ବିଶ୍ବାସ ଓ ଜ୍ଞାନ ଆସିଛି। ସମୟ ଆରମ୍ଭ ହବୋ ପୂର୍ବରୁ ପରମେଶ୍ବର ସହେି ଅନନ୍ତ ଜୀବନର ପ୍ରତିଶୃତି ଦଇେଥିଲେ ଓ ପରମେଶ୍ବର ମିଛ କହନ୍ତି ନାହିଁ।

ତୀତସଙ୍କ ପ୍ରତି ପତ୍ର 3:7

ତାହାଙ୍କ କୃପା ପାଇଁ ଆମ୍ଭେ ପରମେଶ୍ବରଙ୍କ ପ୍ରତି ଧାର୍ମିକ ହେଲୁ। ଆମ୍ଭେ ଯେପରି ଅନନ୍ତଜୀବନ ପାଇବୁ, ସେଥିପାଇଁ ପରମେଶ୍ବର ଆମ୍ଭକୁ ପବିତ୍ରଆତ୍ମା ଦାନ କଲେ।

ଯୋହନଙ୍କ ପ୍ରଥମ ପତ୍ର 1:2

ସହେି ଜୀବନ ଆମ୍ଭ ନିକଟରେ ପ୍ରକାଶିତ ହେଲା। ଆମ୍ଭେ ତାହା ଦେଖିଲୁ। ଆମ୍ଭେ ଏ ସମ୍ପର୍କ ରେ ପ୍ରମାଣ ଦଇପୋରୁ। ବର୍ତ୍ତମାନ ଆମ୍ଭେ ସହେି ଜୀବନ ସମ୍ପର୍କ ରେ ତୁମ୍ଭକୁ କହୁଛୁ। ଏହି ଜୀବନ ସଦାକାଳ ରହିଛନ୍ତି। ପୂର୍ବରୁ ଏହା ପିତା ପରମେଶ୍ବରଙ୍କ ସହିତ ଥିଲା। ପରମେଶ୍ବର ସହେି ଜୀବନ ଆମ୍ଭକୁ ପ୍ରକାଶିତ କଲେ।

ଯୋହନଙ୍କ ପ୍ରଥମ ପତ୍ର 5:11

ପରମେଶ୍ବର ଏହା କହନ୍ତି : ପରମେଶ୍ବର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦଇେଛନ୍ତି ଓ ସେ ଜୀବନ ତାହାଙ୍କ ପୁତ୍ରଙ୍କଠା ରେ ଅଛି।

ଯୋହନଙ୍କ ପ୍ରଥମ ପତ୍ର 5:20

ଆମ୍ଭେ ଏହା ମଧ୍ଯ ଜାଣୁ ଯେ, ପରମେଶ୍ବରଙ୍କ ପୁତ୍ର ଆସି ଅଛନ୍ତି ଓ ସେ ଆମ୍ଭମାନଙ୍କୁ ବୁଝିବା ଶକ୍ତି ପ୍ରଦାନ କରିଛନ୍ତି। ତେଣୁ ବର୍ତ୍ତମାନ ଆମ୍ଭେ ପରମେଶ୍ବରଙ୍କୁ ଜାଣିପାରୁ। ସହେି ପରମେଶ୍ବର ସତ୍ଯ ଅଟନ୍ତି। ସହେି ସତ୍ଯମୟ ପରମେଶ୍ବର ଓ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କଠା ରେ ଆମ୍ଭମାନଙ୍କର ଜୀବନ ଅଛି।

ଯିହୂଦାଙ୍କ ପତ୍ର 1:21

ପରମେଶ୍ବରଙ୍କର ପ୍ ରମେ ରେ ନିଜ ନିଜକୁ ସ୍ଥିର କରି ରଖ। ତୁମ୍ଭମାନେେ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦୟାର ଅପେକ୍ଷା କର। ସେ ତୁମ୍ଭକୁ ଅନନ୍ତ ଜୀବନ ପ୍ରଦାନ କରିବେ।

Interlinear

Choose Theme