ଯଦି ଜଣେ ବ୍ଯକ୍ତି ଅନ୍ୟ ଜଣେ ବ୍ଯକ୍ତି ବିରୁଦ୍ଧ ରେ ଭୁଲ୍ କର୍ୟ୍ଯ କରେ, ତାକୁ ଶପଥ କରିବା ପାଇଁ ବାଧ୍ଯ କରାୟାଏ। ଯେତବେେଳେ ସେ ମନ୍ଦିର ମଧିଅରେ ତୁମ୍ଭର ବଦେୀ ସମ୍ମୁଖ ରେ ଶପଥ କରିବାକୁ ଆ ସେ,
Cross references
ତବେେ ସେ ପ୍ରତିବେଶୀର ଦ୍ରବ୍ଯ ରେ ହସ୍ତ ଦଇେଅଛି କି ନାହିଁ, ଏ ବିଷଯ ରେ ଉଭୟଙ୍କ ମଧିଅରେ ସଦାପ୍ରଭୁଙ୍କର ଶପଥ ହବେ। ପଶୁର ମାଲିକ ସହେି ଶପଥ ଗ୍ରହଣ କରିବ। ପୁଣି ସେ ପରିଶାଧେ କରିବ ନାହିଁ।
ଯଦି କୌଣସି ବ୍ଯକ୍ତି ଯାହା ଦେଖିଅଛି, ଶୁଣିଅଛି ବା ଜାଣିଅଛି ସାକ୍ଷୀରୂପେ ତାହା ପ୍ରକାଶ କରିବା କଥା, ମାତ୍ର ତାହା ଯଦି ସେ ପ୍ରକାଶ ନ କରେ ତବେେ ସେ ପାପ କରେ ଓ ଅପରାଧୀ ହୁଏ।
ଆଉ ଯାଜକ ସହେି ସ୍ତ୍ରୀକୁ ଶପଥ କରାଇ କହିବ, 'ଯଦି କୌଣସି ପୁରୁଷ ତୁମ୍ଭ ସହିତ ଶଯନ କରି ଶରୀର ମିଳନ ନଥାଏ, ତୁମ୍ଭେ ଯେତବେେଳେ ତୁମ୍ଭ ସ୍ବାମୀକୁ ବିବାହ କରିଥିଲ, ତବେେ ଏହି ଶାପୟୁକ୍ତ ତିକ୍ତ ଜଳ ତୁମ୍ଭ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
ଯଦି କହେି ନିଜ ପ୍ରତିବେଶୀ ବିରୁଦ୍ଧ ରେ କିଛି ପାପ କରେ ତବେେ ତାକୁ ଏହି ମନ୍ଦିରର ୟଜ୍ଞବଦେୀ ନିକଟକୁ ଅଣାୟିବ। ସଂପୃକ୍ତ ବ୍ଯକ୍ତି ଜଣଙ୍କ ସହେି ଭୂଲ୍ କରିଥିବା ବ୍ଯକ୍ତି ଜଣକ ବିରୁଦ୍ଧ ରେ ଶାପ ଦବେ।
ଯଦି ମାରେ ଆବଶ୍ଯକତାଠାରୁ ଅଧିକ ଥାଏ, ତବେେ ମୁଁ ହୁଏତ ଚିନ୍ତା କରିପା ରେ ଯେ, ମୁଁ ପରମେଶ୍ବରଙ୍କୁ ଦରକାର କରେ ନାହିଁ। ଯଦି ମୁଁ ଗରିବ, ତବେେ ମୁଁ ଚୋରି ହୁଏତ କରିବି ଓ ପରମେଶ୍ବରଙ୍କ ନାମକୁ ଲଜ୍ଜ୍ଯା ଆଣିବି।
ତୁମ୍ଭମାନେେ କହିଥାଅ, 'ଯଦି କହେି ବଦେୀନାମ ରେ ଶପଥ ନିଏ, ତବେେ ତାର କୌଣସି ଅର୍ଥ ନାହିଁ। କିନ୍ତୁ ଯଦି ଜଣେ ବଦେୀ ଉପରେ ରଖାଯାଇଥିବା ଉପହାର ନାମ ରେ ଶପଥ ନିଏ, ତବେେ ତାକୁ ନିଶ୍ଚିତ ଭାବରେ ରକ୍ଷା କରିବାକୁ ପଡ଼ିବ।