Home Bibles ପ୍ରଥମ ବଂଶାବଳୀ 23:5 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 23:5 · ଓଡ଼ିଆ ବାଇବେଲ

4,000 ଲବେୀୟ ଦ୍ବାରପାଳ ହବେେ ଏବଂ 4,000 ଲବେୀୟ ବାଦ୍ଯକାର ହବେେ। ମୁଁ ସମାନଙ୍କେ ନିମନ୍ତେ ବିଶଷେ ବାଦ୍ଯୟନ୍ତ୍ରସବୁ ନିର୍ମାଣ କରିଅଛି। ସମାନେେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ସହେି ବାଦ୍ଯୟନ୍ତ୍ରଗୁଡ଼ିକୁ ବ୍ଯବହାର କରିବେ।

Cross references

ପ୍ରଥମ ରାଜାବଳୀ 10:12

ସହେି ଚନ୍ଦନ କାଠ ରେ ରାଜା ସଦାପ୍ରଭୁଙ୍କ ଗୃହର ଓ ରାଜ ଗୃହର ସ୍ତମ୍ଭ ଓ ଗାଯକମାନଙ୍କ ପାଇଁ ବୀଣା ଓ ବେ ହେଲା ନିର୍ମାଣ କଲେ। ଏ ପ୍ରକାର ଚନ୍ଦନ କାଠ କହେି କବେେ ପୂର୍ବରୁ ଇଶ୍ରାୟେଲକୁ ଆଣି ନଥିଲେ ଏବଂ ତାପରଠାରୁ କହେି ସହେିପରି ଚନ୍ଦନକାଠ ପୁନର୍ବାର ଦେଖି ନଥିଲେ।

ପ୍ରଥମ ବଂଶାବଳୀ 6:31

ନିଯମ ସିନ୍ଦୁକ ସଦାପ୍ରଭୁଙ୍କ ଗୃହର ତମ୍ବୁ ମଧିଅରେ ରଖାୟିବା ପରେ ଦାଉଦ ଏହି ବ୍ଯକ୍ତିମାନଙ୍କୁ ବାଦ୍ଯକାରୀ ରୂପେ ମନୋନୀତ କଲେ।

ପ୍ରଥମ ବଂଶାବଳୀ 6:33

ସଙ୍ଗୀତ ଦ୍ବାରା ସବୋକାର୍ୟ୍ଯ କରୁଥିବା ବ୍ଯକ୍ତିଗଣ ଓ ସମାନଙ୍କେର ପୁତ୍ରଗଣ କହାତଙ୍କର ବଂଶଧର ଥିଲେ,

ପ୍ରଥମ ବଂଶାବଳୀ 9:17

ୟିରୁଶାଲମ୍ ରେ ଏହି ଦ୍ବାରପାଳକାନେ ବାସ କରୁଥିଲେ : ଶଲ୍ଲୁମ, ଅକ୍ଲ୍ବବ୍, ଟଲମାେନ୍, ଅହୀମାନ ଓ ସମାନଙ୍କେର ଆତ୍ମୀଯବର୍ଗ। ଶଲ୍ଲୁମ୍ ସମାନଙ୍କେର ମୁଖ୍ଯ ଥିଲେ।

ପ୍ରଥମ ବଂଶାବଳୀ 9:33

ସହେି ଲବେୀୟ ଗାଯକଗଣ ସମାନଙ୍କେର ପରିବାରର ମୁଖ୍ଯ ଥିଲେ ଏବଂ ସମାନେେ ମନ୍ଦିର ମଧିଅରେ ଥିବା କଠାେରୀଗୁଡ଼ିକରେ ରହୁଥିଲେ। ସମାନେେ ଅନ୍ୟ କାର୍ୟ୍ଯରୁ ମୁକ୍ତ ଥିଲେ। କାରଣ ଦିନରାତି ମନ୍ଦିରର କାର୍ୟ୍ଯ କରିବା ଦାଯିତ୍ବ ସମାନଙ୍କେ ଉପରେ ଥିଲା।

ପ୍ରଥମ ବଂଶାବଳୀ 15:16

ଦାଉଦ, ଲବେୀୟ ନେତାମାନଙ୍କୁ ସମାନଙ୍କେ ଭ୍ରାତାଗଣ ଗାଯକମାନଙ୍କୁ ଆଣିବା ନିମନ୍ତେ କହିଲେ। ଗାଯକମାନେ ସମାନଙ୍କେର ବୀଣା, ସାରଙ୍ଗ ଓ ଗିନି ଆଣିବେ ଓ ଆନନ୍ଦ ରେ ଗୀତଗାନ କରିବେ।

ପ୍ରଥମ ବଂଶାବଳୀ 16:4

ଏହାପରେ ନିଯମସିନ୍ଦୁକ ସମ୍ମୁଖ ରେ ସବୋକାର୍ୟ୍ଯ କରିବା ନିମନ୍ତେ ଦାଉଦ କେତଜେଣ ଲବେୀୟଙ୍କୁ ମନୋନୀତ କଲେ। ଇଶ୍ରାୟେଲର ପରମେଶ୍ବର, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସା ଓ ଧନ୍ଯବାଦ କରିବା ଏବଂ ଆନନ୍ଦ ଉତ୍ସବ କରିବା ସହେି ଲବେୀୟମାନଙ୍କ କାର୍ୟ୍ଯ ଥିଲା।

ପ୍ରଥମ ବଂଶାବଳୀ 16:38

ଓବେଦ୍ ଇଦୋମ ଓ ଅନ୍ୟ ଅଠଷଠି ଜଣ ଭ୍ରାତାମାନଙ୍କୁ ସେ ମଧ୍ଯ ସହେି ସ୍ଥାନ ରେ ଛାଡ଼ିଗଲେ। ଯବେୂଥୂନ୍ଙ୍କ ପୁତ୍ର ଓବେଦ୍ ଇଦୋମ୍, ହୋଷ ରକ୍ଷୀ ଥିଲେ।

ପ୍ରଥମ ବଂଶାବଳୀ 16:41

ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାର ଗୀତ ଗାନ କରିବା ନିମନ୍ତେ ହମେନ୍, ୟିଦୂଥୂନଙ୍କୁ ଓ ଅନ୍ୟ ସମସ୍ତ ଲବେୀୟଗଣଙ୍କୁ ନାମଧରି ମନୋନୀତ କରାୟାଇଥିଲା, କାରଣ ସଦାପ୍ରଭୁଙ୍କ ପ୍ ରମେ ଅନନ୍ତକାଳବ୍ଯାପୀ।

ପ୍ରଥମ ବଂଶାବଳୀ 23:30

ଲବେୀୟମାନେ ପ୍ରତି ପ୍ରଭାତ ରେ ଛିଡ଼ା ହେଉଥିଲେ ଓ ସଦାପ୍ରଭୁଙ୍କର ପ୍ରଶଂସାଗାନ କରୁଥିଲେ। ସମାନେେ ପ୍ରତିଦିନ ସନ୍ଧ୍ଯା ରେ ମଧ୍ଯ ଏହିପରି କରୁଥିଲେ।

ପ୍ରଥମ ବଂଶାବଳୀ 25:1

ଦାଉଦ ଓ ସନୋଧ୍ଯକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶଷେ ସବୋକାର୍ୟ୍ଯ କରିବା ନିମନ୍ତେ ପୃଥକ୍ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହମେନ ଓ ୟିହୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ହିଁ ସମାନଙ୍କେର ବିଶଷେ କାର୍ୟ୍ଯ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସବୋକାର୍ୟ୍ଯ କରୁଥିଲେ, ସମାନଙ୍କେର ତାଲିକା ଏହି :

ପ୍ରଥମ ବଂଶାବଳୀ 26:1

ଦ୍ବାରପାଳମାନଙ୍କର ଦଳଗୁଡ଼ିକ :

ଦିତୀୟ ବଂଶାବଳୀ 8:14

ଶଲୋମନ ତାଙ୍କ ପିତା ଦାଉଦଙ୍କର ଦତ୍ତ ନିର୍ଦ୍ଦଶାେବଳିକୁ ପାଳନ କଲେ। ଶଲୋମନ ଯାଜକମାନଙ୍କର ଦଳକୁ ସମାନଙ୍କେର ସବୋକାର୍ୟ୍ଯ ନିମନ୍ତେ ମନୋନୀତ କଲେ। ଶଲୋମନ ଲବେୀୟମାନଙ୍କୁ ମଧ୍ଯ ସମାନଙ୍କେର ସବୋକାର୍ୟ୍ଯ ନିମନ୍ତେ ମନୋନୀତ କଲେ। ଲବେୀୟମାନଙ୍କର କାର୍ୟ୍ଯ ଥିଲା ପ୍ରଶଂସା ଗାନ ରେ ନତେୃତ୍ବ ଦବୋ ଓ ମନ୍ଦିରର ସବୋକାର୍ୟ୍ଯ ନିମନ୍ତେ ଦୈନନ୍ଦିନ ଯେଉଁ ବିଷଯମାନ କରାୟାଏ, ସେଥି ରେ ଯାଜକମାନଙ୍କୁ ସାହାୟ୍ଯ କରିବା। ଆଉ ଶଲୋମନ ଦ୍ବାର ନିକଟରେ ସବୋକାର୍ୟ୍ଯ କରିବା ନିମନ୍ତେ ଦ୍ବାରପାଳମାନଙ୍କୁ ସମାନଙ୍କେର ଦଳ ଅନୁୟାଯୀ ମନୋନୀତ କଲେ। ପରମେଶ୍ବରଙ୍କ ଲୋକ ଦାଉଦ ତାକୁ ଏହା କରିବା ପାଇଁ ନିର୍ଦ୍ଦଶେ ଦଇେଥିଲେ।

ଦିତୀୟ ବଂଶାବଳୀ 20:19

କହାତୀଯ ପରିବାରବର୍ଗର ଲବେୀୟମାନେ ଓ କୋରହ ଠିଆ ହାଇେ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କର ପ୍ରଶଂସାଗାନ କରିବାକୁ ଲାଗିଲେ। ସମାନେେ ଅତି ଉଚ୍ଚସ୍ବର ରେ ସଦାପ୍ରଭୁଙ୍କର ପ୍ରଶଂସାଗାନ କରୁଥିଲେ।

ଦିତୀୟ ବଂଶାବଳୀ 20:28

ସମାନେେ ବୀଣା ବଜାଇ, ସୀତାର ବଜାଇ ଓ ତୂରୀ ବଜାଇ ସଦାପ୍ରଭୁଙ୍କର ମନ୍ଦିର ୟିରୁଶାଲମକୁ ଗଲେ।

ଦିତୀୟ ବଂଶାବଳୀ 29:25

ଦାଉଦ, ରାଜାଙ୍କ ଭବିଷ୍ଯତ୍ବକ୍ତା ଗାଦ୍ ଓ ନାଥନ୍ ଭବିଷ୍ଯତ୍ବକ୍ତା ଯେଉଁ ପ୍ରକାର ଆଦେଶ ଦଇେଥିଲେ, ରାଜା ହିଜକିଯ ସହେି ପ୍ରକା ରେ ଲବେୀୟମାନଙ୍କୁ ଝାଞ୍ଜ, ବୀଣା ଓ ସାରଙ୍ଗ ସହିତ ସଦାପ୍ରଭୁଙ୍କ ମନ୍ଦିର ରେ ଅବସ୍ଥାପିତ କଲେ। ଏହି ଆଦେଶ ସଦାପ୍ରଭୁଙ୍କଠାରୁ ତାଙ୍କର ଭବିଷ୍ଯତ୍ବକ୍ତାମାନଙ୍କର ମାଧ୍ଯମ ରେ ଆସିଥିଲା।

ଦିତୀୟ ବଂଶାବଳୀ 29:26

ତେଣୁ ଲବେୀୟମାନେ ଦାଉଦଙ୍କ ବାଦ୍ଯୟନ୍ତ୍ରସବୁ ସହିତ ପ୍ରସ୍ତୁତ ହାଇେ ଠିଆ ହେଲେ ଓ ଯାଜକମାନେ ସମାନଙ୍କେର ତୂରୀ ସହିତ ପ୍ରସ୍ତୁତ ହାଇେ ଠିଆ ହେଲେ।

ଦିତୀୟ ବଂଶାବଳୀ 34:13

ଯେଉଁ ଲବେୀୟମାନେ ବାଦ୍ଯୟନ୍ତ୍ର ସବୁ ବଜାଇବା ରେ ନିପୁଣ ଥିଲେ, ସହେିମାନେ ମଧ୍ଯ ଶ୍ରମିକ ଓ ଅନ୍ୟ କାର୍ୟ୍ଯକାରୀମାନଙ୍କର କାର୍ୟ୍ଯ ତଦାରଖ କଲେ। କିଛି ଲବେୀୟ ସଚିବ ଓ କାର୍ୟ୍ଯାଧିକାରୀ ଦ୍ବାରପାଳରୂପେ କାର୍ୟ୍ଯ କଲେ।

ଦିତୀୟ ବଂଶାବଳୀ 35:15

ଆସଫ୍ଙ୍କ ପରିବାରର ଗାଯକମାନେ ସହେି ସ୍ଥାନ ରେ ଛିଡ଼ା ହେଲେ, ଯେଉଁଠା ରେ ରାଜା ଦାଉଦ, ଆସଫ, ହମେନ୍ ଛିଡ଼ା ହେଲେ, ଯେଉଁଠା ରେ ରାଜା ଦାଉଦ, ଆସଫ, ହମେନ୍ ଏବଂ ରାଜାଙ୍କର ଯାଜକ ୟିଦୁଥୁନ୍ ସମାନଙ୍କେୁ ନିୟୁକ୍ତ କରିଥିଲେ। ଦ୍ବାରପାଳଗଣ ଯେଉଁମାନେ ପ୍ରେତ୍ୟକକ ଫାଟକରେ ଥିଲେ, ସମାନଙ୍କେୁ ସମାନଙ୍କେର ସ୍ଥାନ ଛାଡ଼ିବାକୁ ପଡ଼ିଲା ନାହିଁ, କାରଣ ସମାନଙ୍କେର ଭ୍ରାତା ଲବେୀୟଗଣ ସମାନଙ୍କେ ପାଇଁ ନିସ୍ତାରପର୍ବର ସାମର୍ଗୀ ପ୍ରସ୍ତୁତ କରିଥିଲେ।

ଏଜ୍ରା 7:7

ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷ ରେ ଇଶ୍ରାୟେଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲବେୀୟମାନଙ୍କର କେତକେ ଜଣ ପୁଣି ଗାଯକମାନେ ଓ ଦ୍ବାରପାଳମାନେ ଓ ନଥୀନୀଯମାନେ ୟିରୁଶାଲମକୁ ଗଲେ।

ନିହିମିୟା 7:73

ଏହାପରେ ଯାଜକମାନେ, ଲବେୀୟମାନେ, ଦ୍ବାରପାଳମାନେ, ଗାଯକମାନେ ଓ ମନ୍ଦିରର ସବେକମାନେ ଓ ସମଗ୍ର ଇଶ୍ରାୟେଲୀୟ ନିଜ ନିଜ ନଗର ରେ ବାସ କଲେ। ଏଣୁ ସପ୍ତମ ମାସ ରେ ସମସ୍ତ ଇଶ୍ରାୟେଲୀୟମାନେ ନିଜ ନିଜ ନଗର ରେ ଥିଲେ।

ଗୀତସଂହିତା 87:7

ସହେି ପର୍ବରେ ନର୍ତ୍ତକ ଓ ଗାଯକ କହିବେ। ସମସ୍ତେ ଭଲ ଜିନିଷ ତୁମ୍ଭ ମଧ୍ଯରୁ ଆସେ।

ଯିଶାଇୟ 64:10

ତୁମ୍ଭର ପବିତ୍ର ନଗରଗୁଡ଼ିକ ପ୍ରାନ୍ତର ପାଲଟିଛି। ସିଯୋନ ପ୍ରାନ୍ତର ହାଇେଅଛି ଓ ୟିରୁଶାଲମ ଧ୍ବଂସ ହାଇେଅଛି।

ଆମୋଷ 6:5

ତୁମ୍ଭେ ବୀଣାବାଦନ କରୁଛ ଏବଂ ଦାଉଦଙ୍କ ପରି ତୁମ୍ଭର ବାଦ୍ଯୟନ୍ତ୍ରଗୁଡିକରେ ଅଭ୍ଯାସ କରୁଛ।

Interlinear

Choose Theme