ତବେେ ସେ ପ୍ରତିବେଶୀର ଦ୍ରବ୍ଯ ରେ ହସ୍ତ ଦଇେଅଛି କି ନାହିଁ, ଏ ବିଷଯ ରେ ଉଭୟଙ୍କ ମଧିଅରେ ସଦାପ୍ରଭୁଙ୍କର ଶପଥ ହବେ। ପଶୁର ମାଲିକ ସହେି ଶପଥ ଗ୍ରହଣ କରିବ। ପୁଣି ସେ ପରିଶାଧେ କରିବ ନାହିଁ।
Cross references
କିନ୍ତୁ ଯଦି ଚୋର ଧରା ନପଡେ, ତବେେ ଗୃହସ୍ବାମୀ ପ୍ରତିବେଶୀର ଦ୍ରବ୍ଯ ରେ ହସ୍ତ ଦଇେ ଅଛି କି ନାହିଁ, ଏହା ଜଣାୟିବା ନିମନ୍ତେ ସେ ପରମେଶ୍ବରଙ୍କ ସାକ୍ଷାତ ରେ ଉପସ୍ଥିତ ହବେ।
ଅନ୍ୟ ଲୋକମାନଙ୍କ ବିଷଯ ରେ ମିଥ୍ଯା କୁହ ନାହିଁ। କାହାରି ପାଇଁ ମିଥ୍ଯା ସାକ୍ଷୀ ଦଇେ, ତାକୁ ଅସୁବିଧା ରେ ପକାଇବାକୁ ଦୁଷ୍ଟ ଲୋକମାନଙ୍କ ସହିତ ଷଡୟନ୍ତ୍ର କର ନାହିଁ।
ଯଦି କୌଣସି ବ୍ଯକ୍ତି ଯାହା ଦେଖିଅଛି, ଶୁଣିଅଛି ବା ଜାଣିଅଛି ସାକ୍ଷୀରୂପେ ତାହା ପ୍ରକାଶ କରିବା କଥା, ମାତ୍ର ତାହା ଯଦି ସେ ପ୍ରକାଶ ନ କରେ ତବେେ ସେ ପାପ କରେ ଓ ଅପରାଧୀ ହୁଏ।
କିମ୍ବା ହଜାଇଥିବା ଦ୍ରବ୍ଯ ପାଇଁ ସହେି ବିଷଯ ରେ ଅସତ୍ଯ ବ୍ଯବହାର କରେ ଓ ମିଥ୍ଯା କରି ଶପଥ କରେ, ଏହି ପ୍ରକାର ଯେ କୌଣସି କର୍ମ ରେ ମନୁଷ୍ଯ ପାପ କରେ,
ତେଣୁ ରାଜା ଲୋକ ପଠାଇ ଶିମିଯିକୁ ଡକାଇ ତାକୁ କହିଲେ, ମୁଁ ତୁମ୍ଭକୁ ସତର୍କ କଲି ଏବଂ ଶପଥ କଲି ଯେ, ଯଦି ତୁମ୍ଭେ ୟିରୁଶାଲମ ଛାଡି ଅନ୍ୟ କୌଣସି ସ୍ଥାନକୁ ୟାଅ, ତୁମ୍ଭମାନଙ୍କୁ ହତ୍ଯା କରାୟିବ। ତୁମ୍ଭେ ମାେତେ ପ୍ରତିଶୃତି ଦଇେଥିଲ ଯେ, ତୁମ୍ଭେ ମାେ କଥା ମାନିବ।
ଯଦି ମାରେ ଆବଶ୍ଯକତାଠାରୁ ଅଧିକ ଥାଏ, ତବେେ ମୁଁ ହୁଏତ ଚିନ୍ତା କରିପା ରେ ଯେ, ମୁଁ ପରମେଶ୍ବରଙ୍କୁ ଦରକାର କରେ ନାହିଁ। ଯଦି ମୁଁ ଗରିବ, ତବେେ ମୁଁ ଚୋରି ହୁଏତ କରିବି ଓ ପରମେଶ୍ବରଙ୍କ ନାମକୁ ଲଜ୍ଜ୍ଯା ଆଣିବି।
ମନୁଷ୍ଯମାନେ ନିଜ ଅପେକ୍ଷା ମହତ୍ ଲୋକର ନାମ ନଇେ ଶପଥ କରିଥାନ୍ତି। ଏହା ଦ୍ବାରା ସମାନଙ୍କେର କଥାର ସତ୍ଯତା ପ୍ରମାଣିତ ହୁଏ ଓ ସମାନଙ୍କେ ବିବାଦର ନିଷ୍ପତ୍ତି ହୁଏ।