Home Bibles ବିଚାରକର୍ତାମାନଙ୍କ ବିବରଣ 16:23 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 16:23 · ଓଡ଼ିଆ ବାଇବେଲ

ପଲେଷ୍ଟୀୟମାନେ ଏକତ୍ରୀତ ହାଇେ ଜଯଲାଭ ଉତ୍ସବ ପାଳନ କଲେ। ସମାନେେ ସମାନଙ୍କେର ଦବେତା ଦାଗୋନ ଉଦ୍ଦେଶ୍ଯ ରେ ବଳିଦାନ ଉତ୍ସର୍ଗ କଲେ। ସମାନେେ କହିଲେ, ଶାମ୍ଶାେନ୍ଙ୍କକ୍ସ୍ଟ ପରାସ୍ତ କରିବା ପାଇଁ, ଆମ୍ଭମାନଙ୍କର ଦବେତା ଆମ୍ଭମାନଙ୍କୁ ସାହାୟ୍ଯ କଲେ। ଯେ କି ଆମର ଶତୃ ଥିଲା।

Cross references

ପ୍ରଥମ ଶାମୁୟେଲ 5:2

ତହିଁ ଉତ୍ତାରକ୍ସ୍ଟ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇେ ଦାଗୋନ ମନ୍ଦିରକକ୍ସ୍ଟ ଆଣି ଦାଗୋନ ଦବେତା ନିକଟରେ ରଖିଲେ।

ପ୍ରଥମ ବଂଶାବଳୀ 10:10

ପଲେଷ୍ଟୀୟମାନେ ସମାନଙ୍କେ ଭଣ୍ଡ ଦବେତାର ମନ୍ଦିର ରେ ଶାଉଲଙ୍କ ୟୁଦ୍ଧସାଜକୁ ନଇେ ରଖିଲେ। ସମାନେେ ଦାଗୋନ ଦବେତାର ମନ୍ଦିର ରେ ଶାଉଲଙ୍କ ଖପୁରିକୁ ଟଙ୍ଗାଇଲେ।

ଆୟୁବ ପୁସ୍ତକ 30:9

ବର୍ତ୍ତମାନ ସହେି ଲୋକମାନଙ୍କର ପୁଅମାନେ ମାେତେ ନଇେ ପରିହାସ ସୂଚକ ଗୀତ ବୋଲନ୍ତି ଏବଂ ମାେ ନାଁ ଏକ ଅପଶବ୍ଦ ରେ ପରିଣତ ହାଇେଛି।

ଗୀତସଂହିତା 35:15

ମୁଁ ଯେତବେେଳେ ଗୋଟିଏ ଭୁଲ୍ କରି ବସିଲି, ସହେି ଲୋକମାନେ ମାେତେ ଦେଖି ହସିଲେ। ସହେି ଲୋକମାନେ ପ୍ରକୃତ ବନ୍ଧୁ ନୁହଁନ୍ତି। ମୁଁ ସମାନଙ୍କେୁ ସତେ ୟମେିତି ଜାଣେ ନାହିଁ। ସମାନେେ ମାେତେ ଚାରିଆଡ଼ୁ ଘରେି ଆକ୍ରମଣ କଲେ।

ହିତୋପଦେଶ 24:17

ଯେତବେେଳେ ତୁମ୍ଭର ଶତ୍ରୁ ସମସ୍ଯା ରେ ଅଛି, ତୁମ୍ଭେ ହସ ନାହିଁ, ଯେତବେେଳେ ସେ ପଡ଼ିୟାଏ, ସହେି ସମୟରେ ମଧ୍ଯ ତୁମ୍ଭେ ଖୁସି ହୁଅ ନାହିଁ।

ଯିରିମିୟ 2:11

କୌଣସି ଦେଶର ଲୋକମାନେ ସମାନଙ୍କେର ଦବଗେଣଙ୍କୁ ପରିତ୍ଯାଗ କରି ଅଛନ୍ତି କି, ଯଦିଓ ସମାନେେ ମୂର୍ତ୍ତି ଥିଲେ ଏବଂ ପ୍ରକୃତ ପରମେଶ୍ବର ନୁହଁନ୍ତି ? ମାତ୍ର ମାରେ ଲୋକମାନେ ସମାନଙ୍କେର ମହିମାମଯ ପରମେଶ୍ବରଙ୍କୁ ନିଷ୍ଫଳ ବସ୍ତୁ ବଦଳ ରେ ପରିତ୍ଯାଗ କରିଛନ୍ତି, ଯାହାର ସମାନଙ୍କେୁ ପ୍ରଦାନ କରିବା ପାଇଁ କିଛି ନ ଥାଏ।

ମୀଖା 4:5

ଅନ୍ୟ ଗୋଷ୍ଠୀର ଲୋକମାନେ ସମାନଙ୍କେର ନିଜର ଦବେତାମାନଙ୍କୁ ଅନୁସରଣ କରିବେ। କିନ୍ତୁ ଆମ୍ଭମାନେେ ଚିରକାଳ ସଦାପ୍ରଭୁ ପରମେଶ୍ବରଙ୍କର ଅନୁଗାମୀ ହବୋ।

ରୋମୀୟଙ୍କ ପ୍ରତି ପତ୍ର 1:23

ସମାନେେ ପରମେଶ୍ବରଙ୍କ ଚ଼ିରସ୍ଥାଯୀ ମହିମାକୁ ଛାଡ଼ି ଦେଲେ। ଲୋକେ ସହେି ମହିମାକୁ ମୂର୍ତ୍ତିପୂଜା ଦ୍ବାରା ବପୋର କଲେ। ଲୋକେ ଏହି ମୂର୍ତ୍ତିଗୁଡ଼ିକୁ ପକ୍ଷୀ, ପଶୁ ଓ ପରୀସୃପ ରୂପ ପ୍ରଦାନ କଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 8:4

ଅତଏବ ମାଂସ ଖାଇବା ବିଷୟ ରେ ମୁଁ ଏହା କ ହେ ଯେ, ଆମ୍ଭେ ଜାଣୁ ଯେ ଜଗତ ରେ ପ୍ରକୃତ ରେ ପ୍ରତିମା ବୋଲି କିଛି ନାହିଁ। ଏବଂ ଆମ୍ଭେ ଜାଣୁ ଯେ ଜଣେ ମାତ୍ର ପରମେଶ୍ବର ଅଛନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:20

କିନ୍ତୁ ମାେ କହିବା କଥା ଯେ, ତୁମ୍ଭମାନେେ ଭୂତମାନଙ୍କ ସହିତ କୌଣସି କାର୍ୟ୍ଯ ରେ ଅଂଶ ଗ୍ରହଣ ନ କର। କିନ୍ତୁ ମଁ କୁ ହେ ଯାହା ମୂର୍ତ୍ତିଗୁଡ଼ିକୁ ବଳି ରୂପେ ଉତ୍ସର୍ଗ କରାୟଇଥାଏ ତାହା ଶୟତାନକୁ ଉତ୍ସର୍ଗ କରାଯାଇଥାଏ, ପରମେଶ୍ବରଙ୍କରୁ ନୁହେଁ। ଏବଂ ମୁଁ ଚା ହେଁ ତୁମ୍ଭମାନେେ ଶୟତାନ ସହିତ ଅଂଶୀଦାର ହୁଅ ନାହିଁ।

Interlinear

Choose Theme