Home Bibles ☰ Books ଦିତୀୟ ବଂଶାବଳୀ 9:11 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 9:11 · ଓଡ଼ିଆ ବାଇବେଲ

ରାଜା ଶ ଲୋମନ ସଦାପ୍ରଭୁଙ୍କ ମନ୍ଦିରର ପହାଚ ଓ ରାଜାଙ୍କ ଗୃହ ନିର୍ମାଣ କରିବା ନିମନ୍ତେ ଆଲ୍ଗମ୍ କାଠକୁ ବ୍ଯବହାର କଲେ। ଶଲୋମନ ଗାଯକମାନଙ୍କ ନିମନ୍ତେ ବୀଣା ଓ ସାରଙ୍ଗ ବାଦ୍ଯ ନିର୍ମାଣ କରିବା ନିମନ୍ତେ ମଧ୍ଯ ଆଲ୍ଗମ୍ କାଠ ବ୍ଯବହାର କଲେ। ଯିହୁଦା ଦେଶର କୌଣସି ବ୍ଯକ୍ତି ଆଲ୍ଗମ୍ କାଠରୁ ଏପ୍ରକାର ସୁନ୍ଦର ବସ୍ତ୍ର ନିର୍ମିତ ହବୋ ପୂର୍ବରୁ କବେେ ମଧ୍ଯ ଦେଖି ନ ଥିଲେ।

Cross references

ପ୍ରଥମ ରାଜାବଳୀ 10:12

ସହେି ଚନ୍ଦନ କାଠ ରେ ରାଜା ସଦାପ୍ରଭୁଙ୍କ ଗୃହର ଓ ରାଜ ଗୃହର ସ୍ତମ୍ଭ ଓ ଗାଯକମାନଙ୍କ ପାଇଁ ବୀଣା ଓ ବେ ହେଲା ନିର୍ମାଣ କଲେ। ଏ ପ୍ରକାର ଚନ୍ଦନ କାଠ କହେି କବେେ ପୂର୍ବରୁ ଇଶ୍ରାୟେଲକୁ ଆଣି ନଥିଲେ ଏବଂ ତାପରଠାରୁ କହେି ସହେିପରି ଚନ୍ଦନକାଠ ପୁନର୍ବାର ଦେଖି ନଥିଲେ।

ପ୍ରଥମ ବଂଶାବଳୀ 23:5

4,000 ଲବେୀୟ ଦ୍ବାରପାଳ ହବେେ ଏବଂ 4,000 ଲବେୀୟ ବାଦ୍ଯକାର ହବେେ। ମୁଁ ସମାନଙ୍କେ ନିମନ୍ତେ ବିଶଷେ ବାଦ୍ଯୟନ୍ତ୍ରସବୁ ନିର୍ମାଣ କରିଅଛି। ସମାନେେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ସହେି ବାଦ୍ଯୟନ୍ତ୍ରଗୁଡ଼ିକୁ ବ୍ଯବହାର କରିବେ।

ପ୍ରଥମ ବଂଶାବଳୀ 25:1

ଦାଉଦ ଓ ସନୋଧ୍ଯକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶଷେ ସବୋକାର୍ୟ୍ଯ କରିବା ନିମନ୍ତେ ପୃଥକ୍ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହମେନ ଓ ୟିହୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ହିଁ ସମାନଙ୍କେର ବିଶଷେ କାର୍ୟ୍ଯ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସବୋକାର୍ୟ୍ଯ କରୁଥିଲେ, ସମାନଙ୍କେର ତାଲିକା ଏହି :

ଗୀତସଂହିତା 92:1

ସଦାପ୍ରଭୁଙ୍କର ଧନ୍ଯବାଦ କରିବା ଉତ୍ତମ। ହେ ସର୍ବୋପରିସ୍ଥ ପରମେଶ୍ବର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।

ଗୀତସଂହିତା 150:3

ତୂରୀ ଧ୍ବନିରେ ପରମେଶ୍ବରଙ୍କର ପ୍ରଶଂସା କର। ନବେଲ ଓ ବୀଣା ୟନ୍ତ୍ରରେ ତାଙ୍କର ପ୍ରଶଂସା କର !

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:8

ସେ ଚର୍ମପତ୍ରକୁ ଗ୍ରହଣ କରିବାପରେ, ଚାରିଜୀବିତ ପ୍ରାଣୀ ଓ ଚବିଶଜଣ ପ୍ରାଚୀନ ତାହାଙ୍କ ସମ୍ମୁଖ ରେ ନଇଁପଡ଼ି ପ୍ରଣାମ କଲେ। ସମାନେେ ପ୍ରେତ୍ୟକକ ଗୋଟିଏ ଗୋଟିଏ ବୀଣା ଧରି ଥିଲେ। ସମାନେେ ସୁଗନ୍ଧିତ ଧୂପର ସୁନାର ପାତ୍ର ମଧ୍ଯ ଧରିଥିଲେ। ସହେି ସୁଗନ୍ଧିତ ଧୂପପାତ୍ରଗୁଡ଼ିକ ହେଉଛି, ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କର ପ୍ରାର୍ଥନା।

Interlinear

Choose Theme