Home Bibles ପ୍ରଥମ ରାଜାବଳୀ 4:34 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 4:34 · ଓଡ଼ିଆ ବାଇବେଲ

ସମଗ୍ର ପୃଥିବୀସ୍ଥ ଲୋକମାନେ ରାଜା ଶଲୋମନଙ୍କର ଜ୍ଞାନ ବିଷଯ ଶୁଣିଲେ। ସମସ୍ତ ଦେଶର ରାଜାଗଣ ଯେଉଁମାନେ ରାଜା ଶଲୋମନଙ୍କ ଜ୍ଞାନ ବିଷଯ ରେ ଶୁଣିଲେ, ସମାନଙ୍କେର ଜ୍ଞାନୀ ଲୋକମାନଙ୍କୁ ତାଙ୍କ ନିକଟକୁ ପଠାଇଲେ। ସମାନଙ୍କେ ନିକଟରୁ ସର୍ବଦେଶୀଯ ଲୋକେ ତାଙ୍କର ଜ୍ଞାନ କଥା ଶୁଣିବାକୁ ଆସିଲେ।

Cross references

ପ୍ରଥମ ରାଜାବଳୀ 10:1

ଅନନ୍ତର ଶିବା ଦେଶ ରେ ରାଣୀ ସଦାପ୍ରଭୁଙ୍କ ପ୍ରିଯ ଶଲୋମନଙ୍କ ସୁଖ୍ଯାତି ଶୁଣି କଠିନ ପ୍ରଶ୍ନଦ୍ବାରା ତାଙ୍କୁ ପରୀକ୍ଷା କରିବାକୁ ଆସିଲେ।

ଦିତୀୟ ବଂଶାବଳୀ 9:1

ଶିବାର ରାଣୀ ଶଲୋମନଙ୍କର ସୁଖ୍ଯାତି ବିଷଯ ରେ ଶୁଣିବାକୁ ପାଇଲେ। ତେଣୁ ସେ କଠିନ ପ୍ରଶ୍ନ ଦ୍ବାରା ଶଲୋମନଙ୍କୁ ପରୀକ୍ଷା କରିବା ନିମନ୍ତେ ୟିରୁଶାଲମକୁ ଆସିଲେ। ଶିବାର ରାଣୀଙ୍କ ସହିତ ତାଙ୍କ ଲୋକମାନଙ୍କର ଏକ ବୃହତ୍ ଦଳ ଥିଲା। ତାଙ୍କ ସହିତ ମସଲା, ପ୍ରଚୁର ସୁନା ଓ ବହୁମୂଲ୍ଯ ପଥର ରେ ଲଦି ହାଇେଥିବା ଓଟମାନେ ଥିଲେ। ସେ ଶ ଲୋମନଙ୍କ ନିକଟକୁ ଆସିଲେ ଓ ସେ ଯେଉଁ ବିଷଯ ରେ ଆଲୋଚନା କରିବାକୁ ଚାହୁଁଥିଲେ, ସେ ବିଷଯ ରେ ପଚାରିଲେ। ଶଲୋମନଙ୍କୁ ପଚାରିବା ନିମନ୍ତେ ତାଙ୍କ ନିକଟରେ ଅନକେ ପ୍ରଶ୍ନ ଥିଲା।

ଦିତୀୟ ବଂଶାବଳୀ 9:23

ପୃଥିବୀର ସମସ୍ତ ରାଜାଗଣ ଶ ଲୋମନଙ୍କୁ ସାକ୍ଷାତ କରିବାକୁ ଓ ତାଙ୍କର ଜ୍ଞାନପୂର୍ଣ୍ଣ ବିଚାର ଶୁଣିବା ପାଇଁ ଆସିବାକୁ ଲାଗିଲେ। ପରମେଶ୍ବର ଶଲୋମନଙ୍କୁ ସହେିପରି ଜ୍ଞାନ ପ୍ରଦାନ କରିଥିଲେ।

ଯିଶାଇୟ 2:2

ଶଷେ ଦିନ ରେ ଏହା ହିଁ ଘଟିବ। ସଦାପ୍ରଭୁଙ୍କର ମନ୍ଦିରର ପର୍ବତ ଉଚ୍ଚତମ ଶିଖର ରେ ହବେ। ଏହା ଅନ୍ୟ ସମସ୍ତ ପାହାଡ଼ଗୁଡ଼ିକ ମଧିଅରେ ଉଚ୍ଚତର ହବେ। ସମସ୍ତ ଗୋଷ୍ଠୀର ଲୋକମାନେ ସୋର୍ତ ସଦୃଶ ସଠାେକୁ ଧାବିତ ହବେେ।

ଯିଖରିୟ 8:23

ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ସହେି ଦିନମାନଙ୍କ ରେ ଏପରି ଘଟିବ ଯେ ସର୍ବ ଭାଷାବାଦୀ ଗୋଷ୍ଠୀଗଣ ମଧ୍ଯରୁ ଦଶଜଣ ଲୋକ, ଜଣେ ୟିହୁଦୀ ଲୋକର ବସ୍ତ୍ରାଞ୍ଚଳ ଧରି କହିବେ, 'ତୁମ୍ଭ ସହିତ ଆମ୍ଭେ ୟିବୁ। ଆମ୍ଭେ ଶୁଣିଲୁ ଯେ, ପରମେଶ୍ବର ତୁମ୍ଭ ମଧିଅରେ ଅଛନ୍ତି।'

Interlinear

Choose Theme