Home Bibles ଦିତୀୟ ବଂଶାବଳୀ 22:5 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 22:5 · ଓଡ଼ିଆ ବାଇବେଲ

ଆହାବଙ୍କ ପରିବାର ତାଙ୍କୁ ଯେଉଁ ପରାମର୍ଶ ଦେଲେ, ଅହସିଯ ତାହା ପାଳନ କଲେ। ଅହସିଯ ଇଶ୍ରାୟେଲ ରାଜା ଯିହାରୋମ୍ଙ୍କ ସହିତ ମିଳି ଅରାମ୍ର ରାଜା ହସାଯଲେ ସହିତ ରାମାେତ୍-ଗିଲିଯାଦ୍ ରେ ୟୁଦ୍ଧ କରିବାକୁ ଗଲେ। ଆହାବ ଯିହାରୋମ୍ଙ୍କର ପିତା ଥିଲା। କିନ୍ତୁ ଅରାମୀଯମାନେ ୟିହୋରାମକୁ ୟୁଦ୍ଧ ରେ କ୍ଷତାକ୍ତ କରି ପକାଇଲେ।

Cross references

ପ୍ରଥମ ରାଜାବଳୀ 22:3

ଏହି ସମୟରେ ଆହାବ୍ ତାଙ୍କର ଅଧିକାରୀମାନଙ୍କୁ କହିଲେ, ରାମାେତ୍ ଗିଲିଯଦ୍ ଆମ୍ଭମାନଙ୍କର ଅଟେ, ତୁମ୍ଭମାନେେ ଏହା ଜାଣ। କିନ୍ତୁ ଅରାମର ରାଜା ଏହା ଅଧିକାର କଲା। ତଥାପି ଆମ୍ଭମାନେେ ନୀରବ ରେ ବସି ରହିଛୁ, ଆମ୍ଭେ ଅରାମର ରାଜାଙ୍କଠାରୁ ତାହା ଫରୋଇ ନଇେ ନାହୁଁ।

ଦିତୀୟ ରାଜାବଳୀ 3:1

ଆହାବ୍ଙ୍କ ଅନ୍ତେ ତାଙ୍କ ପୁତ୍ର ୟିହୋରାମ ଶମରିଯା ରେ ଇଶ୍ରାୟେଲ ଉପରେ ରାଜତ୍ବ କଲେ। ସେ ଯିହୁଦାର ରାଜା ୟିହୋଶାଫଟଙ୍କର ଅଷ୍ଟାଦଶ ବର୍ଷ ରାଜତ୍ବ କାଳ ରେ ରାଜା ହେଲେ ଓ ଇଶ୍ରାୟେଲ ରେ ବାରବର୍ଷ ରାଜ୍ଯ କଲେ।

ଦିତୀୟ ରାଜାବଳୀ 8:9

ତେଣୁ ହସାଯଲେ ଇଲୀଶାୟଙ୍କୁ ସାକ୍ଷାତ କରିବାକୁ ଗଲେ। ଦମ୍ମେଶକର ସମସ୍ତ ଉତ୍ତମ ପଦାର୍ଥ ଉପହାର ସ୍ବରୂପ ଗ୍ଭଳିଶଟି ଓଟ ଦ୍ବାରା ନଇେ ତାଙ୍କ ସମ୍ମୁଖ ରେ ଉଭା ହାଇେ କହିଲେ, ଆପଣଙ୍କ ପୁତ୍ର ବିନ୍ହଦଦ୍ ଅରାମର ରାଜା ଆପଣଙ୍କ ନିକଟକୁ ମାେତେ ପଠାଇଛନ୍ତି, ସେ ଜାଣିବାକୁ ଇଚ୍ଛା କରୁଛି, ମୁଁ କ'ଣ ଅସୁସ୍ଥତାଠାରୁ ଆରୋଗ୍ୟଲାଭ ହବେି କି?

ଦିତୀୟ ରାଜାବଳୀ 8:28

ୟୋରାମ ଆହାବ୍ ବଂଶର ଥିଲେ। ଏ ନିମନ୍ତେ ସେ ଅହସିଯଙ୍କ ସଙ୍ଗେ ମିଶି ଅରାମର ରାଜା ହସାଯଲଙ୍କେ ବିରୁଦ୍ଧ ରେ ରାମାେତ-ଗିଲିଯଦ ରେ ୟୁଦ୍ଧ କରିବାକୁ ଗଲେ। ଏଥି ରେ ଅରାମୀଯମାନେ ଯୋରାମଙ୍କୁ କ୍ଷତବିକ୍ଷତ କଲେ।

ଦିତୀୟ ରାଜାବଳୀ 9:1

ଇଲୀଶାୟ ଭବିଷ୍ଯଦ୍ବକ୍ତାଙ୍କ ସନ୍ତାନଗଣଙ୍କ ମଧ୍ଯରୁ ଜଣକୁ ଡାକି କହିଲେ, ତୁମ୍ଭେ କଟି ରେ ବସ୍ତ୍ର ବାନ୍ଧି ଏହି ତୈଳଶିଶି ହାତ ରେ ଧରି ରାମାେତ୍-ଗିଲିଯଦକୁ ୟାଅ।

ଦିତୀୟ ବଂଶାବଳୀ 18:3

ଆହାବ ଯିହାଶାଫେଟ୍ଙ୍କୁ କହିଲେ, ତୁମ୍ଭେ ମାେ ସହିତ ରାମାେତ୍-ଗିଲିଯଦ୍କୁ ଆକ୍ରମଣ କରିବା ନିମନ୍ତେ ୟିବ କି ? ଆହାବ ଇଶ୍ରାୟେଲର ରାଜ ଓ ୟିହୋଶଫଟ୍ ଯିହୁଦାର ରାଜା ଥିଲେ। ଯିହାଶାଫେଟ୍ ଆହାବଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭ ତୁଲ୍ଯ ଅଟେ ଓ ମାରେ ଲୋକମାନେ ତୁମ୍ଭ ଲୋକ ପରି ଅଟନ୍ତି। ଆମ୍ଭମାନେେ ତୁମ୍ଭ ସହିତ ୟୁଦ୍ଧ ରେ ୟୋଗ ଦବୋ।

ଦିତୀୟ ବଂଶାବଳୀ 18:31

ଯେତବେେଳେ ରଥ-ଚାଳକମାନେ ଯିହାଶାଫେଟ୍ଙ୍କୁ ଦେଖିଲେ, ସମାନେେ ଭାବିଲେ, ସଠାେରେ ଇଶ୍ରାୟେଲର ରାଜା ଅଛନ୍ତି। ତେଣୁ ସମାନେେ ଯିହାଶାଫେଟ୍ଙ୍କ ଆଡ଼େ ଆକ୍ରମଣ କରିବାକୁ ଗଲେ। ତେଣୁ ଯିହାଶାଫେଟ୍ ଚିତ୍କାର କଲେ, ଆଉ ସଦାପ୍ରଭୁ ତାଙ୍କୁ ସାହାୟ୍ଯ କଲେ। ପରମେଶ୍ବର ରଥ-ଚାଳକମାନଙ୍କୁ ଯିହାଶାଫେଟ୍ଙ୍କ ଆଡ଼ୁ ଫରୋଇ ନେଲେ।

ଦିତୀୟ ବଂଶାବଳୀ 19:2

ଦ୍ରଷ୍ଟା ଯହେୂ ଯିହାଶାଫେଟ୍ଙ୍କୁ ଭଟେିବାକୁ ଗଲେ। ଯହେୂଙ୍କର ପିତାଙ୍କର ନାମ ହନାନି ଥିଲା। ଯହେୂ ରାଜା ଯିହାଶାଫେଟ୍କୁ କହିଲେ, ତୁମ୍ଭେ କାହିଁକି ଦୁଷ୍ଟ ଲୋକମାନଙ୍କୁ ସାହାୟ୍ଯ କଲ ? ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ଘୃଣା କରନ୍ତି, ତୁମ୍ଭେ କାହିଁକି ସହେି ଲୋକମାନଙ୍କୁ ପ୍ ରମେ କଲ ? ସେଥିନିମନ୍ତେ ସଦାପ୍ରଭୁ ତୁମ୍ଭ ଉପରେ କୋର୍ଧ କରିଅଛନ୍ତି।

ଗୀତସଂହିତା 1:1

ଜଣେ ବ୍ଯକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ, ୟଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ, ପାପୀମାନଙ୍କ ପରି ଜୀବନ ୟାପନ କରେ ନାହିଁ, ଯେଉଁମାନେ କି ପରମେଶ୍ବରଙ୍କୁ ସମ୍ମାନ ଦଖାେନ୍ତି ନାହିଁ, ସହେି ଲୋକମାନଙ୍କ ସହିତ ତା'ର ସମୟ କଟାଏ ନାହିଁ,

ଦାନିଏଲ 5:22

କିନ୍ତୁ ବଲେଟ୍ଶତ୍ସର, ଆପଣ ତାଙ୍କର ପୁତ୍ର। ଆପଣ ଏସବୁ ଜାଣିଲେ ମଧ୍ଯ ଆପଣଙ୍କ ଅନ୍ତଃକରଣକୁ ନମ୍ର କରିନାହାଁନ୍ତି।

ମୀଖା 6:16

କାହିଁକି ଏସବୁ ଘଟିବ? କାରଣ ତୁମ୍ଭେ ଅମ୍ରିଙ୍କ ବ୍ଯବସ୍ଥା ପାଳନ କରୁଛ ଏବଂ ଆହାବ ବଂଶର ପାଳିତ ସମସ୍ତ ଅବିଧିକୁ ଅନୁସରଣ କରୁଛ। ଯେ ହତେୁ ସମାନଙ୍କେ ପରାମର୍ଶ ଗ୍ରହଣ କରିଛ, ତେଣୁ ଆମ୍ଭେ ତୁମ୍ଭକୁ ବିନାଶ କରିବା। ଯେତବେେଳେ ସମାନେେ ତୁମ୍ଭର ବିଧ୍ବସ୍ତ ନଗର ଦେଖିବେ ସମାନେେ ବିସ୍ମଯ ରେ ସିଟି ବଜାଇବେ। ଅନ୍ୟ ଗୋଷ୍ଠୀର ଲଜ୍ଜା ଅପମାନ ତୁମ୍ଭେ ବହନ କରିବ।

Interlinear

Choose Theme