Home Bibles ଦିତୀୟ ବଂଶାବଳୀ 9:12 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 9:12 · ଓଡ଼ିଆ ବାଇବେଲ

ଶିବାର ରାଣୀ ରାଜା ଶଲୋମନଙ୍କୁ ଯାହାକିଛି ମାଗିଲେ, ସେ ତାଙ୍କୁ ସହେି ସମସ୍ତ ପ୍ରଦାନ କଲେ। ଶିବାରା ରାଣୀ ତାଙ୍କୁ ଦବୋ ନିମନ୍ତେ ଯେଉଁସବୁ ବସ୍ତୁ ଆଣିଥିଲେ, ଶଲୋମନ ତାହାଠାରୁ ଅଧିକ ପରିମାଣ ରେ ବସ୍ତୁ ତାଙ୍କୁ ଦେଲେ। ଏହାପରେ ଶିବାର ରାଣୀ ଓ ତାଙ୍କର ଦାସମାନେ ନିଜ ଦେଶକୁ ଫରେିଗଲେ।

Cross references

ପ୍ରଥମ ରାଜାବଳୀ 10:13

ତତ୍ପରେ ଶଲୋମନ ରାଜା ଶିବାର ରାଣୀଙ୍କୁ ରାଜ ଯୋଗ୍ଯ ଉପହାରମାନ ଦେଲେ। ଆଉ ମଧ୍ଯ ରାଣୀଙ୍କ ମାଗିବାନୁସା ରେ ସେ ସମସ୍ତ ଜିନିଷ ଦେଲେ। ଏହାପରେ ରାଣୀ ଓ ତାଙ୍କର ଦାସମାନେ ସ୍ବଦେଶକୁ ପ୍ରତ୍ଯାବର୍ତ୍ତନ କଲେ।

ଗୀତସଂହିତା 20:4

ତୁମ୍ଭେ ୟାହା ଚାହୁଁଛ, ପରମେଶ୍ବର ତୁମ୍ଭକୁ ତାହା ପ୍ରଦାନ କରନ୍ତୁ। ସେ ତୁମ୍ଭର ସକଳ ମନସ୍କାମନା ପୂରଣ କରନ୍ତୁ ଓ ତୁମ୍ଭର ସକଳ ଯୋଜନାକୁ ସଫଳ କରନ୍ତୁ।

ଏଫିସୀୟଙ୍କ ପ୍ରତି ପତ୍ର 3:20

ଆମ୍ଭ ଭିତ ରେ ପରମେଶ୍ବରଙ୍କ ଯେଉଁ ଶକ୍ତି କାର୍ୟ୍ଯ କରିଥାଏ, ତାହା ଆମ୍ଭର ମାଗିବା ବା ଭାବିବାଠାରୁ ୟଥେଷ୍ଟ ଅଧିକ ଏବଂ ପରମେଶ୍ବର ତାହାଠାରୁ ଅଧିକ ଶକ୍ତିର କାର୍ୟ୍ଯ କରି ପାରନ୍ତି।

Interlinear

Choose Theme