ଆହାବ ଯିହାଶାଫେଟ୍ଙ୍କୁ କହିଲେ, ତୁମ୍ଭେ ମାେ ସହିତ ରାମାେତ୍-ଗିଲିଯଦ୍କୁ ଆକ୍ରମଣ କରିବା ନିମନ୍ତେ ୟିବ କି ? ଆହାବ ଇଶ୍ରାୟେଲର ରାଜ ଓ ୟିହୋଶଫଟ୍ ଯିହୁଦାର ରାଜା ଥିଲେ। ଯିହାଶାଫେଟ୍ ଆହାବଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭ ତୁଲ୍ଯ ଅଟେ ଓ ମାରେ ଲୋକମାନେ ତୁମ୍ଭ ଲୋକ ପରି ଅଟନ୍ତି। ଆମ୍ଭମାନେେ ତୁମ୍ଭ ସହିତ ୟୁଦ୍ଧ ରେ ୟୋଗ ଦବୋ।
Cross references
ତେଣୁ ଆହାବ୍ ୟିହୋଶାଫଟଙ୍କୁ ପଚାରିଲେ, ତୁମ୍ଭେ କ'ଣ ମାେ ସହିତ ୟୁଦ୍ଧ କରିବାକୁ ରାମାେତ୍-ଗିଲିଯଦକୁ ଯାଉଛ?
ତତ୍ପରେ ଯିହାରୋମ୍ ଯିହୁଦାର ରାଜା ଯିହାଶାଫେଟ୍ଙ୍କ ନିକଟକୁ ଦୂତ ପଠାଇ କହିଲେ, ମାୟୋବର ରାଜା ମାେ ବିରୁଦ୍ଧ ରେ େଦ୍ରାହାଚରଣ କରିଛି, ତୁମ୍ଭେ ମାେ ସହିତ ୟୁଦ୍ଧ କରିବାକୁ ମାୟୋବ ବିରୁଦ୍ଧ ରେ ୟିବ କି?
ଦ୍ରଷ୍ଟା ଯହେୂ ଯିହାଶାଫେଟ୍ଙ୍କୁ ଭଟେିବାକୁ ଗଲେ। ଯହେୂଙ୍କର ପିତାଙ୍କର ନାମ ହନାନି ଥିଲା। ଯହେୂ ରାଜା ଯିହାଶାଫେଟ୍କୁ କହିଲେ, ତୁମ୍ଭେ କାହିଁକି ଦୁଷ୍ଟ ଲୋକମାନଙ୍କୁ ସାହାୟ୍ଯ କଲ ? ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ଘୃଣା କରନ୍ତି, ତୁମ୍ଭେ କାହିଁକି ସହେି ଲୋକମାନଙ୍କୁ ପ୍ ରମେ କଲ ? ସେଥିନିମନ୍ତେ ସଦାପ୍ରଭୁ ତୁମ୍ଭ ଉପରେ କୋର୍ଧ କରିଅଛନ୍ତି।
ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ମୁଁ ସହେି ଲୋକମାନଙ୍କୁ ଘୃଣା କରେ। ଯେଉଁମାନେ ତୁମ୍ଭ ବିରୁଦ୍ଧରେ ୟାଆନ୍ତି, ସହେି ଲୋକମାନେ ମାରେ ଶତ୍ରୁ।
ସର୍ବଦା ଭଲ କାମ କରି, ଅନ୍ଧକାରର କର୍ମଗୁଡ଼ିକର ଅସାରତା ପ୍ରମାଣିତ କର।
ଯଦି ତୁମ୍ଭ ପାଖକୁ କହେି ଆ ସେ କିନ୍ତୁ ଏହି ଶିକ୍ଷା ନ ଦିଏ, ତବେେ ତାହାକୁ ଗୃହ ରେ ସ୍ବାଗତ ଓ ଗ୍ରହଣ କର ନାହିଁ।