Home Bibles ଦିତୀୟ ବଂଶାବଳୀ 22:6 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 22:6 · ଓଡ଼ିଆ ବାଇବେଲ

ଯିହାରୋମ୍ ସୁସ୍ଥ ହବୋ ନିମନ୍ତେ ୟିଷ୍ରିଯେଲ୍ ସହରକୁ ଫରେିଗଲେ। ସେ ଅରାମର ରାଜା ହସାଯଲେ ବିରୁଦ୍ଧ ରେ ରାମଃହ ରେ ୟୁଦ୍ଧ କରୁଥିବା ସମୟରେ ଆହତ ହାଇେଥିଲେ।

Cross references

ଦିତୀୟ ରାଜାବଳୀ 8:29

ରାଜା ଯୋରାମ, ସେ ତା'ର କ୍ଷତର ସୁସ୍ଥ ହବୋ ପାଇଁ ୟିଷ୍ରିଯଲକେୁ ଫରେିଗଲେ। ୟୋରାମ ପୀଡିତ ହବୋ ଯୋଗୁଁ, ଯିହୁଦାର ରାଜା ଅହସିଯ ୟିହୋରାମଙ୍କୁ ଦଖାେ କରିବାକୁ ୟିଷ୍ରିଯଲକେୁ ଗଲେ।

ଦିତୀୟ ରାଜାବଳୀ 9:15

ରାଜା ଯୋରାମ ଅରାମର ରାଜା ହସାଯଲଙ୍କେ ବିରୁଦ୍ଧ ରେ ୟୁଦ୍ଧ କଲା ବେଳେ ଅରାମୀଯମାନେ ତାଙ୍କୁ କ୍ଷତ ବିକ୍ଷତ କରି ଦେଲେ। ସେ ସହେି କ୍ଷତରୁ ସୁସ୍ଥ ହବୋ ପାଇଁ ୟିଷ୍ରିଯଲକେୁ ଗଲେ।

ଦିତୀୟ ରାଜାବଳୀ 10:13

ଯହେୂ ଯିହୁଦାର ରାଜା ଅହସିଯଙ୍କ ସମ୍ପର୍କୀଯମାନଙ୍କୁ ଦେଖି ପଚାରିଲେ, ତୁମ୍ଭମାନେେ କିଏ?

ଦିତୀୟ ବଂଶାବଳୀ 21:17

ସହେି ଲୋକମାନେ ଯିହୁଦା ଦେଶ ଆକ୍ରମଣ କଲେ। ସମାନେେ ରାଜାଙ୍କ ଗୃହ ରେ ଥିବା ସମସ୍ତ ଧନରତ୍ନ ଲୁଟି ନେଲେ ଓ ଯିହାରୋମ୍ଙ୍କ ପୁତ୍ର ଓ ସ୍ତ୍ରୀଗଣଙ୍କୁ ନଇଗେଲେ। କବଳେ ଯିହାରୋମ୍ଙ୍କ କନିଷ୍ଠ ପୁତ୍ର ରକ୍ଷା ପାଇୟାଇଥିଲା। ଯିହାରୋମ୍ଙ୍କ କନିଷ୍ଠ ପୁତ୍ରର ନାମ ଥିଲା ୟିହୋଯାହସ୍।

ଦିତୀୟ ବଂଶାବଳୀ 22:1

ୟିରୁଶାଲମର ଲୋକମାନେ ଅହସିଯଙ୍କୁ ୟିହୋରାମ୍ଙ୍କ ସ୍ଥାନ ରେ ନୂତନ ରାଜା ରୂପେ ମନୋନୀତ କଲେ। ଅହସିଯ ଯିହାରୋମ୍ଙ୍କର କନିଷ୍ଠ ପୁତ୍ର ଥିଲେ। ଯେଉଁ ଆରବୀଯ ଲୋକମାନେ ଯିହାରୋମ୍ଙ୍କର ଛାଉଣୀ ଉପରେ ଆକ୍ରମଣ କରିବାକୁ ଆସିଥିଲେ, ସମାନେେ ଯିହାରୋମ୍ଙ୍କର ସମସ୍ତ ଜେଷ୍ଠପୁତ୍ରଙ୍କୁ ବଧ କରିଥିଲେ। ଅତଏବ, ଅହସିଯ ଯିହୁଦା ରେ ରାଜ୍ଯ ଶାସନ କରିବାକୁ ଆରମ୍ଭ କଲେ।

ଦିତୀୟ ବଂଶାବଳୀ 22:7

ଅହସିଯ ୟୋରାମ୍ଙ୍କୁ ସାକ୍ଷାତ କରିବାକୁ ୟାଇଥିଲେ। ସହେି ସମୟରେ ହିଁ ପରମେଶ୍ବର ତାଙ୍କ ପ୍ରତି ମୃତ୍ଯୁ ଘଟାଇଲେ। ଅହସିଯ ୟାଇ ପହନ୍ଚିଲେ ଓ ୟୋରମ୍ଙ୍କ ସହିତ ଯହେୂଙ୍କୁ ଭଟେିବା ନିମନ୍ତେ ଗଲେ। ଯହେୂଙ୍କ ପିତାଙ୍କର ନାମ ଥିଲା ନିମଶିର। ଆହାବଙ୍କ ପରିବାରକୁ ବିନାଶ କରିବା ନିମନ୍ତେ ସଦାପ୍ରଭୁ ଯହେୂଙ୍କୁ ମନୋନୀତ କରିଥିଲେ।

Interlinear

Choose Theme