Home Bibles ମାଥିଉଲିଖିତ ସୁସମାଚାର 23:18 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 23:18 · ଓଡ଼ିଆ ବାଇବେଲ

ତୁମ୍ଭମାନେେ କହିଥାଅ, 'ଯଦି କହେି ବଦେୀନାମ ରେ ଶପଥ ନିଏ, ତବେେ ତାର କୌଣସି ଅର୍ଥ ନାହିଁ। କିନ୍ତୁ ଯଦି ଜଣେ ବଦେୀ ଉପରେ ରଖାଯାଇଥିବା ଉପହାର ନାମ ରେ ଶପଥ ନିଏ, ତବେେ ତାକୁ ନିଶ୍ଚିତ ଭାବରେ ରକ୍ଷା କରିବାକୁ ପଡ଼ିବ।

Cross references

ଗଣନା ପୁସ୍ତକ 30:2

କୌଣସି ପୁରୁଷ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ପ୍ରତିଜ୍ଞା କରେ କିମ୍ବା ବ୍ରତଦ୍ବାରା ଆପଣା ପ୍ରାଣକୁ ଆବଦ୍ଧ କରିବାପାଇଁ ଶପଥ କଲେ, ତବେେ ସେ ଆପଣା ବାକ୍ଯ ଲଘଂନ କରିବ ନାହିଁ, ସେ ମୁଖନିଃସୃତ ବାକ୍ଯ ଅନୁସାରେ ସମସ୍ତ ସାଧନ କରିବ।

ଦିତୀୟ ବଂଶାବଳୀ 6:22

ଯଦି ଜଣେ ବ୍ଯକ୍ତି ଅନ୍ୟ ଜଣେ ବ୍ଯକ୍ତି ବିରୁଦ୍ଧ ରେ ଭୁଲ୍ କର୍ୟ୍ଯ କରେ, ତାକୁ ଶପଥ କରିବା ପାଇଁ ବାଧ୍ଯ କରାୟାଏ। ଯେତବେେଳେ ସେ ମନ୍ଦିର ମଧିଅରେ ତୁମ୍ଭର ବଦେୀ ସମ୍ମୁଖ ରେ ଶପଥ କରିବାକୁ ଆ ସେ,

ମାର୍କଲିଖିତ ସୁସମାଚାର 7:11

କିନ୍ତୁ ତୁମ୍ଭମାନେେ ଉପଦେଶ ଦେଉଛ ଯେ ଜଣେ ଲୋକ ତାର ବାପା ମାଆଙ୍କୁ କହି ପାରିବ, ' ମାରେ ଯେଉଁ ପଦାର୍ଥଟି ରେ ତୁମ୍ଭର ଲାଭ ହାଇେ ପାରି ଥାଆନ୍ତା, ସହେି ପଦାର୍ଥ ମୁଁ ତୁମ୍ଭ ପାଇଁ ବ୍ଯବହାର କରି ପାରିବି ନାହିଁ, କାରଣ ତାହା ମୁଁ ପରମେଶ୍ବରଙ୍କୁ ସମର୍ପଣ କରିବି।'

ଗାଲାତୀୟଙ୍କ ପ୍ରତି ପତ୍ର 5:3

ମୁଁ ପୁଣି ଥରେ ସମସ୍ତଙ୍କୁ ସତର୍କ କରାଇ ଦେଉଛି : ଯଦି ଜଣେ କହେି ସୁନ୍ନତକୁ ଗ୍ରହଣ କରିବ, ତା' ହେଲେ ସେ ସମ୍ପୂର୍ଣ୍ଣ ଭାବରେ ବ୍ଯବସ୍ଥା ପାଳନ କରିବାକୁ ବାଧ୍ଯ ହବେ।

Interlinear

Choose Theme