Home Bibles ☰ Books ଦିତୀୟ ବଂଶାବଳୀ 26:11 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 26:11 · ଓଡ଼ିଆ ବାଇବେଲ

ଉଷିୟଙ୍କର ତାଲିମପ୍ରାପ୍ତ ସୈନିକମାନଙ୍କର ଏକ ସୈନ୍ଯଦଳ ଥିଲା। ସହେି ସୈନିକମାନେ ସଚିବ ୟିଯୁଯଲେଲ୍ ଓ ପଦାଧିକାରୀ ମା ସଯଙ୍କେ ଦ୍ବାରା ବିଭିନ୍ନ ଦଳ ରେ ଭର୍ତ୍ତି କରାୟାଇ ଥିଲେ। ହାନାନୀଯ ସମାନଙ୍କେର ନେତା ଥିଲେ। ୟିଯୂଯେଲ୍ ଓ ମା ସଯେ ସହେି ସୈନିକମାନଙ୍କୁ ଗଣନା କରୁଥିଲେ ଓ ବିଭିନ୍ନ ଦଳଭୁକ୍ତ କରୁଥିଲେ। ହାନାନୀଯ ରାଜାଙ୍କର ଜଣେ ପଦାଧିକାରୀ ଥିଲେ।

Cross references

ଦିତୀୟ ରାଜାବଳୀ 5:2

ଅରାମୀଯମାନେ ସୈନ୍ଯଦଳ ଦ୍ବାରା ଇଶ୍ରାୟେଲ ବିରୁଦ୍ଧ ରେ ଲଢୁଥିଲେ। ସମାନେେ ସମାନଙ୍କେର ଦାସ କରିବାକୁ ଇଶ୍ରାୟେଲରୁ ଘନେି ଆସୁଥିଲେ। ଏକ ସମୟରେ ସମାନେେ ଗୋଟିଏ େଛାଟ ବାଳିକା ନଇେ ଆସିଥିଲେ। ସହେି ବାଳିକାଟି ନାମାନ୍ ଭାର୍ୟ୍ଯାର ଦାସୀ ହେଲା।

Interlinear

Choose Theme