ଏହାପରେ ସେ ସଦାପ୍ରଭୁଙ୍କ ୟଜ୍ଞବଦେୀକୁ ସ୍ଥାପନ କଲେ ଓ ତାହା ଉପରେ ମଙ୍ଗଳାର୍ଥକ ବଳି ଓ ଧନ୍ଯବାଦର ବଳି ଉତ୍ସର୍ଗ ଗଲେ। ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କର ସବୋ କରିବାକୁ ମନଃଶି ଯିହୁଦାର ସମସ୍ତ ଲୋକଙ୍କୁ ଆଦେଶ ଦେଲେ।
Cross references
ମୁଁ ତାଙ୍କୁ ମନୋନୀତ କରିଛି। ମୁଁ ଏପରି କଲି, ସେଥିପାଇଁ ସେ ତାଙ୍କର ପିଲାମାନଙ୍କୁ ଓ ବଂଶଧରଙ୍କୁ ନିର୍ଦ୍ଦେଶ ଦବେେ, ଯେଉଁପରି ଭାବରେ ମୁଁ ସମାନଙ୍କେୁ ଜୀବନଧାରଣ କରିବାକୁ ଏବଂ ଯାହା ନ୍ଯାଯ ଓ ଯଥାର୍ଥ ତାହା କରିବାକୁ ଚା ହେଁ। ତା'ପରେ ମୁଁ ସଦାପ୍ରଭୁ, ଯାହା ମୁଁ ପ୍ରତିଜ୍ଞା କଲି ତାହା ମୁଁ କରିବି।
ଯବେେ କୌଣସି ବ୍ଯକ୍ତି ମଙ୍ଗଳାର୍ଥକ ନବୈେଦ୍ଯ ଉତ୍ସର୍ଗ କରୁଥାଏ, ତବେେ ସେ ତା'ର ପଲରୁ ଅଣ୍ଡିରା କିମ୍ବା ମାଈ ପଶୁଟିଏ ଆଣିବ। ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁଣ ପଶୁ ଆଣିବା ଉଚିତ୍।
ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ ନିମ୍ନ ବ୍ଯବସ୍ଥା ଅଟେ।
ତା'ପରେ ଏଲିଯ ଲୋକମାନଙ୍କୁ ଡାକି କହିଲେ, ବର୍ତ୍ତମାନ ତୁମ୍ଭମାନେେ ମାେ ନିକଟକୁ ଆସ। ତେଣୁ ସମାନେେ ଏଲିଯର ଗ୍ଭରି ପାଖ ରେ ଏକତ୍ରୀତ ହେଲେ। ସଦାପ୍ରଭୁଙ୍କ ଭାଙ୍ଗି ୟାଇଥିବା ୟଜ୍ଞବଦେୀକୁ ଏଲିଯ ପୁନନିର୍ମାଣ କଲେ।
ଆସା ଉଚ୍ଚ ସ୍ଥାନ ରେ ଥିବା ବିଦେଶୀଯ ୟଜ୍ଞବଦେୀକୁ ଉଠାଇ ଦେଲେ। ଆସା ଉଚ୍ଚସ୍ଥାନସବୁ ଦୂର କରି ଦେଲେ ଓ ସ୍ମରଣାର୍ଥକ ପବିତ୍ର ପ୍ରସ୍ତରସବୁକୁ ଭାଙ୍ଗି ଚୂରମାର୍ କରି ଦେଲେ। ଆଉ ଆସା ଆଶରୋ ସ୍ତମ୍ଭ ସବୁକୁ ଭାଙ୍ଗି ଦେଲେ।
ଆସା ଯିହୁଦାର ଲୋକମାନଙ୍କୁ ସଦାପ୍ରଭୁ ପରମେଶ୍ବରଙ୍କ ଅନୁଗମନ କରିବା ନିମନ୍ତେ ଆଦେଶ ଦେଲେ। ସମାନଙ୍କେର ପୂର୍ବପୁରୁଷମାନେ ସହେି ପରମେଶ୍ବରଙ୍କୁ ହିଁ ଅନୁଗମନ କରୁଥିଲେ। ଆଉ ଆସା ସମାନଙ୍କେୁ ସଦାପ୍ରଭୁଙ୍କର ସମସ୍ତ ନିଯମ ଓ ଆଜ୍ଞାଗୁଡ଼ିକର ବାଧ୍ଯ ହବୋ ନିମନ୍ତେ ଆଦେଶ ଦେଲେ।
ଏହାପରେ ସମାନେେ ରାଜା ହିଜକିଯଙ୍କ ନିକଟକୁ ଗଲେ। ସମାନେେ ତାଙ୍କୁ କହିଲେ, ରାଜା ହିଜକିଯ, ଆମ୍ଭମାନେେ ସଦାପ୍ରଭୁଙ୍କ ସମଗ୍ର ମନ୍ଦିର, ସୁଗନ୍ଧିଧୂପ ଜ୍ବଳାଇବାର ୟଜ୍ଞବଦେୀ ଓ ମନ୍ଦିରସ୍ଥ ସମସ୍ତ ବିଷଯକୁ ପରିଷ୍କାର କରିଅଛୁ। ଧାଡ଼ିଧାଡ଼ି ଦର୍ଶନୀଯ ରୋଟୀ ରଖାୟିବାର ମଳେ ଓ ମଳେ ରେ ବ୍ଯବହୃତ ସାମଗ୍ରୀକୁ ଆମ୍ଭମାନେେ ପରିଷ୍କାର କରିଅଛୁ।
ଆହୁରି ମଧ୍ଯ ଯିହୁଦା ରେ ପରମେଶ୍ବରଙ୍କ ଶକ୍ତି ଲୋକମାନଙ୍କୁ ଏକତ୍ରୀତ କଲା, ଯେପରି ସମାନେେ ରାଜା ଓ ତାଙ୍କ ପଦାଧିକାରୀମାନଙ୍କର ବାଧ୍ଯ ହାଇପୋରନ୍ତି। ଏହି ପ୍ରକା ରେ, ସମାନେେ ସଦାପ୍ରଭୁଙ୍କ ବାକ୍ଯର ବାଧ୍ଯ ହେଲେ।
ମନଃଶି ଯିହୁଦାର ଲୋକ ଓ ୟିରୁଶାଲମ ରେ ବାସ କରୁଥିବା ଲୋକମାନଙ୍କୁ ମନ୍ଦ କାର୍ୟ୍ଯ କରିବା ନିମନ୍ତେ ଉତ୍ସାହିତ କଲେ। ଇଶ୍ରାୟେଲୀୟମାନଙ୍କ ପୂର୍ବ ରେ ଦେଶର ଯେଉଁ ଜାତିଗଣ ଥିଲେ, ସମାନଙ୍କେଠାରୁ ଏହି ଲୋକମାନେ ଆହୁରି ଅଧିକ ମନ୍ଦ ହେଲେ - ଆଉ ସଦାପ୍ରଭୁ ସହେି ଅନ୍ୟ ଜାତୀଯମାନଙ୍କୁ ବିନଷ୍ଟ କରିଥିଲେ।
ମୁଁ ପ୍ରାର୍ଥନା କରିଛି ଯେ ତୁମ୍ଭର ବିଶ୍ବାସ ଲୋପ ନ ହେଉ। ତୁମ୍ଭମାନେେ ମାେପାଖକୁ ଫରେି ଆସିବା ସମୟରେ ନିଜ ଭାଇମାନଙ୍କୁ ବିଶ୍ବାସ ରେ ଦୃଢ ହବୋ ପାଇଁ ସାହାୟ୍ଯ କର।