Home Bibles ଦିତୀୟ ବଂଶାବଳୀ 29:18 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 29:18 · ଓଡ଼ିଆ ବାଇବେଲ

ଏହାପରେ ସମାନେେ ରାଜା ହିଜକିଯଙ୍କ ନିକଟକୁ ଗଲେ। ସମାନେେ ତାଙ୍କୁ କହିଲେ, ରାଜା ହିଜକିଯ, ଆମ୍ଭମାନେେ ସଦାପ୍ରଭୁଙ୍କ ସମଗ୍ର ମନ୍ଦିର, ସୁଗନ୍ଧିଧୂପ ଜ୍ବଳାଇବାର ୟଜ୍ଞବଦେୀ ଓ ମନ୍ଦିରସ୍ଥ ସମସ୍ତ ବିଷଯକୁ ପରିଷ୍କାର କରିଅଛୁ। ଧାଡ଼ିଧାଡ଼ି ଦର୍ଶନୀଯ ରୋଟୀ ରଖାୟିବାର ମଳେ ଓ ମଳେ ରେ ବ୍ଯବହୃତ ସାମଗ୍ରୀକୁ ଆମ୍ଭମାନେେ ପରିଷ୍କାର କରିଅଛୁ।

Cross references

ଦିତୀୟ ବଂଶାବଳୀ 4:1

ଶଲୋମନ ଏକ ୟଜ୍ଞବଦେୀ ନିର୍ମାଣ ନିମନ୍ତେ ପିତ୍ତଳ ବ୍ଯବହାର କଲେ। ସହେି ପିତ୍ତଳର ବଦେୀଟି କୋଡ଼ିଏ ହାତ ଲମ୍ବା କୋଡ଼ିଏ ହାତ ଚଉଡ଼ା ଏବଂ ଦଶ ହାତ ଉଚ୍ଚତା ବିଶିଷ୍ଟ ଥିଲା।

ଦିତୀୟ ବଂଶାବଳୀ 4:7

ସମାନଙ୍କେର ନିର୍ଦ୍ଦେଶଗୁଡ଼ିକୁ ଅନୁସରଣ କରି ଶଲୋମନ ସୁନାର ଦଶଟି ବତୀଦଣ୍ଡ ନିର୍ମାଣ କଲେ। ସହେି ବତୀଦଣ୍ଡଗୁଡ଼ିକ ମନ୍ଦିର ରେ ଖଞ୍ଜାଗଲା। ପ୍ରେତ୍ୟକକ ଦକ୍ଷିଣ ଓ ବାମ ପାଶର୍‌ବ ରେ ପାଞ୍ଚଟି ବତୀଦଣ୍ଡ ଖଞ୍ଜା ହେଲା।

ଦିତୀୟ ବଂଶାବଳୀ 13:11

ସମାନେେ ପ୍ରତି ପ୍ରଭାତ ରେ ଓ ପ୍ରତି ସନ୍ଧ୍ଯା ରେ ସଦାପ୍ରଭୁଙ୍କ ନିକଟରେ ହାମବେଳି ଓ ସୁଗନ୍ଧି ଧୂପ ଉତ୍ସର୍ଗ କରନ୍ତି। ସମାନେେ ମନ୍ଦିର ମଧିଅରେ ଥିବା ବିଶଷେ ମଜେ ଉପରେ ଧାଡ଼ି ରେ ରୋଟୀ ସଜାଇ ରଖନ୍ତି। ଆଉ ସମାନେେ ସୁବର୍ଣ୍ଣ ପ୍ରଦୀପଧାର ଗୁଡ଼ିକର ଯତ୍ନ ନିଅନ୍ତି, ତେଣୁ ପ୍ରେତ୍ୟକକ ସନ୍ଧ୍ଯା ରେ ପ୍ରଦୀପ ଝକ୍ମକ୍ କରେ। ଆମ୍ଭମାନେେ ଅତି ଯତ୍ନପୂର୍ବକ ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କର ସବୋ କରୁ। କିନ୍ତୁ ତୁମ୍ଭମାନେେ ତାଙ୍କୁ ସମ୍ପୂର୍ଣ୍ଣରୂପେ ତ୍ଯାଗ କରିଅଛ।

Interlinear

Choose Theme