ମୁଁ ଏହି ସ୍ଥାନକୁ ନ ଆସିବା ପର୍ୟ୍ଯନ୍ତ ଓ ନିଜ ଚକ୍ଷୁ ରେ ନ ଦେଖିବା ପର୍ୟ୍ଯନ୍ତ ସହେି ଗଳ୍ପଗୁଡ଼ିକୁ ବିଶ୍ବାସ କରୁ ନ ଥିଲି। ଓଃ, ଆପଣଙ୍କ ମହାନ୍ ଜ୍ଞାନର ଅର୍ଦ୍ଧକେ ସୁଦ୍ଧା ମାେତେ କୁହାୟାଇ ନ ଥଲା। ମୁଁ ଯେଉଁ ସମସ୍ତ ଗଳ୍ପ ଶୁଣିଥିଲି। ଆପଣ ସେ ସବୁଥିରୁ ଆହୁରି ଅଧିକ ମହାନ୍ ଅଟନ୍ତି।
Cross references
ସେ ପୃଥିବୀର ସମସ୍ତ ଲୋକଙ୍କଠାରୁ ସେ ଅଧିକ ଜ୍ଞାନୀ ହେଲେ। ସେ ଇଶ୍ରାଯୀଯ ଏଥନ୍ ଓ ମାହୋଲର ପୁତ୍ର ହମେନ୍ ଓ କଲ୍କୋଲ ଓ ଦର୍ଦା, ଏମାନଙ୍କଠାରୁ ଅଧିକ ଜ୍ଞାନୀ ଥିଲେ। ତାଙ୍କର ୟଶ ସମସ୍ତ ଦେଶର ଗ୍ଭରିଆଡେ ବ୍ଯାପିଗଲା।
ସମଗ୍ର ପୃଥିବୀସ୍ଥ ଲୋକମାନେ ରାଜା ଶଲୋମନଙ୍କର ଜ୍ଞାନ ବିଷଯ ଶୁଣିଲେ। ସମସ୍ତ ଦେଶର ରାଜାଗଣ ଯେଉଁମାନେ ରାଜା ଶଲୋମନଙ୍କ ଜ୍ଞାନ ବିଷଯ ରେ ଶୁଣିଲେ, ସମାନଙ୍କେର ଜ୍ଞାନୀ ଲୋକମାନଙ୍କୁ ତାଙ୍କ ନିକଟକୁ ପଠାଇଲେ। ସମାନଙ୍କେ ନିକଟରୁ ସର୍ବଦେଶୀଯ ଲୋକେ ତାଙ୍କର ଜ୍ଞାନ କଥା ଶୁଣିବାକୁ ଆସିଲେ।
ମୁଁ ଆଖି ରେ ନ ଦେଖିବା ପର୍ୟ୍ଯନ୍ତ ବିଶ୍ବାସ କରି ପାରିଲି ନାହିଁ। ବର୍ତ୍ତମାନ ସେ ସବୁ ନିଜ ଆଖି ରେ ଦେଖିଅଛି। ଯାହା ସବୁ ମୁଁ ଶୁଣିଥିଲି, ତୁଳନାଆତ୍ମକ ମୁଁ ତାହା ପାଇଛି, ଜିନିଷଗୁଡିକ ମୁଁ ଏଠା ରେ ଯାହା ଦେଖୁଛି ବହୁତ ବଡ ଅଟେ। ତୁମ୍ଭର ଜ୍ଞାନ ଓ ଐଶ୍ବର୍ୟ୍ଯ ମାେତେ ଯାହା ଲୋକମାନେ କହିଥିଲେ, ତା'ଠାରୁ ବହୁତ ଅଧିକ।
ଏହାପରେ ସେ ଶଲୋମନଙ୍କୁ କହିଲେ, ମୁଁ ମାେ ଦେଶ ରେ ଆପଣଙ୍କ ମହାନ୍ କାର୍ୟ୍ଯାବଳୀ ଓ ଆପଣଙ୍କ ଜ୍ଞାନ ସମ୍ବନ୍ଧ ରେ ଯାହା ଶୁଣିଥିଲି, ତାହା ସତ୍ଯ ଅଟେ।
ପରମେଶ୍ବର, ତୁମ୍ଭେ ଆପଣା ଅନୁସରଣକାରୀମାନଙ୍କ ପାଇଁ ଉତ୍ତମତା ଏକ ଧନଭଣ୍ଡାର ପରି ରଖିଅଛ। ତୁମ୍ଭେ ସମସ୍ତଙ୍କ ସମ୍ମୁଖରେ ଭଲ କାର୍ୟ୍ଯ କର। ସହେି ଲୋକମାନଙ୍କ ପାଇଁ ଯେଉଁମାନେ ତୁମ୍ଭର ଅନୁଗତ।
ହେ ନାରୀଗଣ ମଧ୍ଯ ପରମ ସୁନ୍ଦରୀ। ତୁମ୍ଭର ପ୍ ରମେିକ ଅନ୍ୟ ପ୍ ରମେିକମାନଙ୍କ ଅପେକ୍ଷା କିପରି ଭଲ ଅଟନ୍ତି? ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଏହି ଶପଥ କରାଉଛ?
ପ୍ରେତ୍ୟକକ ଜିନିଷ ଉତ୍ତମ ଓ ସୁନ୍ଦର ହବେ। ଶସ୍ଯ ଏବଂ ନୂତନ ଦ୍ରାକ୍ଷାରସ ୟୁବକ ୟୁବତୀଙ୍କର ବଳ ବଢାଇବ।
ଅନ୍ୟ ଶିଷ୍ଯମାନେ ଥୋମାଙ୍କୁ କହିଲେ, ଆମ୍ଭେ ପ୍ରଭୁଙ୍କୁ ଦେଖିଲୁ। ଥୋମା କହିଲେ, ମୁଁ ତାହାଙ୍କ ହାତ ରେ କଣ୍ଟାଦାଗ ନ ଦେଖିଲା ପର୍ୟ୍ଯନ୍ତ ବିଶ୍ବାସ କରିବି ନାହିଁ। ମୁଁ ମାରେ ଆଙ୍ଗୁଠି ସହେି କଣ୍ଟାର ଦାଗ ରେ ନରଖିବା ଓ ତାହାଙ୍କ କକ୍ଷଦେଶ ରେ ମାରେ ହାତ ନଦବୋ ପର୍ୟ୍ଯନ୍ତ, ମୁଁ ବିଶ୍ବାସ କରିବି ନାହିଁ।
କିନ୍ତୁ ଶାସ୍ତ୍ରମାନଙ୍କ ରେ ଏହିପରି ଲଖାେ ଅଛି :
ପ୍ରିୟ ବନ୍ଧୁମାନେ, ଆମ୍ଭେ ବର୍ତ୍ତମାନ ପରମେଶ୍ବରଙ୍କର ସନ୍ତାନ, କିନ୍ତୁ ଭବିଷ୍ଯତ ରେ ଆମ୍ଭେ କ'ଣ ହବୋ ତାହା ଆମ୍ଭକୁ ଜଣାଇ ଦିଆଯାଇ ନାହିଁ। ଆମ୍ଭେ ଏହା ଜାଣିଛୁ ଯେ ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଆମ୍ଭେ ସବୁ ତାହାଙ୍କ ଭଳି ହାଇଯେିବା। ସେ ଯେପରି, ଆମ୍ଭେ ତାହାଙ୍କୁ ସହେି ରୂପରେ ଦେଖିବା।