Home Bibles ☰ Books ଗୀତସଂହିତା 31:19 · ଓଡ଼ିଆ ବାଇବେଲ
ଗୀତସଂହିତା 31:19 · ଓଡ଼ିଆ ବାଇବେଲ

ପରମେଶ୍ବର, ତୁମ୍ଭେ ଆପଣା ଅନୁସରଣକାରୀମାନଙ୍କ ପାଇଁ ଉତ୍ତମତା ଏକ ଧନଭଣ୍ଡାର ପରି ରଖିଅଛ। ତୁମ୍ଭେ ସମସ୍ତଙ୍କ ସମ୍ମୁଖରେ ଭଲ କାର୍ୟ୍ଯ କର। ସହେି ଲୋକମାନଙ୍କ ପାଇଁ ଯେଉଁମାନେ ତୁମ୍ଭର ଅନୁଗତ।

Cross references

ଗଣନା ପୁସ୍ତକ 23:23

କୈଣସି ଶକ୍ତି ୟାବୁକ ବଂଶକୁ ପରାସ୍ତ କରି ପାରିବ ନାହିଁ କିମ୍ବା କୌଣସି ମନ୍ତ୍ର ଇଶ୍ରାୟେଲକୁ ନିବୃତ୍ତ କରିପାରିବ ନାହିଁ। ଏହି କ୍ଷଣି ଯାକୁବ ଓ ଇଶ୍ରାୟେଲ ବିଷଯ ରେ କୁହାୟିବ; 'ପରମେଶ୍ବର କି କର୍ମ କରିଅଛନ୍ତି।'

ଗୀତସଂହିତା 12:5

କିନ୍ତୁ ସଦାପ୍ରଭୁ କହନ୍ତି, ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଚୋରାଇ ନିଅନ୍ତି। ସମାନେେ ଅସହାୟ ଲୋକଙ୍କଠାରୁ ଜିନିଷ ନଇୟୋଆନ୍ତି। କିନ୍ତୁ ମୁଁ ସମାନଙ୍କେ ଉଦ୍ଦେଶ୍ଯ ସଫଳ ହବୋକୁ ଦବେି ନାହିଁ ଓ ମୁଁ ସହେି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।

ଗୀତସଂହିତା 16:11

ତୁମ୍ଭେ ମାେତେ ବଞ୍ଚିବା ପାଇଁ ଜୀବନପଥ ଶିକ୍ଷା ଦବେ। ୟେ ହତେୁ ମୁଁ ତୁମ୍ଭ ସହିତ ଅଛି। ହେ ସଦାପ୍ରଭୁ, ତୁମ୍ଭେ ମାେତେ ସୁଖ ଶାନ୍ତିରେ ରହିବାକୁ ଦବେ। ୟେ ହତେୁ ମୁଁ ତୁମ୍ଭର ଦକ୍ଷିଣ ପାଶର୍‌ବରେ ଅବସ୍ଥିତ, ମାେ ପାଇଁ ଚିରଦିନ ନିତ୍ଯ ସୁଖ ଭୋଗ ଆଣିଦବେ।

ଗୀତସଂହିତା 23:5

ହେ ସଦାପ୍ରଭୁ, ତୁମ୍ଭେ ମାରେ ଶତ୍ରୁମାନଙ୍କ ସମ୍ମୁଖରେ ମାରେ ମଜେ ସଜାଇଅଛ। ତୁମ୍ଭେ ମାରେ ମୁଣ୍ଡରେ ତଲେ ଢ଼ାଳିଛ। ମାେ ପାନପାତ୍ର ପୂର୍ଣ୍ଣ ହାଇେ ଉଚ୍ଛୁଳି ପଡ଼ିଛି।

ଗୀତସଂହିତା 36:7

ତୁମ୍ଭର ପ୍ରମେ ଓ କରୁଣାଠାରୁ କିଛି ଅଧିକ ମୂଲ୍ଯବାନ ବସ୍ତୁ ନାହିଁ। ଲୋକମାନେ ଓ ସ୍ବର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି।

ଗୀତସଂହିତା 68:28

ହେ ପରମେଶ୍ବର, ଆମ୍ଭକୁ ଆପଣାର ଶକ୍ତି ଦଖାେଅ, ୟାହାର ଉପ ଭୋଗ ତୁମ୍ଭେ ଆମ୍ଭ ପାଇଁ ବିତିୟାଇଥିବା ଦିନରେ କରିଥିଲ।

ଗୀତସଂହିତା 73:1

ପରମେଶ୍ବର ସତରେ ଇଶ୍ରାୟେଲର ମଙ୍ଗଳକାରୀ। ଯେଉଁମାନଙ୍କର ହୃଦଯ ପବିତ୍ର ସମାନଙ୍କେ ନିମନ୍ତେ ପରମେଶ୍ବର ମଙ୍ଗଳମଯ ଅଟନ୍ତି।

ଗୀତସଂହିତା 73:24

ହେ ପରମେଶ୍ବର, ତୁମ୍ଭେ ମାେତେ ଆଗଇେ ନଇେଛ। ତୁମ୍ଭେ ମାେତେ ସୁନ୍ଦର ଉପଦେଶ ଦଇେଅଛ ଓ ଶଷେରେ ତୁମ୍ଭେ ମାେତେ ଗୌରବରେ ଗ୍ରହଣ କରିବ।

ଗୀତସଂହିତା 126:2

ଆମ୍ଭମାନେେ ଖୁସିରେ ପୂର୍ଣ୍ଣ ହାଇେଥିଲୁ ଏବଂ ଖୁସିରେ ଗୀତ ଗାଇଲୁ। ଅନ୍ୟ ଜାତିର ଲୋକମାନେ କହିଲେ, ସଦାପ୍ରଭୁ ସମାନଙ୍କେ ପାଇଁ ମହତ କର୍ମ କଲେ।

ଗୀତସଂହିତା 145:7

ଲୋକମାନେ ତୁମ୍ଭର ମହାନ୍ ଉତ୍ତମତା ବିଷଯରେ କୁହନ୍ତୁ ଓ ସମାନେେ ତୁମ୍ଭ ଧାର୍ମିକତା ବିଷଯରେ ଗାନ କରନ୍ତୁ।

ଯିଶାଇୟ 26:12

ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ସକଳ କାର୍ୟ୍ଯ ସାଧନ କରିଅଛ। ତେଣୁ ଆମ୍ଭମାନଙ୍କୁ ଶାନ୍ତି ପ୍ରଦାନ କର।

ଯିଶାଇୟ 35:10

ପୁଣି ପରମେଶ୍ବରଙ୍କ ନିସ୍ତାରିତ ଲୋକମାନେ ଫରେି ଆସିବେ। ସମାନେେ ଆନନ୍ଦ ରେ ଗାନ କରି କରି ସିୟୋନ ରେ ଉପସ୍ଥିତ ହବେେ। ଚିରନ୍ତନ ଆନନ୍ଦ ସମାନଙ୍କେର ମସ୍ତକର ଭୂଷଣ ହବେ। ସମାନେେ ସମ୍ପୂର୍ଣ୍ଣ ଆନନ୍ଦ ଓ ଆହ୍ଲାଦ ଲାଭ କରିବେ। ପୁଣି ଶୋକ ଓ ଆର୍ତ୍ତସ୍ବର ଦୂରକୁ ପଳାଇୟିବ।

ଯିଶାଇୟ 64:4

କାରଣ ଯେ ନିଜ ଅପେକ୍ଷାକାରୀ ପକ୍ଷ ରେ କାର୍ୟ୍ଯ ସାଧନ କରନ୍ତି, ଲୋକେ ପ୍ରାଚୀନ କାଳରୁ ତୁମ୍ଭ ଛଡ଼ା ଅନ୍ୟ ପରମେଶ୍ବର କଥା ଶୁଣି ନାହାଁନ୍ତି କିମ୍ବା କର୍ଣ୍ଣଗୋଚର ହାଇେ ନାହିଁ କିମ୍ବା ଚକ୍ଷୁ ଦେଖି ନାହିଁ।

Interlinear

Choose Theme