Home Bibles ଦିତୀୟ ବଂଶାବଳୀ 29:20 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 29:20 · ଓଡ଼ିଆ ବାଇବେଲ

ରାଜା ହିଜକିଯ ପରବର୍ତ୍ତୀ ଦିନ ପ୍ରତ୍ଯୁଷ ରେ ନଗରର ପଦାଧିକାରୀମାନଙ୍କୁ ଏକତ୍ର କଲେ ଓ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।

Cross references

ଆଦି ପୁସ୍ତକ 21:14

ତା'ପର ଦିନ ପ୍ରତ୍ଯୁଷରୁ ଅବ୍ରହାମ କିଛି ଖାଦ୍ୟ ଓ ପାଣିଥଳି ଆଣିଲା। ଅବ୍ରହାମ ତାହା ହାଗାରକୁ ଦେଲେ। ଅବ୍ରହାମ ହାଗାର ଓ ତା'ର ପୁତ୍ରକୁ ପଠାଇ ଦେଲେ ସହେି ଜିନିଷ ସହିତ। ହାଗାର ସେ ସ୍ଥାନ ଛାଡ଼ି ବରେଶବୋ ମରୁଭୂମିରେ ଭ୍ରମଣ କଲେ।

ଆଦି ପୁସ୍ତକ 22:3

ପ୍ରଭାତ ରେ ଅବ୍ରହାମ ଉଠିଲା ଏବଂ ତାଙ୍କର ଗଧକୁ ସଜାଇଲେ। ଅବ୍ରହାମ ତାଙ୍କର ପୁତ୍ର ଇସ୍ହାକ ଏବଂ ଦୁଇଜଣ ଦାସଙ୍କୁ ତାଙ୍କ ସହିତ ରେ ନେଲେ। ଅବ୍ରହାମ ହାମବେଳି ନିମନ୍ତେ କାଠ କାଟି ପରମେଶ୍ବର କହିଥିବା ସ୍ଥାନକୁ ନଇଗେଲେ।

ଯାତ୍ରା ପୁସ୍ତକ 24:4

ତେଣୁ ମାଶାେ ସଦାପ୍ରଭୁଙ୍କର ସମସ୍ତ ବାକ୍ଯ ଲେଖିଲେ। ପ୍ରଭାତ ରେ ଉଠି ପର୍ବତ ତଳେ ଏକ ୟଜ୍ଞବଦେୀ ଓ ଇଶ୍ରାୟେଲର ଦ୍ବାଦଶ ବଂଶ ନିମନ୍ତେ ଦ୍ବାଦଶ ସ୍ତମ୍ଭ ନିର୍ମାଣ କଲେ।

ଯିହୋଶୂୟ 6:12

ପ୍ରଭାତ ରେ ଯିହାଶୂେୟ ବିଛଣା ତ୍ଯାଗ କଲେ ଓ ଏହାପରେ ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ନିଯମ ସିନ୍ଦକ୍ସ୍ଟକ ଧରି ବାହାରିଲେ।

ଦିତୀୟ ବଂଶାବଳୀ 1:2

ଇଶ୍ରାୟେଲର ଲୋକମାନଙ୍କ ସହ ଶଲୋମନ କଥା ହେଲେ। ସେ 1,000 ସୈନ୍ଯ ବିଶିଷ୍ଟ ସୈନ୍ଯଦଳର ଦଳପତି ଓ 100 ସୈନ୍ଯ ବିଶିଷ୍ଟ ସୈନ୍ଯଦଳର ଦଳପତି ଓ ବିଚାରକର୍ତ୍ତା ଏବଂ ସମସ୍ତ ଇଶ୍ରାୟେଲର ନେତାମାନଙ୍କ ସହ ପୁଣି ପରିବାରଗୁଡ଼ିକର ମୁଖ୍ଯଙ୍କ ସହ କଥା ହେଲେ।

ଯିରିମିୟ 25:4

ପୁଣି ସଦାପ୍ରଭୁ ପ୍ରତ୍ଯୁଷ ରେ ଉଠି ବାରମ୍ବାର ଆପଣାର ସମସ୍ତ ଦାସ ଭବିଷ୍ଯଦବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି। ମାତ୍ର ତୁମ୍ଭମାନେେ ତାହା ଶୁଣି ନାହଁ, କିଅବା ସେ କଥାପ୍ରତି କର୍ଣ୍ଣପାତ କରି ନାହଁ।

Interlinear

Choose Theme