Home Bibles ପ୍ରଥମ ବଂଶାବଳୀ 15:1 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 15:1 · ଓଡ଼ିଆ ବାଇବେଲ

ଦାଉଦ ଆପଣା ନିମନ୍ତେ ଦାଉଦ ନଗର ରେ ଗୃହମାନ ନିର୍ମାଣ କଲେ। ଏହାପରେ ସେ ନିଯମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କଲେ। ସେ ସେଥି ନିମନ୍ତେ ଏକ ତମ୍ବୁ ନିର୍ମାଣ କଲେ।

Cross references

ଦିତୀୟ ଶାମୁୟେଲ 5:9

ଦାଉଦ ସହେି ଦକ୍ସ୍ଟର୍ଗ ରେ ବାସ କଲେ, ଏବଂ ସହେି ସହରକକ୍ସ୍ଟ, ଦାଉଦ ସହର ନାମ ରେ ନାମିତ କଲେ। ଦାଉଦ ମିଲ୍ଲୋ ସ୍ଥାନକକ୍ସ୍ଟ ନିର୍ମାଣ କରିବାକୁ ଆରମ୍ଭ କଲେ। ସେ ମଧ୍ଯ ନଗର ଭିତ ରେ ବହକ୍ସ୍ଟତ ପକ୍କାଘର ନିର୍ମାଣ କଲେ।

ଦିତୀୟ ଶାମୁୟେଲ 6:12

ତା'ପରେ ଲୋକମାନେ ଦାଉଦକକ୍ସ୍ଟ କହିଲେ, ଓବଦଇଦେୋମ, ତା'ର ପରିବାର ଓ ତା'ର ନିଜର ସବୁକିଛି ସଦାପ୍ରଭୁଙ୍କ ଆଶିର୍ବାଦ ପାଇଛନ୍ତି କାରଣ ସଠାେରେ ପରମେଶ୍ବରଙ୍କର ପବିତ୍ର ସିନ୍ଦକ୍ସ୍ଟକ ଅଛି। ତେଣୁ ଦାଉଦ ଓବଦଇଦେୋମଙ୍କ ଘରକ୍ସ୍ଟ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଦାଉଦ ନଗରକକ୍ସ୍ଟ ଆଣିବାକକ୍ସ୍ଟ ଗଲେ। ସେ ଆନନ୍ଦିତ ଓ ଉଲ୍ଲସିତ ହାଇେ ଏହା କଲେ।

ଦିତୀୟ ଶାମୁୟେଲ 13:7

ତବେେ ଦାଉଦ ତାମରର ଗୃହକକ୍ସ୍ଟ ଲୋକ ପଠାଇ କହିଲେ, ତକ୍ସ୍ଟମ୍ଭ ଭାଇ ଅମ୍ମାନରେ ଘରକକ୍ସ୍ଟ ଟିକିଏ ୟାଇ ତାହାର ଖାଇବା ପାଇଁ କିଛି ରାନ୍ଧି ଦିଅ।

ଦିତୀୟ ଶାମୁୟେଲ 14:24

କିନ୍ତୁ ଦାଉଦ ରାଜା କହିଲେ, ଅବଶା ଲୋମ ତା' ନିଜ ଘରକକ୍ସ୍ଟ ଫରେିୟାଇ ପାରିବ। ସେ ଆସିପାରିବ ନାହିଁ ଓ ଦେଖିପାରିବ ନାହିଁ। ତେଣୁ ଅବଶା ଲୋମ ତା'ର ନିଜ ଗୃହକକ୍ସ୍ଟ ଫରେିଗଲା। ଅବଶା ଲୋମ ରାଜାଙ୍କକ୍ସ୍ଟ ସାକ୍ଷାତ କରିପାରିଲା ନାହିଁ।

ପ୍ରଥମ ବଂଶାବଳୀ 15:3

ଲବେୀୟମାନେ ନିଯମସିନ୍ଦୁକକୁ ଦାଉଦଙ୍କ ଦ୍ବାରା ପ୍ରସ୍ତୁତ ସ୍ଥାନକୁ ବହିନବୋ ସମୟରେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ୟିରୁଶାଲମ ରେ ଏକତ୍ରୀତ ହବୋ ନିମନ୍ତେ ଦାଉଦ କହିଲେ।

ପ୍ରଥମ ବଂଶାବଳୀ 16:1

ତା'ପରେ ସମାନେେ ନିଯମସିନ୍ଦୁକକୁ ବୋହି ଆଣିଲେ ଓ ତମ୍ବୁ ଭିତ ରେ ରଖିଲେ, ଯାହାକି ଦାଉଦ ପ୍ରସ୍ତୁତ କରିଥିଲେ। ଏହାପରେ ସମାନେେ ପରମେଶ୍ବରଙ୍କ ଆଗ ରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

ପ୍ରଥମ ବଂଶାବଳୀ 17:1

ଦାଉଦ ନିଜ ଗୃହକୁ ଫରେିୟିବା ପରେ, ନାଥନ୍ ଭବିଷ୍ଯତବକ୍ତାଙ୍କୁ କହିଲେ, ଦେଖ, ମୁଁ ଦବଦୋରୁ କାଠ ରେ ନିର୍ମିତ ଗୃହ ରେ ବାସ କରୁଅଛି, କିନ୍ତୁ ନିଯମସିନ୍ଦୁକ ଏକ ତମ୍ବୁ ମଧିଅରେ ରହିଅଛି। ମୁଁ ପରମେଶ୍ବରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଚାହୁଁଅଛି।

ଦିତୀୟ ବଂଶାବଳୀ 1:4

ସଦାପ୍ରଭୁଙ୍କ ନିଯମ-ସିନ୍ଦୁକକୁ ଦାଉଦ ୟିରୁଶାଲମକୁ କିରିଯତ ୟିଯାରୀମଠାରୁ ଆଣିଥିଲେ। ୟିରୁଶାଲମ ରେ ଏହାକୁ ସ୍ଥାପନ କରିବା ନିମନ୍ତେ ଦାଉଦ ଏକ ସ୍ଥାନ ନିରୂପଣ କରିଥିଲେ। ଦାଉଦ ୟିରୁଶାଲମ ରେ ସଦାପ୍ରଭୁଙ୍କ ନିଯମ-ସିନ୍ଦୁକ ପାଇଁ ଏକ ତମ୍ବୁ ନିର୍ମାଣ କରିଥିଲେ।

ଦିତୀୟ ବଂଶାବଳୀ 5:2

ଇଶ୍ରାୟେଲର ସମସ୍ତ ପ୍ରାଚୀନ ଏବଂ ପ୍ରେତ୍ୟକକ ପରିବାରବର୍ଗର ମୁଖିଆମାନଙ୍କୁ ୟିରୁଶାଲମ ରେ ସମ୍ମିଳିତ ହବୋ ନିମନ୍ତେ ଶଲୋମନ ଆଜ୍ଞା ଦେଲେ। ଏହି ଲୋକମାନେ ଇଶ୍ରାୟେଲର ପରିବାରଗୁଡ଼ିକର ମୁଖିଆ ଥିଲେ। ସଦାପ୍ରଭୁଙ୍କର ନିଯମ-ସିନ୍ଦୁକ ସିୟୋନ ବାହାରକୁ ଦାଉଦଙ୍କର ନଗରକୁ ଆଣିବା ନିମନ୍ତେ ଶଲୋମନ ଏପରି କଲେ।

ଗୀତସଂହିତା 132:5

ମୁଁ ମାରେ ଗୃହକୁ ୟିବି ନାହିଁ ଏବଂ ମୁଁ ମାେ ବିଛଣାରେ ରହିବି ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:46

ଦାଉଦ ପରମେଶ୍ବରଙ୍କ କୃପା ପ୍ରାପ୍ତ ହେଲେ। ସେ ଯାକୁବର ପରମେଶ୍ବରଙ୍କ ପାଇଁ ଗୋଟିଏ ମନ୍ଦିର ତୋଳିବାକୁ ଅନୁମତି ଦବୋପାଇଁ ପରମେଶ୍ବରଙ୍କୁ ଅନୁ ରୋଧ କଲେ।

Interlinear

Choose Theme