ସମ୍ମିଳିତ ଜନତା ଏହିପରି ଭାବରେ ହାମବେଳି ଉପହାର ସବୁ ଆଣିଲେ : ସତୁରି ବଳଦ, 100 ଗୋଟି ମଷେ ଓ 200 ଗୋଟି ମଷେଶାବକ। ଏହିସବୁ ପଶୁକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଉପହାର ସ୍ବରୂପେ ଉତ୍ସର୍ଗ କରାଗଲା।
Cross references
ସଦାପ୍ରଭୁ ପୃଥିବୀର ପରମେଶ୍ବର ସମାଗମ-ତମ୍ବୁରୁ ମାଶାଙ୍କେୁ ଡାକି କହିଲେ,
ସେ ଯଦି ନିଜ ଗୋଠରୁ ଗାଈ ହାମବେଳି ରୂପେ ଉତ୍ସର୍ଗ କରେ, ତବେେ ତାହା ନିଶ୍ଚିତ ନିଖୁଣ ଅଣ୍ଡିରା ବାଛୁରୀ ହାଇେଥିବ ଓ ସେ ତାକୁ ସମାଗମ ତମ୍ବୁର ଦ୍ବାର ନିକଟକୁ ଆଣିବ। ତାହାହେଲେ ତାହା ସଦାପ୍ରଭୁଙ୍କ ଦ୍ବାରା ଗୃହୀତ ହବେ।
ଶ ଲୋମନ ବଳିଦାନ ନିମନ୍ତେ ଗିବିଯୋନକୁ ଗଲେ, କାରଣ ତାହା ବଡ ଉଚ୍ଚସ୍ଥଳୀ ଥିଲା। ସେ ସହେି ୟଜ୍ଞବଦେୀ ଉପରେ ଏକ ସହସ୍ର ହାମବେଳି ଉତ୍ସର୍ଗ କଲେ।
ରାଜା ଶଲୋମନ ଓ ଇଶ୍ରାୟେଲର ସଦାପ୍ରଭୁଙ୍କ ସମ୍ମାନାର୍ଥେ ଲୋକମାନେ 22,000 ଗାଈ ଓ 1,20,000 ମଷେ ସହଭାଗିତାର ବଳି ନିମନ୍ତେ ଉତ୍ସର୍ଗ କଲେ। ଏହି ରୂପେ ରାଜା ଓ ସମଗ୍ର ଇଶ୍ରାୟେଲ ଲୋକେ ସଦାପ୍ରଭୁଙ୍କ ମନ୍ଦିର ରେ ଉତ୍ସର୍ଗ କଲେ।
ପରଦିନ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ବଳିଦାନ କଲେ। ସମାନେେ ସଦାପ୍ରଭୁଙ୍କୁ ହାମବେଳି ଅର୍ପଣ କଲେ। ସମାନେେ 1,000 ବଳଦ, 1,000 ଅଣ୍ଡିରା ମଷେ, 1,000 ମଷେଶାବକ ଓ ପଯେ ନବୈେଦ୍ଯ ଉତ୍ସର୍ଗ କଲେ। ସମାନେେ ଇଶ୍ରାୟେଲର ଲୋକମାନଙ୍କ ନିମନ୍ତେ ଅନକେ ମଙ୍ଗଳାର୍ଥକ ନବୈେଦ୍ଯ ଉତ୍ସର୍ଗ କଲେ।
ଏହାପରେ ସମାନେେ ଦ୍ବିତୀୟ ମାସର ଚତୁର୍ଦ୍ଦଶତମ ଦିନ ରେ ନିସ୍ତାରପର୍ବର ମଷେଶାବକଙ୍କୁ ହତ୍ଯା କଲେ। ଯାଜକମାନେ ଓ ଲବେୀୟମାନେ ଲଜ୍ଜିତ ହେଲେ। ସମାନେେ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କଲେ। ଯାଜକ ଓ ଲବେୀୟମାନେ ସଦାପ୍ରଭୁଙ୍କ ମନ୍ଦିରକୁ ହାମବେଳି ଉପହାର ଆଣିଲେ।
ପୁଣି ପରମେଶ୍ବରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ସମୟରେ ସମାନେେ 100 ବୃଷ, 200 ଅଣ୍ତିରା ମଷେ, 400 ମଷେଶାବକ ଉତ୍ସର୍ଗ କଲେ। ଏବଂ ସମଗ୍ର ଇଶ୍ରାୟେଲର ପାପାର୍ଥକ ବଳିଦାନ ନିମନ୍ତେ ଇଶ୍ରାୟେଲୀୟ ଗୋଷ୍ଠୀର ସଂଖ୍ଯା ଅନୁସାରେ ବାର ଗୋଟି ଛାଗ ଉତ୍ସର୍ଗ କଲେ।