ତା'ପରେ ରାଜା ଶଲୋମନ ଇଶ୍ରାୟେଲର ପ୍ରାଚୀନବର୍ଗଙ୍କୁ, ବଂଶସମୂହର ପ୍ରଧାନବର୍ଗଙ୍କୁ ଓ ଇଶ୍ରାୟେଲର ସମସ୍ତ ପରିବାରର ମୁଖ୍ଯଙ୍କୁ ଏକତ୍ର ଡକାଇଲେ ଓ ସମାନଙ୍କେୁ ୟିରୁଶାଲମ ଆସିବାକୁ କହିଲେ। ଦାଉଦ ନଗରରୁ ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ମନ୍ଦିରକୁ ଆଣିବା ରେ ସମାନଙ୍କେର ଯୋଗଦାନ ସେ ଗ୍ଭହୁଁଥିଲେ।
Cross references
ସହେିଦିନ ଇଶ୍ରାୟେଲ ଅଧିପତିଗଣ ସଦାପ୍ରଭୁଙ୍କୁ ସମାନଙ୍କେ ପରିବାରବର୍ଗର ପ୍ରଧାନଗଣ ନବୈେଦ୍ଯ ଦାନ କଲେ; ଏମାନେ ବଂଶ ସମୂହର ଅଧିପତି ଥିଲେ। ପରିବାରବର୍ଗର ଯେଉଁମାନେ ଲୋକମାନଙ୍କର ଗଣନା କରିବାର ଦାଯିତ୍ବ ରେ ଥିଲେ।
ଏହି ସମୟରେ ସମସ୍ତ ଇଶ୍ରାୟେଲର ପ୍ରାଚୀନବର୍ଗ, ସମାନଙ୍କେର ପ୍ରଧାନ, ସମାନଙ୍କେର ବିଗ୍ଭର କର୍ତ୍ତା ଓ ଅଧ୍ଯକ୍ଷମାନଙ୍କୁ ଡକାଇ ସମାନଙ୍କେୁ କହିଲେ, ମୁ ବୃଦ୍ଧ ହାଇଗଲିେ।
ଯିହାଶୂେୟ ଇଶ୍ରାୟେଲ ବଂଶଗଣକକ୍ସ୍ଟ ଶିଖିମଠା ରେ ଏକତ୍ରୀତ କଲେ। ଏହାପରେ ୟିହୋଶୂଯ ସମସ୍ତ ପ୍ରାଚୀନବର୍ଗ, ସମାନଙ୍କେର ପ୍ରାଚୀନମାନଙ୍କୁ ସମାନଙ୍କେର ବିଗ୍ଭରକର୍ତ୍ତାଗଣଙ୍କକ୍ସ୍ଟ ଏବଂ ସମସ୍ତ ଅଧ୍ଯକ୍ଷମାନଙ୍କୁ ଡକାଇ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଏକତ୍ରୀତ କରାଇଲେ।
ତଥାପି ଦାଉଦ ସିୟୋନର ଦୃଢ ଗଡ ଅଧିକାର କଲେ। ତାହା ହେଲା ଦାଉଦ ନଗର।
ଦାଉଦ ଆଉ ଥରେ ବଛା ବଛା 30,000 ୈସନ୍ଯମାନଙ୍କୁ ଇଶ୍ରାୟେଲ ରେ ଏକତ୍ରୀତ କଲେ।
ସମାନେେ ନାଖାନେ ନାମକ ଶସ୍ଯ ମର୍ଦ୍ଦନ ସ୍ଥାନ ରେ ପହଁଞ୍ଚିଲେ। ବଳଦମାନେ ଅମଣା ହବୋରକ୍ସ୍ଟ ଉଷ ହସ୍ତ ବଢାଇ ପ୍ରଭକ୍ସ୍ଟଙ୍କର ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଧରି ନେଲେ।
ତା'ପରେ ଲୋକମାନେ ଦାଉଦକକ୍ସ୍ଟ କହିଲେ, ଓବଦଇଦେୋମ, ତା'ର ପରିବାର ଓ ତା'ର ନିଜର ସବୁକିଛି ସଦାପ୍ରଭୁଙ୍କ ଆଶିର୍ବାଦ ପାଇଛନ୍ତି କାରଣ ସଠାେରେ ପରମେଶ୍ବରଙ୍କର ପବିତ୍ର ସିନ୍ଦକ୍ସ୍ଟକ ଅଛି। ତେଣୁ ଦାଉଦ ଓବଦଇଦେୋମଙ୍କ ଘରକ୍ସ୍ଟ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଦାଉଦ ନଗରକକ୍ସ୍ଟ ଆଣିବାକକ୍ସ୍ଟ ଗଲେ। ସେ ଆନନ୍ଦିତ ଓ ଉଲ୍ଲସିତ ହାଇେ ଏହା କଲେ।
ତା'ପରେ ଦାଉଦଙ୍କର ମୃତ୍ଯୁ ହେଲା ଓ ସେ ଦାଉଦ ନଗର ରେ କବରପ୍ରାପ୍ତ ହେଲେ।
ତା'ପରେ ଶଲୋମନ ଜାଗ୍ରତ ହେଲେ ଓ ଜାଣିଲେ ଯେ ପରମେଶ୍ବର ତାଙ୍କୁ ସ୍ବପ୍ନାଦେଶ କରଛନ୍ତି। ତେଣୁ ସେ ୟିରୁଶାଲମକୁ ୟାଇ ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ସମ୍ମୁଖ ରେ ଦଣ୍ତାଯମାନ ହାଇେ ହାମବେଳି ଉତ୍ସର୍ଗ କଲେ ଓ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ନିଜର କର୍ମଗ୍ଭରୀ ଓ ଅନୁଚରମାନଙ୍କୁ ଏକ ଭୋଜି ଦେଲେ।
ଏହାପରେ ଦାଉଦ ଦୁର୍ଗ ମଧିଅରେ ଆପଣାର ଗୃହ ନିର୍ମାଣ କଲେ। ତେଣୁ ତାହାକୁ ଦାଉଦଙ୍କ ନଗର ବୋଲି ନାମିତ କରାଗଲା।
ଦାଉଦ ତାଙ୍କ ସୈନ୍ଯଦଳର ସମସ୍ତ ସନୋଧ୍ଯକ୍ଷମାନଙ୍କ ସହିତ କଥାବାର୍ତ୍ତା ହେଲେ।
ଲବେୀୟମାନେ ନିଯମସିନ୍ଦୁକକୁ ଦାଉଦଙ୍କ ଦ୍ବାରା ପ୍ରସ୍ତୁତ ସ୍ଥାନକୁ ବହିନବୋ ସମୟରେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ୟିରୁଶାଲମ ରେ ଏକତ୍ରୀତ ହବୋ ନିମନ୍ତେ ଦାଉଦ କହିଲେ।
ଦାଉଦ, ଇଶ୍ରାୟେଲର ପ୍ରାଚୀନବର୍ଗ ଓ ସନୋଧ୍ଯକ୍ଷମାନେ ନିଯମସିନ୍ଦୁକ ଆଣିବା ନିମନ୍ତେ ଗଲେ। ସମାନେେ ତାହାକୁ ଓବେଦ୍-ଇଦୋମ୍ଙ୍କ ଗୃହରୁ ନଇେଆସିଲେ। ସମସ୍ତେ ବହୁତ ଆନନ୍ଦିତ ଥିଲେ।
ନିଯମସିନ୍ଦୁକ ଯେତବେେଳେ ଦାଉଦଙ୍କ ନଗର ରେ ପହଞ୍ଚିଲା, ମୀଖଲ୍ ଏକ ଝରକା ଦଇେ ଅନାଇଲେ। ମୀଖଲ୍ ଶାଉଲଙ୍କ ଝିଅ ଥିଲେ। ସେ ଦେଖିଲେ ଯେ, ରାଜା ଦାଉଦ ନୃତ୍ଯ ଓ ଆନନ୍ଦ କରୁଅଛନ୍ତି। ସେ ହୃଦଯ ରେ ତାଙ୍କୁ ଘୃଣା କଲେ। ସେ ଭାବିଲେ, ଦାଉଦ ଏକ ମୂର୍ଖ ପରି ଆଚରଣ କରୁଅଛନ୍ତି।
ଦାଉଦ ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ନେତାଗଣଙ୍କୁ ଏକତ୍ର କଲେ। ସେ ସହେି ନେତାଗଣଙ୍କୁ ୟିରୁଶାଲମକୁ ଆସିବା ନିମନ୍ତେ ଆଦେଶ ଦେଲେ। ଦାଉଦ ସବୁ ଗୋଷ୍ଠୀର ନେତାଗଣ, ରାଜାଙ୍କ ସୈନ୍ଯଦଳର ସନୋଧ୍ଯକ୍ଷଗଣ, ଅଧ୍ଯକ୍ଷଗଣ, ସନୋପତିଗଣ, ରାଜା ଓ ତାହାଙ୍କ ପୁତ୍ରମାନଙ୍କର ସମ୍ପତ୍ତି ଓ ପଶୁପଲର ଯତ୍ନ ନେଉଥିବା କାର୍ୟ୍ଯକାରୀଗଣ, ରାଜାଙ୍କର ବିଶଷେ କର୍ମଚାରୀଗଣ, ପରାକ୍ରମୀ ବୀରଗଣ, ଓ ସମସ୍ତ ସାହସୀ ସୈନ୍ଯଗଣଙ୍କୁ ଡ଼ାକି ପଠାଇଲେ।
ଇଶ୍ରାୟେଲର ସମସ୍ତ ପ୍ରାଚୀନ ଏବଂ ପ୍ରେତ୍ୟକକ ପରିବାରବର୍ଗର ମୁଖିଆମାନଙ୍କୁ ୟିରୁଶାଲମ ରେ ସମ୍ମିଳିତ ହବୋ ନିମନ୍ତେ ଶଲୋମନ ଆଜ୍ଞା ଦେଲେ। ଏହି ଲୋକମାନେ ଇଶ୍ରାୟେଲର ପରିବାରଗୁଡ଼ିକର ମୁଖିଆ ଥିଲେ। ସଦାପ୍ରଭୁଙ୍କର ନିଯମ-ସିନ୍ଦୁକ ସିୟୋନ ବାହାରକୁ ଦାଉଦଙ୍କର ନଗରକୁ ଆଣିବା ନିମନ୍ତେ ଶଲୋମନ ଏପରି କଲେ।
ରାଜା ହିଜକିଯ ଇଶ୍ରାୟେଲ ଓ ଯିହୁଦାର ସବୁ ଲୋକମାନଙ୍କ ନିକଟକୁ ବର୍ତ୍ତମାନ ପ୍ ରରଣେ କଲେ। ସେ ଇଫ୍ରଯିମ ଓ ମନଃଶିର ଲୋକମାନଙ୍କ ନିକଟକୁ ମଧ୍ଯ ପତ୍ରମାନ ଲେଖିଲେ। ହିଜକିଯ ସହେି ସମସ୍ତ ଲୋକଙ୍କୁ ୟିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ଆସିବା ନିମନ୍ତେ ନିମନ୍ତ୍ରଣ ଜଣାଇଲେ, ଯେପରି ସମାନେେ ସମସ୍ତ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରିପାରିବେ।
ଏହାପରେ ସପ୍ତମ ମାସ ରେ ଇଶ୍ରାୟେଲ ସନ୍ତାନଗଣ ୟିରୁଶାଲମଠାେ ରେ ଏକ ବ୍ଯକ୍ତି ତୁଲ୍ଯ ଏକତ୍ରୀତ ହେଲେ।
ହେ ସିଯୋନ୍ ନିବାସୀ ତୁମ୍ଭେ ସର୍ବଦା ପରମେଶ୍ବରଙ୍କର ପ୍ରଶଂସା ଗାନ କର। ସେ କରିଥିବା ସମସ୍ତ ମହାନ କାର୍ୟ୍ଯ ରାଜ୍ଯମାନଙ୍କ ଆଗରେ ପ୍ରକାଶ କର।
ଏହାପରେ ସିୟୋନର ଲୋକମାନେ ସଦାପ୍ରଭୁଙ୍କ ବିଷଯରେ କହିବେ। ସମାନେେ ତାଙ୍କ ନାମ ୟିରୁଶାଲମରେ ପ୍ରଶଂସା କରିବେ।
ସେଥିପାଇଁ ମାରେ ପ୍ରଭୁ ସଦାପ୍ରଭୁ କୁହନ୍ତି, ଦେଖ, ମୁଁ ସିୟୋନ ରେ ଏକ ଭିତ୍ତିମୂଳ ପ୍ରସ୍ତର ସ୍ଥାପନ କରୁଛି, ଏହା ଏକ ପରୀକ୍ଷାସିଦ୍ଧ ପ୍ରସ୍ତର ଓ ବହୁମୂଲ୍ଯବାନ କଣ ପ୍ରସ୍ତର। ଏହା ଉପ ରେ ସବୁକିଛି ଏହି ଗୁରୁତ୍ବପୂର୍ଣ୍ଣ ପର୍ବତ ଉପ ରେ ନିର୍ମିତ ହବେ। ଯେ କହେି ଏହି ପ୍ରସ୍ତର ଉପ ରେ ବିଶ୍ବାସ ରେଖ ସେ ହତାଶ ହବେ ନାହିଁ।
ଆମ୍ଭେ ପରିତ୍ରାଣ ଓ ଧର୍ମ ଆଣିବୁ, ତାହା ବେଶି ଦୂର ନୁହେଁ। ଆମ୍ଭ ପରିତ୍ରାଣର ବିଳମ୍ବ ଘଟିବ ନାହିଁ ; ଆମ୍ଭର ଗୌରବ ସ୍ବରୂପ ଇଶ୍ରାୟେଲ ପାଇଁ ଆମ୍ଭେ ସିୟୋନ ପ୍ରତି ପରିତ୍ରାଣ ଆଣିବା।
ଶାସ୍ତ୍ର କୁ ହେ :