Home Bibles ଯିରିମିୟ 31:5 · ଓଡ଼ିଆ ବାଇବେଲ
ଯିରିମିୟ 31:5 · ଓଡ଼ିଆ ବାଇବେଲ

ତୁମ୍ଭେ କୃଷକମାନେ ପୁନର୍ବାର ଶମରିଯାର ପର୍ବତ ରେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବ। ତୁମ୍ଭମାନେେ ରୋପଣ କରି ତାହାର ଫଳ ଭୋଗ କରିବ।

Cross references

ଲେବୀୟ ପୁସ୍ତକ 19:23

ଭବିଷ୍ଯତ ରେ ତୁମ୍ଭମାନେେ ତୁମ୍ଭମାନଙ୍କର ଦେଶ ରେ ପ୍ରବେଶ କରିବ। ତୁମ୍ଭମାନେେ ଭୋଜନର୍ଥେ ସେତବେେଳେ ବହୁପ୍ରକାର ଫଳବୃକ୍ଷ ରୋପଣ କରିବ। ମାତ୍ର ବୃକ୍ଷ ରୋପଣ ପରେ ତୁମ୍ଭମାନେେ ତିନି ବର୍ଷ ପର୍ୟ୍ଯନ୍ତ ଅପେକ୍ଷା କରିବ। ସେଥିରୁ କୌଣସି ଫଳ ବ୍ଯବହାର କରିବ ନାହିଁ। କାରଣ ତାହା ଅଶୁଚି।

ଦିତୀୟ ବିବରଣ 20:6

ଅନ୍ୟ କେଉଁ ଲୋକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତକ୍ସ୍ଟତ କରି ତହିଁର ଫଳ ଭୋଗ କରିନାହିଁ। ସେ ଫରେି ଆପଣା ଗୃହକକ୍ସ୍ଟ ଯାଉ କାରଣ ଯଦି ସେ ୟକ୍ସ୍ଟଦ୍ଧ ରେ ମରିୟାଏ, ତବେେ ଅନ୍ୟ କହେି ସହେି ଜମିକକ୍ସ୍ଟ ଭୋଗ କରିବ।

ଦିତୀୟ ବିବରଣ 28:30

ତୁମ୍ଭେ ଏକ ସ୍ତ୍ରୀଲୋକକୁ ବିବାହ କରିବ କିନ୍ତୁ ଅନ୍ୟ ଜଣେ ପୁରୁଷ ତାକକ୍ସ୍ଟ ଧର୍ଷଣ କରିବ। ତୁମ୍ଭେ ଏକ ଗୃହ ନିର୍ମାଣ କରିବ କିନ୍ତୁ ସେଥି ରେ ଅନ୍ୟ ଜଣେ ବାସ କରିବ। ତୁମ୍ଭମାନେେ ଦ୍ରାକ୍ଷାକ୍ଷେତ୍ର ରୋପଣ କରିବ ଓ ଅନ୍ୟ ଜଣେ ତା'ର ଫଳସବୁ ଖାଇବ। ତୁମ୍ଭେ ସେଥିରକ୍ସ୍ଟ କିଛି ପାଇବ ନାହିଁ।

ପ୍ରଥମ ଶାମୁୟେଲ 21:5

ଯାଜକ ଦାଉଦଙ୍କକ୍ସ୍ଟ କହିଲେ, ମାେ ପାଖ ରେ ଏଠା ରେ ସାଧାରଣ ରୋଟୀ ନାହିଁ। ମାେ ପାଖ ରେ କିଛି ପବିତ୍ର ରୋଟୀ ଅଛି। ତୁମ୍ଭର ଦାସମାନେ ଏ ରୋଟୀ ଖାଇପାରିବେ ଯଦି ସମାନେେ କୌଣସି ସ୍ତ୍ରୀ ଲୋକମାନଙ୍କ ସହିତ ଯଦି ୟୌନ ସଐର୍କ ରଖି ନ ଥିବେ।

ଗୀତସଂହିତା 107:37

ସହେି ଲୋକମାନେ ସମାନଙ୍କେର ଜମିରେ ବୀଜ ରୋପଣ କଲେ ଓ ସମାନେେ ଦ୍ରାକ୍ଷାଲତା ଲଗଇେଲେ ଏବଂ ଭଲ ଫସଲ ଅମଳ କରିପାରନ୍ତି।

ଯିଶାଇୟ 62:8

ସଦାପ୍ରଭୁ ନିଜର ଦକ୍ଷିଣ ହସ୍ତ ଓ ବଳବାନ୍ ବାହୁଦ୍ବାରା ଶପଥ କରିଛନ୍ତି, ଆମ୍ଭେ ତୁମ୍ଭର ଶସ୍ଯ ତୁମ୍ଭର ଶତ୍ରୁଗଣଙ୍କୁ ଶସ୍ଯ ନିମନ୍ତେ ନିଶ୍ଚଯ ଦବୋ ନାହିଁ ଓ ଯେଉଁ ଦ୍ରାକ୍ଷାରସ ପାଇଁ ତୁମ୍ଭେ ପରିଶ୍ରମ କରିଅଛ, ସହେି ନୂତନ ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ।

ଯିଶାଇୟ 62:9

ମାତ୍ର ଯେଉଁମାନେ କଠିନ ପରିଶ୍ରମ କଲେ ସମାନଙ୍କେୁ, ସମାନଙ୍କେ ଖାଇପାରିବେ ଏବଂ ସମାନଙ୍କେର ରସ ପାନ କରିବେ ଏବଂ ସଦାପ୍ରଭୁ ପ୍ରଶଂସା ଗାନ କରିବେ। ଯେଉଁମାନେ ତାହାକୁ ଅମଳ କରିଛନ୍ତି, ସମାନେେ ମାେ ପବିତ୍ର ଅଗଣା ରେ ପାନ କରିବେ।

ଯିଶାଇୟ 65:21

ସହେି ସ୍ଥାନ ରେ ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସମାନେେ ଦ୍ରାକ୍ଷାକ୍ଷତେ ପ୍ରସ୍ତୁତ କରି ତାହାର ଫଳ ଭୋଗ କରିବେ।

ଯିହିଜିକଲ 36:8

କିନ୍ତୁ ହେ ଇଶ୍ରାୟେଲର ପର୍ବତଗଣ, ତୁମ୍ଭମାନେେ ନିଶ୍ଚଯ ନିଜର ବୃକ୍ଷ ଉତ୍ପନ୍ନ କରିବ ଓ ମାରେ ଇଶ୍ରାୟେଲର ଲୋକମାନଙ୍କ ପାଇଁ ଫଳ ଉତ୍ପନ୍ନ କରିବ। କାରଣ ସମାନଙ୍କେର ଆଗମନ ସମୟ ସନ୍ନିକଟ।

ଆମୋଷ 9:14

ଆମ୍ଭେ ଇଶ୍ରାୟେଲକୁ ବନ୍ଦୀରୁ ମୁକ୍ତ କରିବା ଏବଂ ସମାନଙ୍କେୁ ସମାଙ୍କେର ଭୂମିକୁ ଫରୋଇ ଆଣିବା। ସମାନେେ ଧ୍ବଂସ ବିଧ୍ବଂସ ନଗରଗୁଡିକୁ ପୁନଃନିର୍ମାଣ କରିବେ ଏବଂ ସହେି ନଗରୀ ରେ ବାସ କରିବେ। ସମାନେେ ଦ୍ରାକ୍ଷାବୃକ୍ଷ କ୍ଷତେ ରେ ରୋପଣ କରିବେ ଏବଂ ଦ୍ରାକ୍ଷାରସ ପିଇବେ, ଯାହା ସଠାେକାର ଦ୍ରାକ୍ଷାଫଳରୁ ପ୍ରସ୍ତୁତ ହୁଏ। ସମାନେେ ମଧ୍ଯ ଗ୍ଭଷ କରିବେ ଓ ଉତ୍ପାଦିତ ଶସ୍ଯକୁ ଭକ୍ଷଣ କରିବେ।

ଓବଦିୟ 1:19

ଦକ୍ଷିଣର ଲୋକେ ଏଷୌର ପର୍ବତ ଉପ ରେ ବଞ୍ଚି ରହିବେ। ପାହାଡର ପାଦ ଦେଶ ରେ ଥିବା ଲୋକେ ପଲେଷ୍ଟୀୟ ରାଜ୍ଯ ଦଖଲ କରିବେ। ସହେି ଲୋକମାନେ ଇଫ୍ରଯିମ ଓ ଶମରିଯାର ରାଜ୍ଯ ରେ ବାସ କରିବେ। ବିନ୍ଯାମୀନ ଗିଲିଯଦ ଅଧିକାର କରିବେ।

ମୀଖା 4:4

ପ୍ରେତ୍ୟକକ ବ୍ଯକ୍ତି ନିଜ ନିଜ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ତଳେ ବସିବେ ଓ କହେି ସମାନଙ୍କେୁ ଭୟଭୀତ କରାଇବେ ନାହିଁ। କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହାହିଁ ଘଟିବ ବୋଲି କହିଲେ।

ଯିଖରିୟ 3:10

ସଦାପ୍ରଭୁ ସର୍ବଶକ୍ତିମାନ କୁହନ୍ତି, ସେତବେେଳେ ଲୋକମାନେ ଏକତ୍ର ବସିବେ ଓ ସମାନଙ୍କେର ବନ୍ଧୁ ଓ ପଡ଼ୋଶୀଙ୍କ ସହିତ ଆଳାପ କରିବେ। ସମାନେେ ଡିମ୍ବିରି ବୃକ୍ଷତଳେ ଓ ଦ୍ରାକ୍ଷାଲତା ତଳେ ବସିବାକୁ ପରସ୍ପରକୁ ନିମନ୍ତ୍ରଣ କରିବେ।

Interlinear

Choose Theme