Home Bibles ଦିତୀୟ ବଂଶାବଳୀ 9:5 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 9:5 · ଓଡ଼ିଆ ବାଇବେଲ

ଏହାପରେ ସେ ଶଲୋମନଙ୍କୁ କହିଲେ, ମୁଁ ମାେ ଦେଶ ରେ ଆପଣଙ୍କ ମହାନ୍ କାର୍ୟ୍ଯାବଳୀ ଓ ଆପଣଙ୍କ ଜ୍ଞାନ ସମ୍ବନ୍ଧ ରେ ଯାହା ଶୁଣିଥିଲି, ତାହା ସତ୍ଯ ଅଟେ।

Cross references

ପ୍ରଥମ ରାଜାବଳୀ 10:6

ସେ ଶଲୋମନଙ୍କୁ କହିଲେ, ମୁଁ ନିଜ ଦେଶ ରେ ଥାଇ ଆପଣଙ୍କ କାର୍ୟ୍ଯ ବିଷଯ ରେ ଓ ଆପଣଙ୍କ ଜ୍ଞାନ ସମ୍ବନ୍ଧ ରେ ଯାହା ଶୁଣିଥିଲି, ତାହା ସତ୍ଯ।

Interlinear

Choose Theme