Home Bibles ଦିତୀୟ ବଂଶାବଳୀ 29:19 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 29:19 · ଓଡ଼ିଆ ବାଇବେଲ

ଆହସ୍ ରାଜା ଥିବା ସମୟରେ ପରମେଶ୍ବରଙ୍କର ବିରୁଦ୍ଧ ରେ ବିଦ୍ରୋହ କଲେ। ସେ ମନ୍ଦିର ମଧିଅରେ ଥିବା ଅନକେ ସାମଗ୍ରୀକୁ ଫୋପାଡ଼ି ଦଇେଥିଲେ। କିନ୍ତୁ ଆମ୍ଭମାନେେ ସହେିସବୁ ସାମଗ୍ରୀକୁ ନିରୂପିତ କରିଅଛୁ ଓ ସଗେୁଡ଼ିକୁ ବିଶଷେ ବ୍ଯବହାର ନିମନ୍ତେ ପ୍ରସ୍ତୁତ କରିଅଛୁ। ସଗେୁଡ଼ିକ ବର୍ତ୍ତମାନ ସଦାପ୍ରଭୁଙ୍କ ୟଜ୍ଞବଦେୀର ସମ୍ମୁଖ ରେ ଅଛି।

Cross references

ଦିତୀୟ ରାଜାବଳୀ 16:14

ଆଉସସ ସଦାପ୍ରଭୁଙ୍କ ସମ୍ମୁଖସ୍ଥିତ ପିତ୍ତଳ ୟଜ୍ଞବଲଦୀ ଆଣିଲଲସଯଉଁଟାକି ଆହାସ୍ ୟଜ୍ଞବଲଦୀ ଓ ସଦାପ୍ରଭୁଙ୍କ ମନ୍ଦିରର ମଧ୍ଯସ୍ଥଳସର ଥିଲା ଓ ଏହା ତାଙ୍କର ୟଜ୍ଞବଲଦୀର ଉତ୍ତର ପାଶର୍‌ବସର ରଖିଲଲ।

ଦିତୀୟ ରାଜାବଳୀ 16:17

ପୁଣି ଆହାସ୍ ରାଜା ବୈଠକିଗୁଡିକ କାଟି ପ୍ରକ୍ଷାଳନ ପାତ୍ର ଓ କବାଟ ଫଳକ ଅଲଗା କଲଲ। ଆଉ ବଡ ଟ୍ଯାଙ୍କ ତଲଳସଯଉଁ ପିତ୍ତଳ ନିର୍ମିତ ଷଣ୍ତ ଥିଲା,ସସସବୁର ଉପରୁ ତାକୁସନଇ ଏକ ପ୍ରସ୍ତର ଚଟାଣ ଉପଲର ରଖିଲଲ।

ଦିତୀୟ ବଂଶାବଳୀ 28:24

ଆହସ୍ ପରମେଶ୍ବରଙ୍କ ମନ୍ଦିରରୁ ସାମଗ୍ରୀସବୁ ନେଲେ ଓ ତାହାକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲେ। ଏହାପରେ ସେ ସଦାପ୍ରଭୁଙ୍କ ମନ୍ଦିରର ଦ୍ବାରସବୁ ବନ୍ଦ କରି ଦେଲେ। ସେ ୟଜ୍ଞବଦେୀସବୁ ନିର୍ମାଣ କଲେ ଓ ସଗେୁଡ଼ିକୁ ୟିରୁଶାଲମର ଚାରିଆଡ଼େ ସ୍ଥାପନ କଲେ।

Interlinear

Choose Theme