Home Bibles କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:7 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:7 · ଓଡ଼ିଆ ବାଇବେଲ

ଆମ୍ଭେ ଯାହା ଦେଖୁ, ତା' ସାହାୟ୍ଯ ରେ ନୁହେଁ, ମାତ୍ର ବିଶ୍ବାସ ଦ୍ବାରା ପରିଚାଳିତ ହେଉ, ସେଥିପାଇଁ ମୁଁ କୁ ହେ ଯେ, ଆମ୍ଭମାନଙ୍କର ଆଶା ଅଛି।

Cross references

ଦିତୀୟ ବିବରଣ 12:9

କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ଯେଉଁ ବିଶ୍ରାମ ଓ ଅଧିକାର ଦବେେ, ତହିଁରେ ତୁମ୍ଭମାନେେ ଏପର୍ୟ୍ଯନ୍ତ ଉପସ୍ଥିତ ହାଇନୋହିଁ।

ରୋମୀୟଙ୍କ ପ୍ରତି ପତ୍ର 8:24

ଆମ୍ଭେ ପରିତ୍ରାଣ ପାଇଥିଲୁ ଓ ଆମ୍ଭର ଏହି ଭରଷା ଅଛି। ଯାହା ପାଇଁ ଆମ୍ଭେ ଭରଷା କରିଛୁ ଯଦି ଆମ୍ଭେ ତାହାକୁ ଦେଖି ପାରୁ, ତା' ହେଲେ ତାହା ପ୍ରକୃତ ରେ ଭରସା ନୁହେଁ। ମଣିଷ, ଯାହା ତା' ପାଖ ରେ ଏବେ ଅଛି, ସେ ଗୁଡିକ ପାଇଁ ଭରସା କରେ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 13:12

ସହେି ପ୍ରକାର ଆମ୍ଭେ ଗୋଟିଏ ଦର୍ପଣ ସାହାୟ୍ଯ ରେ ଦେଖୁଛୁ, କିନ୍ତୁ ସେତବେେଳେ ଆମ୍ଭେ ପୁଷ୍ପ ଦେଖିବା। ମୁଁ ଏବେ କବଳେ ଆଂଶିକଭାବରେ ଜାଣିଛି, କିନ୍ତୁ ସେତବେେଳେ ପରମେଶ୍ବର ମାେତେ ଯେପରି ଜାଣିଛନ୍ତି, ସହେିପରି ମୁଁ ସମ୍ପୂର୍ଣ୍ଣ ଭାବରେ ଜାଣିବି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:24

ପରମେଶ୍ବର ଏଥିର ସାକ୍ଷୀ। ମାେ କହିବା ଉଦ୍ଦେଶ୍ଯ ନୁହେଁ ଯେ, ଆମ୍ଭେ ତୁମ୍ଭମାନଙ୍କ ବିଶ୍ବାସକୁ ନିୟନ୍ତ୍ରିତ କରିବାକୁ ଇଚ୍ଛା କରୁ। ତୁମ୍ଭମାନେେ ବିଶ୍ବାସ ରେ ଦୃଢ଼ କିନ୍ତୁ ଆମ୍ଭମାନେେ ତୁମ୍ଭର ଆନନ୍ଦ ପାଇଁ ତୁମ୍ଭମାନଙ୍କର ସହକର୍ମୀ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:18

ଆମ୍ଭର ଆଖି ଦୃଶ୍ଯ ବିଷୟଗୁଡ଼ିକ ଉପରେ ନ ରହି, ଅଦୃଶ୍ଯ ବିଷୟ ଉପରେ କନ୍େଦ୍ରୀଭୂତ ହେଉ। କାରଣ ଯାହା ଆମ୍ଭକୁ ଦଖାେ ଯାଉଛି, ତାହା ଅସ୍ଥାଯୀ, ଓ ଯାହା ଅଦୃଶ୍ଯ, ତାହା ସମ୍ପୂର୍ଣ୍ଣ ଚିରସ୍ଥାଯୀ।

ଗାଲାତୀୟଙ୍କ ପ୍ରତି ପତ୍ର 2:20

ଅତଏବ ଏଲବ ମୁଁ ନିଲଜ ଜୀବିତ ନାହିଁ, ମାତ୍ରସମା ମଧିଅଲର ଯୀଶୁଖ୍ରୀଷ୍ଟ ଜୀବିତ ଅଛନ୍ତି।ସମାର ଶରୀର ମଧିଅଲର ମୁଁ ଏ ପର୍ୟ୍ଯନ୍ତ ଜୀବିତ ଅଛି ଓ ପରଲମଶ୍ବରଙ୍କ ପୁତ୍ରଙ୍କଠାସରସମାର ବିଶ୍ବାସ ପାଇଁ ମୁଁ ଜୀବିତ ଅଛି।ସସସମାଲତ ଭଲ ପାଇଲଲ।ସସସମା ଉଦ୍ଧାର ପାଇଁ ନିଜକୁ ସମର୍ପିତ କରିସଦଇଛନ୍ତି।

ଏବ୍ରୀ 10:38

ଯେଉଁ ଲୋକ ମାେ ସହିତ ଧାର୍ମିକ, ତା'ର ବିଶ୍ବାସ ହତେୁ ସେ ଜୀବିତ ରହିବ। କିନ୍ତୁ ଯଦି ସେ ଲୋକ ଭୟ ରେ ମୁହଁ ମାେଡ଼େ, ମୁଁ ତା' ଉପରେ ପ୍ରସନ୍ନ ହବେି ନାହିଁ। ହବକ୍କୂକ୍ 2:3-4

ଏବ୍ରୀ 11:1

ବିଶ୍ବାସର ଅର୍ଥ ହେଉଛି ଆମ୍ଭେ ଭରସା କରୁଥିବା ବିଷୟ ପ୍ରତି ସୁନିଶ୍ଚିତତା। ବିଶ୍ବାସ ଏଭଳି ସୁନିଶ୍ଚିତ ବୋଧ ଯେ, ଆମ୍ଭେ ଯାହା ନ ଦେଖୁ, ତାହା ବାସ୍ତବ ବୋଲି ଜାଣୁ।

ପିତରଙ୍କ ପ୍ରଥମ ପତ୍ 1:8

ତୁମ୍ଭେ ଯୀଶୁଖ୍ରୀଷ୍ଟଙ୍କୁ ନ ଦେଖି ମଧ୍ଯ ପ୍ ରମେ କରୁଛ। ଏବେ ତୁମ୍ଭେ ତାହାଙ୍କୁ ନ ଦେଖି ମଧ୍ଯ ବିଶ୍ବାସ କରୁଛ। ତୁମ୍ଭେ ଅତୁଳନୀୟ ଆନନ୍ଦ ପାଉଛ। ସହେି ଆନନ୍ଦ ମହିମା ରେ ପରିପୂର୍ଣ୍ଣ।

ପିତରଙ୍କ ପ୍ରଥମ ପତ୍ 5:9

ଶୟତାନର ଅନୁସରଣ କର ନାହିଁ। ନିଜ ବିଶ୍ବାସ ରେ ଦୃଢ଼ ହାଇେ ରୁହ। ସମଗ୍ର ବିଶ୍ବ ରେ ସର୍ବତ୍ର ତୁମ୍ଭ ଭାଇ ଓ ଭଉଣୀମାନେ ସମାନ ଭାବରେ ତୁମ୍ଭ ଭଳି ଯାତନା ପାଉଛନ୍ତି, ଏ କଥା ତୁମ୍ଭେ ଜାଣ।

Interlinear

Choose Theme