Home Bibles ☰ Books ଦିତୀୟ ବଂଶାବଳୀ 5:2 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 5:2 · ଓଡ଼ିଆ ବାଇବେଲ

ଇଶ୍ରାୟେଲର ସମସ୍ତ ପ୍ରାଚୀନ ଏବଂ ପ୍ରେତ୍ୟକକ ପରିବାରବର୍ଗର ମୁଖିଆମାନଙ୍କୁ ୟିରୁଶାଲମ ରେ ସମ୍ମିଳିତ ହବୋ ନିମନ୍ତେ ଶଲୋମନ ଆଜ୍ଞା ଦେଲେ। ଏହି ଲୋକମାନେ ଇଶ୍ରାୟେଲର ପରିବାରଗୁଡ଼ିକର ମୁଖିଆ ଥିଲେ। ସଦାପ୍ରଭୁଙ୍କର ନିଯମ-ସିନ୍ଦୁକ ସିୟୋନ ବାହାରକୁ ଦାଉଦଙ୍କର ନଗରକୁ ଆଣିବା ନିମନ୍ତେ ଶଲୋମନ ଏପରି କଲେ।

Cross references

ଲେବୀୟ ପୁସ୍ତକ 9:5

ତେଣୁ ସମସ୍ତ ଲୋକ ସମାଗମ ତମ୍ବୁ ନିକଟକୁ ଆସିଲେ ଓ ମାଶାଙ୍କେ ଆଜ୍ଞା ଅନୁସାରେ ସମସ୍ତ ଜିନିଷ ଆଣିଥିଲେ, ସମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ଛିଡା ହେଲେ।

ଗଣନା ପୁସ୍ତକ 10:33

ସମାନେେ ସଦାପ୍ରଭୁଙ୍କ ପର୍ବତରୁ ତିନିଦିନର ପଥ ଅତିକ୍ରମ କଲେ, ପୁଣି ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ସମାନଙ୍କେ ନିମନ୍ତେ ବିଶ୍ରାମସ୍ଥାନ ଅନ୍ବଷେଣ କରିବା ପାଇଁ ସମାନଙ୍କେ ଆଗ ରେ ତିନିଦିନର ପଥ ଗଲା।

ଗଣନା ପୁସ୍ତକ 10:36

ଆଉ ପବିତ୍ର ସିନ୍ଦୁକ ଅଟକି ଗଲା ବେଳେ ମାଶାେ କହନ୍ତି,

ଦିତୀୟ ଶାମୁୟେଲ 5:7

ତଥାପି ଦାଉଦ ସିୟୋନର ଦୃଢ ଗଡ ଅଧିକାର କଲେ। ତାହା ହେଲା ଦାଉଦ ନଗର।

ଦିତୀୟ ଶାମୁୟେଲ 6:12

ତା'ପରେ ଲୋକମାନେ ଦାଉଦକକ୍ସ୍ଟ କହିଲେ, ଓବଦଇଦେୋମ, ତା'ର ପରିବାର ଓ ତା'ର ନିଜର ସବୁକିଛି ସଦାପ୍ରଭୁଙ୍କ ଆଶିର୍ବାଦ ପାଇଛନ୍ତି କାରଣ ସଠାେରେ ପରମେଶ୍ବରଙ୍କର ପବିତ୍ର ସିନ୍ଦକ୍ସ୍ଟକ ଅଛି। ତେଣୁ ଦାଉଦ ଓବଦଇଦେୋମଙ୍କ ଘରକ୍ସ୍ଟ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଦାଉଦ ନଗରକକ୍ସ୍ଟ ଆଣିବାକକ୍ସ୍ଟ ଗଲେ। ସେ ଆନନ୍ଦିତ ଓ ଉଲ୍ଲସିତ ହାଇେ ଏହା କଲେ।

ପ୍ରଥମ ରାଜାବଳୀ 8:1

ତା'ପରେ ରାଜା ଶଲୋମନ ଇଶ୍ରାୟେଲର ପ୍ରାଚୀନବର୍ଗଙ୍କୁ, ବଂଶସମୂହର ପ୍ରଧାନବର୍ଗଙ୍କୁ ଓ ଇଶ୍ରାୟେଲର ସମସ୍ତ ପରିବାରର ମୁଖ୍ଯଙ୍କୁ ଏକତ୍ର ଡକାଇଲେ ଓ ସମାନଙ୍କେୁ ୟିରୁଶାଲମ ଆସିବାକୁ କହିଲେ। ଦାଉଦ ନଗରରୁ ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ମନ୍ଦିରକୁ ଆଣିବା ରେ ସମାନଙ୍କେର ଯୋଗଦାନ ସେ ଗ୍ଭହୁଁଥିଲେ।

ପ୍ରଥମ ବଂଶାବଳୀ 15:1

ଦାଉଦ ଆପଣା ନିମନ୍ତେ ଦାଉଦ ନଗର ରେ ଗୃହମାନ ନିର୍ମାଣ କଲେ। ଏହାପରେ ସେ ନିଯମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କଲେ। ସେ ସେଥି ନିମନ୍ତେ ଏକ ତମ୍ବୁ ନିର୍ମାଣ କଲେ।

ପ୍ରଥମ ବଂଶାବଳୀ 15:3

ଲବେୀୟମାନେ ନିଯମସିନ୍ଦୁକକୁ ଦାଉଦଙ୍କ ଦ୍ବାରା ପ୍ରସ୍ତୁତ ସ୍ଥାନକୁ ବହିନବୋ ସମୟରେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ୟିରୁଶାଲମ ରେ ଏକତ୍ରୀତ ହବୋ ନିମନ୍ତେ ଦାଉଦ କହିଲେ।

ପ୍ରଥମ ବଂଶାବଳୀ 15:12

ଦାଉଦ ସମାନଙ୍କେୁ କହିଲେ, ତୁମ୍ଭମାନେେ ଲବେୀ ଗୋଷ୍ଠୀର ନେତା ଅଟ। ତୁମ୍ଭେ ଓ ଅନ୍ୟ ଲବେୀୟମାନେ ନିଜକୁ ପବିତ୍ର କରିବା ନିତାନ୍ତ ଆବଶ୍ଯକ। ଏହାପରେ ମୁଁ ନିଯମସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ତୁମ୍ଭମାନେେ ତାହାକୁ ସହେି ସ୍ଥାନକୁ ଆଣିବ।

ପ୍ରଥମ ବଂଶାବଳୀ 15:25

ଦାଉଦ, ଇଶ୍ରାୟେଲର ପ୍ରାଚୀନବର୍ଗ ଓ ସନୋଧ୍ଯକ୍ଷମାନେ ନିଯମସିନ୍ଦୁକ ଆଣିବା ନିମନ୍ତେ ଗଲେ। ସମାନେେ ତାହାକୁ ଓବେଦ୍-ଇଦୋମ୍ଙ୍କ ଗୃହରୁ ନଇେଆସିଲେ। ସମସ୍ତେ ବହୁତ ଆନନ୍ଦିତ ଥିଲେ।

ପ୍ରଥମ ବଂଶାବଳୀ 16:1

ତା'ପରେ ସମାନେେ ନିଯମସିନ୍ଦୁକକୁ ବୋହି ଆଣିଲେ ଓ ତମ୍ବୁ ଭିତ ରେ ରଖିଲେ, ଯାହାକି ଦାଉଦ ପ୍ରସ୍ତୁତ କରିଥିଲେ। ଏହାପରେ ସମାନେେ ପରମେଶ୍ବରଙ୍କ ଆଗ ରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

ପ୍ରଥମ ବଂଶାବଳୀ 24:6

ଶମଯିଯ ସଂପାଦକ ଥିଲେ। ସେ ନଥନଲଙ୍କେ ପୁତ୍ର ଥିଲେ। ଶମଯିଯ ଲବେୀ ଗୋଷ୍ଠୀରୁ ଆସିଥିଲେ। ଶମଯିଯ ସହେି ବଂଶଧରମାନଙ୍କ ନାମ ଲେଖିଲେ। ସେ ସହେି ନାମଗୁଡ଼ିକୁ ରାଜା ଦାଉଦ ଓ ସହେି ନେତାଗଣ : ଯାଜକ ସାଦୋକ, ଅହୀମଲକେ, ଯାଜକମାନଙ୍କର ବଂଶଜ ନେତା ଓ ଲବେୀ ବଂଶଜ ନେତାମାନଙ୍କ ସମ୍ମୁଖ ରେ ଲେଖିଲେ। ଅହୀମଲକେ ଅବିଯାଥରଙ୍କ ପୁତ୍ର ଥିଲେ। ପ୍ରତିଥର ଗୁଳାବାଣ୍ଟ ଦ୍ବାରା ସମାନେେ ଜଣେ ବ୍ଯକ୍ତିକୁ ମନୋନୀତ କଲେ ଓ ଶମଯିଯ ସହେି ଲୋକର ନାମ ଲେଖି ରଖିଲେ। ତେଣୁ ସମାନେେ ଇଲିଯାସର ଓ ଈଥାମରଙ୍କ ପରିବାରର ବ୍ଯକ୍ତିମାନଙ୍କର ମଧ୍ଯ କାମକୁ ଭାଗ କରି ଦେଲେ।

ପ୍ରଥମ ବଂଶାବଳୀ 24:31

ସମାନେେ ବିଶଷେ କର୍ମ କରିବା ନିମନ୍ତେ ମନୋନୀତ ହାଇେଥିଲେ। ସମାନେେ ସମାନଙ୍କେର ଆତ୍ମୀଯ, ଯାଜକମାନଙ୍କ ପରି ଗୁଳାବାଣ୍ଟ କଲେ। ଯାଜକମାନେ ହାରୋଣଙ୍କ ବଂଶଧର ଥିଲେ। ସମାନେେ ରାଜା ଦାଉଦ, ସାଦୋକ, ଅହୀମଲକେ, ଯାଜକ ଏବଂ ଲବେୀୟ ବଂଶର ନେତାମାନଙ୍କ ସମ୍ମୁଖ ରେ ଗୁଳାବାଣ୍ଟ କଲେ। ଜେଷ୍ଠ ପରିବାର ଓ କନିଷ୍ଠ ପରିବାର ନିମନ୍ତେ ଯେତବେେଳେ କାର୍ୟ୍ଯ ସ୍ଥିର କରାଗଲା, ସେତବେେଳେ ସମାନଙ୍କେ ପ୍ରତି ସମାନ ବ୍ଯବହାର କରାଗଲା।

ପ୍ରଥମ ବଂଶାବଳୀ 26:26

ଦାଉଦ ଯେଉଁ ସମସ୍ତ ବସ୍ତୁ ମନ୍ଦିର ନିମନ୍ତେ ସଂଗ୍ରହ କରିଥିଲେ, ଶ ଲୋମୀତ୍ ଓ ତାଙ୍କର ଆତ୍ମୀଯମାନେ ତାହାର ଦାଯିତ୍ବ ରେ ଥିଲେ।

ପ୍ରଥମ ବଂଶାବଳୀ 28:1

ଦାଉଦ ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ନେତାଗଣଙ୍କୁ ଏକତ୍ର କଲେ। ସେ ସହେି ନେତାଗଣଙ୍କୁ ୟିରୁଶାଲମକୁ ଆସିବା ନିମନ୍ତେ ଆଦେଶ ଦେଲେ। ଦାଉଦ ସବୁ ଗୋଷ୍ଠୀର ନେତାଗଣ, ରାଜାଙ୍କ ସୈନ୍ଯଦଳର ସନୋଧ୍ଯକ୍ଷଗଣ, ଅଧ୍ଯକ୍ଷଗଣ, ସନୋପତିଗଣ, ରାଜା ଓ ତାହାଙ୍କ ପୁତ୍ରମାନଙ୍କର ସମ୍ପତ୍ତି ଓ ପଶୁପଲର ଯତ୍ନ ନେଉଥିବା କାର୍ୟ୍ଯକାରୀଗଣ, ରାଜାଙ୍କର ବିଶଷେ କର୍ମଚାରୀଗଣ, ପରାକ୍ରମୀ ବୀରଗଣ, ଓ ସମସ୍ତ ସାହସୀ ସୈନ୍ଯଗଣଙ୍କୁ ଡ଼ାକି ପଠାଇଲେ।

ଦିତୀୟ ବଂଶାବଳୀ 1:4

ସଦାପ୍ରଭୁଙ୍କ ନିଯମ-ସିନ୍ଦୁକକୁ ଦାଉଦ ୟିରୁଶାଲମକୁ କିରିଯତ ୟିଯାରୀମଠାରୁ ଆଣିଥିଲେ। ୟିରୁଶାଲମ ରେ ଏହାକୁ ସ୍ଥାପନ କରିବା ନିମନ୍ତେ ଦାଉଦ ଏକ ସ୍ଥାନ ନିରୂପଣ କରିଥିଲେ। ଦାଉଦ ୟିରୁଶାଲମ ରେ ସଦାପ୍ରଭୁଙ୍କ ନିଯମ-ସିନ୍ଦୁକ ପାଇଁ ଏକ ତମ୍ବୁ ନିର୍ମାଣ କରିଥିଲେ।

ଦିତୀୟ ବଂଶାବଳୀ 5:1

ଏହାପରେ ଶଲୋମନଙ୍କ ଦ୍ବାରା ମନ୍ଦିର ନିର୍ମାଣ କାର୍ୟ୍ଯ ସମାପ୍ତ ହେଲା। ଶଲୋମନଙ୍କ ବାପା ଦାଉଦ ମନ୍ଦିର ନିମନ୍ତେ ଆଣିଥିବା ପ୍ରେତ୍ୟକକ ବିଷଯ ସେ ବ୍ଯବହାର କଲେ। ପ୍ରେତ୍ୟକକ ଆସବାବପତ୍ର ଏବଂ ରୂପା ଓ ସୁନା ରେ ନିର୍ମିତ ପ୍ରେତ୍ୟକକ ବସ୍ତ୍ର ଶଲୋମନ ଆଣିଲେ। ଏହି ସମସ୍ତ ଜିନିଷ ଶଲୋମନ ଆଣି ପରମେଶ୍ବରଙ୍କ ମନ୍ଦିରର ଭଣ୍ଡାର ଗୃହ ରେ ରଖିଲେ।

ଦିତୀୟ ବଂଶାବଳୀ 5:12

ଲବେୀୟ ଗାଯକମାନେ ୟଜ୍ଞବଦେୀର ପୂର୍ବପଟେ ଠିଆ ହେଲେ। ଆସଫ୍, ହମେନ୍ ଓ ୟିଦୂଥୂନ୍ଙ୍କ ଗାଯକଦଳର ପ୍ରେତ୍ୟକକ ସଠାେରେ ଥିଲେ। ଆଉ ସମାନଙ୍କେର ପୁତ୍ରଗଣ ଓ ଭ୍ରତାଗଣ ମଧ୍ଯ ସଠାେରେ ଥିଲେ। ସହେି ଲବେୀୟ ଗାଯକମାନେ ଶୁଭ୍ର କାର୍ପାସ ବସ୍ତ୍ର ପିନ୍ଧିଥିଲେ। ସମାନଙ୍କେ ନିକଟରେ ଗିନି, ସାରଙ୍ଗ ଓ ବୀଣାୟନ୍ତ୍ର ଥିଲା। ସହେି ଲବେୀୟ ଗାଯକମାନଙ୍କ ନିକଟରେ 120 ଜଣ ଯାଜକ ଥିଲେ। ସହେି 120 ଜଣ ଯାଜକ ତୂରୀ ବଜାଇଲେ।

Interlinear

Choose Theme